ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ…
Read More...

୨୮ରୁ ଖୋଲିବ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଆସନ୍ତା ୨୮ରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ । ଛୋଟ ପିଲାମାନେ ଏଣିକି ଅଙ୍ଗନବାଡ଼ି ଯାଇ ପାଠ ପଢ଼ିପାରିବେ । ଏସଂକ୍ରାନ୍ତରେ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପୂର୍ବରୁ…
Read More...

ଘରୋଇ ସ୍କୁଲରେ ଏନ୍‌ସିଇଆର୍‌ଟି ବହି ବ୍ୟବହାର ବାଧ୍ୟତାମୂଳକ

ଘରୋଇ ସ୍କୁଲ୍‌ଗୁଡ଼ିକୁ ଏନ୍‌ସିଇଆର୍‌ଟି ବହି ବ୍ୟବହାର ପାଇଁ ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହାର ସଠିକ ଯାଞ୍ଚ ଲାଗି ପ୍ରାଥମିକ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି…
Read More...

ହିରୋ ମୋଟୋକର୍ପ ଚେୟାରମ୍ୟାନଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ହିରୋ ମୋଟୋକର୍ପ ଚେୟାରମ୍ୟାନ ତଥା ଏମ୍‌ଡି ପୱନ ମୁଞ୍ଜାଲଙ୍କ ଘରେ ଆୟକର ବିଭାଗ(ଆଇଟି) ଚଢ଼ାଉ କରିଛି। ବୁଧବାର ସକାଳୁ ତାଙ୍କ ବାସଭବନ ଓ ଗୁରୁଗାଓଁ ସ୍ଥିତ କାର୍ଯ୍ୟାଳୟରେ ଛାନ୍‌ଭିନ୍‌ ଜାରି ରହିଛି। ସୂଚନାଯୋଗ୍ୟ, ମୁଞ୍ଜାଲ…
Read More...

ନିରବ ମୋଦୀ, ମେହୁଲ ଚୋକସୀ ଓ ବିଜୟ ମାଲ୍ୟାଙ୍କର ପ୍ରାୟ ୧୯,୧୧୧ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି

ବ୍ୟାଙ୍କରୁ କୋଟି କୋଟି ଟଙ୍କାର ଋଣ ହଡ଼ପ କରି ଫେରାର ହୋଇଯାଇଥିବା ନିରବ ମୋଦୀ, ମେହୁଲ ଚୋକସୀ ଓ ବିଜୟ ମାଲ୍ୟାଙ୍କର ପ୍ରାୟ ୧୯,୧୧୧ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ସରକାର ସଂସଦକୁ ସୂଚୀତ କରିଛନ୍ତି ।…
Read More...

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ପୋଲିସ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ପୋଲିସ । ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ କବଜାକୁ ନେଲା ପୋଲିସ । ପରମେଶ୍ୱର ରାଉତଙ୍କୁ ଆନ୍ଧ୍ରପ୍ରଦେଶ…
Read More...

ସେନସୋଡାଇନ ଟୁଥପେଷ୍ଟ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା

ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ସେନସୋଡାଇନ ଟୁଥପେଷ୍ଟ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ହଟାଇବା ସହ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ…
Read More...

ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭିଡ ଉପରେ ଗାଡି ମଡାଇବା ଘଟଣାରେ ଆଜି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ବାଣପୁର…
Read More...

ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲା; ପୁଣି ୪ ଜଣ ଗିରଫ

ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଜି ପୁଣି ୪ ଜଣଙ୍କୁ ଗିରଫ କରିଛି। କୁନୁମୁନ, ଟୁଟୁ, ହରିକୁ ଗିରଫ କରିବା ସହ ସେମାନଙ୍କୁ ଆଶ୍ରୟ ଦେଇଥିବା ଜଗନ ଖଟେଇଙ୍କୁ ପୁଲିସ ଆଜି ଗିରଫ କରି…
Read More...

ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା

ବିଗିଡ଼ିଲା ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ଖରାପ ହୋଇଥିବା ଜଣାପଡ଼ିଛି। ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ଲାଲୁ ଯାଦବଙ୍କୁ ଦିଲ୍ଲୀ ଅଣାଯିବ ବୋଲି…
Read More...