ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ଯଶୈଳୀକୁ ପ୍ରଶଂସା; ରାଜ୍ୟରେ ହ୍ରାସ ପାଉଛି ବେକାରୀଙ୍କ ସଂଖ୍ୟା

ରାଜ୍ୟରେ ହ୍ରାସ ପାଉଛି ବେକାରୀଙ୍କ ସଂଖ୍ୟା। ସମଗ୍ର ଦେଶରେ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ଯଶୈଳୀକୁ ପ୍ରଶଂସା । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି।…
Read More...

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା; ଶାଶୂଘରେ ଲୁଚିଥିଲେ ଶର୍ମିଷ୍ଠା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଏହି ହତ୍ୟାକାଣ୍ଡ ଗୁମର ଖୋଲିବାକୁ ପୋଲିସର ଚେଷ୍ଟା ଜାରି ରହିଛି । ମୁଖ୍ୟ ଅଭିଯୁକ୍ତ ୱେବ୍ ପୋର୍ଟାଲ ସମ୍ପାଦିକା ଶର୍ମିଷ୍ଠା…
Read More...

ଏପ୍ରିଲ ୧ରୁ ହଟିବ କୋଭିଡର ସମସ୍ତ କଟକଣା

୨ ବର୍ଷ ପରେ ଦେଶରୁ ହଟିଲା ମହାମାରୀ ଆଇନ। ମାର୍ଚ୍ଚ ୩୧ତାରିଖରୁ ଦେଶରୁ କୋଭିଡ ୧୯ ସମ୍ବନ୍ଧୀୟ କଟକଣାକୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏପ୍ରିଲ ୧ରୁ ମହାମାରୀ ଆଇନ ହଟିବା ନେଇ କେନ୍ଦ୍ର ଗୃହ…
Read More...

ବଲିଉଡରେ ଡେବ୍ୟୁ କରିବେ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା

ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ଏବଂ ଗାୟିକା। ଏବେ ଐଶ୍ୱର୍ଯ୍ୟା ମଧ୍ୟ ତାଙ୍କ ଚମତ୍କାର ଦେଖାଇବାକୁ ହିନ୍ଦୀ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ…
Read More...

ୟୁନିଅନ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ରହିବ ଶ୍ରୀମନ୍ଦିର ଟଙ୍କା

ୟୁନିଅନ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ରହିବ ଶ୍ରୀମନ୍ଦିର ଟଙ୍କା। ଶ୍ରୀମନ୍ଦିର ଫାଉଣ୍ଡେସନ୍ ଫଣ୍ଡ୍‌ର ୧୧୫ କୋଟି ଟଙ୍କା ସ୍ଥାୟୀ ଜମା ପାଇଁ ଡକାଯାଇଥିବା ଟେଣ୍ଡର ଜିତିଛି ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ। ୫.୨୧ ପ୍ରତିଶତରେ…
Read More...

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି

ଉତ୍ତରାଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି। ରାଜ୍ୟପାଳ ଗୁରମିତ ସିଂହ ଧାମିଙ୍କ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। କ୍ରମାଗତ ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ରେକର୍ଡ କରିଛନ୍ତି ପୁଷ୍କର…
Read More...

ଟେନିସ୍ ଜଗତରୁ ଅବସର ଘୋଷଣା କଲେ ଏଶ୍ଲେ ବାର୍ଟି

ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ବିଶ୍ଵର ଏକ ନମ୍ବର ମହିଳା ଟେନିସ ଖେଳାଳି ଏଶ୍ଲେ ବାର୍ଟି ଟେନିସରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ନିକଟରେ ବାର୍ଟି ଅଷ୍ଟ୍ରେଲିଆ ଓପନ ଭାବେ ନିଜର ତୃତୀୟ ଗ୍ରାଣ୍ଡ ସ୍ଲାମ ଜିତିଥିଲେ। ବିଶ୍ଵରେ ଏକ…
Read More...

୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି।ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା…
Read More...

ସଲମାନଙ୍କ ବିରୋଧରେ ସମନ ଜାରି

ବିବାଦ ସହିତ ବଲିଉଡ ଅଭିନେତା ସଲମାନ ଖାନଙ୍କର ପୁରୁଣା ସମ୍ପର୍କ ରହି ଆସିଛି । ପୁଣି ଥରେ ସେ ଏକ ଆଇନଗତ ଅସୁବିଧାରେ ପଡିଛନ୍ତି । ବିଗତ ଅନେକ ବର୍ଷ ଧରି, ତାଙ୍କ ନାମ ଭିନ୍ନ ମାମଲା ସହିତ ଜଡିତ ଅଛି । ବର୍ତ୍ତମାନ ଆଉ ଏକ ନୂଆ…
Read More...

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା; ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ।ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ୍ ଟିମ୍…
Read More...