National କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ବାଧ୍ୟତାମୂଳକ OPA Mar 22, 2022 0 ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମଲେଖାଇବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଡମିଶନ ପାଇଁ କମନ୍… Read More...
National ୨୮ରେ ଶପଥ ନେବେ ପ୍ରମୋଦ ସାୱନ୍ତ OPA Mar 22, 2022 0 ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ପ୍ରମୋଦ ସାୱନ୍ତ ମାର୍ଚ୍ଚ ୨୮ରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କ ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ସୂଚନା ରହିଛି ।ସୋମବାର ପ୍ରମୋଦ ସାୱନ୍ତ… Read More...
National ବଢ଼ିଲା ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ OPA Mar 22, 2022 0 ଋଷ-ୟୁକ୍ରେନ ଯୁଦ୍ଧ ହେତୁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧିର ପ୍ରଭାବ ବର୍ତ୍ତମାନ ଘରୋଇ ସ୍ତରରେ ଦେଖାଯାଉଛି । ଗ୍ରାହକଙ୍କୁ ପୁଣିଥରେ ଲାଗିବାକୁ ଯାଉଛି ଝଟକା । ଆଜିଠାରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ହୋଇଛି ।… Read More...
English 6-MONTH-OLD BABY WITH CARDIAC AILMENT SUCCESSFULLY TREATED AT SUM HOSPITAL OPA Mar 22, 2022 0 Bhubaneswar : A six-month-old baby boy, suffering from pulmonary valve stenosis, a problem relating to the heart valve, has been successfully treated by doctors at the Institute of… Read More...
Odisha ସମ୍ ରେ ଛ’ମାସ ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର OPA Mar 22, 2022 0 ଭୁବନେଶ୍ୱର: ସମ୍ ହସ୍ପିଟାଲ୍ରେ ମାତ୍ର ୬ ମାସ ଶିଶୁର ଶରୀରରେ ଥିବା ଜଟିଳ ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଅଂଚଳର ସୁବାଷ ଚନ୍ଦ୍ର ବେହେରାଙ୍କ ଛ’ମାସର ଶିଶୁ ପୁତ୍ରଟି… Read More...
Odisha ଶୁଭାରମ୍ଭ ହେଲା ବିଧାନସଭା ବିବରଣୀର ଡିଜିଟାଇଜେସନ୍ OPA Mar 21, 2022 0 ଇତିହାସକୁ ସୁରକ୍ଷା ଦେବା ଆମର ପ୍ରମୁଖ କର୍ତ୍ତବ୍ୟ । ଓଡ଼ିଶା ବିଧାନସଭାର ବହୁ ମୂଲ୍ୟବାନ ବିବରଣୀ, ତଥ୍ୟ, ଦସ୍ତାବିଜ୍, ନଥିପତ୍ର ଓ ଗ୍ରନ୍ଥଗୁଡ଼ିକର ଡିଜିଟାଇଜେସନ୍ କାର୍ଯ୍ୟର ଶୁଭାରମ୍ଭ କରି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ… Read More...
Odisha ଅନୁଗୁଳରୁ ସମ୍ବଲପୁର ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ; ୨୦ରୁ ୩୦ ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା OPA Mar 21, 2022 0 ଅନୁଗୁଳରୁ ସମ୍ବଲପୁର ଆସୁଥିବାବେଳେ ଆଜି ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ଏଥିରେ ୨୦ରୁ ୩୦ ଜଣ ଯାତ୍ରୀ ଆହତ ହୋଇଥିବାର ସୂଚନା ମିଳିଛି | ମିଳିଥିବା ସୂଚନା ମୁତାବକ ଆଜି ଅନୁଗୁଳରୁ ସମ୍ବଲପୁର ଆସୁଥିବା ଗରୁଡ(ଓଆର ୧୫ ଏଚ… Read More...
Politics ରାଜ୍ୟସଭା ନିର୍ବାଚନ ପାଇଁ ଏହି ୪ ଜଣଙ୍କ ନାଁ ଘୋଷଣା କଲା ଆପ୍ OPA Mar 21, 2022 0 ପଞ୍ଜାବ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରି ସରକାର ଗଢିଥିବା ଆମ୍ ଆଦମୀ ପାର୍ଟି ରାଜ୍ୟସଭା ଆସନ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବତନ କ୍ରିକେଟର ହରଭଜନ ସିଂହ, ଆଇଆଇଟି ପ୍ରଫେସର ସନ୍ଦୀପ ପାଠକ,… Read More...
National ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ OPA Mar 21, 2022 0 ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ । ଶହ ଶହ ବର୍ଷ ପୁରୁଣା ଏହିସବୁ କିର୍ତ୍ତୀରାଜି ବେଆଇନ ଭାବେ ଭାରତ ବାହାରକୁ ଯାଇଥିଲା । ଯାହାକୁ ଉଦ୍ଧାର କରି ଆଜି ଭାରତକୁ ହସ୍ତାନ୍ତର… Read More...
Odisha ଜେଲ ଗଲେ ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ OPA Mar 21, 2022 0 ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି | ଆଉ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ… Read More...