Odisha ରାସ୍ତାହେଲା କାଳ : ଆସିପାରିଲାନି ଆମ୍ବୁଲାନ୍ସ ମହିଳାଙ୍କ ଜୀବନ ଗଲା OPA Jul 18, 2018 0 ମାଲକାନଗିରି : ରାସ୍ତା ଅବସ୍ଥା ଶେ।ଚନୀୟ ଯେ।ଗୁଁ ମହିଳାଙ୍କ ଜୀବନ ଗଲା । ଡାକ୍ତରଖାନାକୁ ଯିବା ପୂର୍ବରୁ ମହିଳାଙ୍କ ମୃତ୍ୟୁ ହେ।ଇସାରିଥିଲା । ମାଲକାନଗିରି ଖଇରପୁଟ ବ୍ଲକ ସଦର ପଞ୍ଚାୟତର କାଦଗୁଡା ଗାଁର ଜମ୍ବତି… Read More...
National ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ : ଶପଥ ନେଲେ ରଘୁନାଥ OPA Jul 18, 2018 0 ନୂଆଦିଲ୍ଲୀ : ବେଶ୍ ହୋ ହଲ୍ଲା ଏବଂ ପାଟିତୁଣ୍ଡ ଭିତରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଗୃହ କାର୍ଯ୍ୟ ଆରମ୍ଭରେ ଲୋକସଭାରେ ଜୋର ହଙ୍ଗାମା କରିଥିଲେ ଟିଡିପି ଏବଂ ଏସ୍ ପି ସଦସ୍ୟ । କଂଗ୍ରେସ ସଦସ୍ୟ ବି ହୋ ହଲ୍ଲାରେ… Read More...
Politics ବିଧାନସଭାରେ ଆଗତ ହେବ ବିଧାନ ପରିଷଦ ଗଠନ ପ୍ରସ୍ତାବ OPA Jul 18, 2018 0 ଭୁବନେଶ୍ବର : ତେଲେଙ୍ଗାନା ବିଧାନସଭା ପରିଷଦ ଆଧାରରେ ଓଡିଶା ସରକାର ଆଣିବେ ବିଧାନ ପରିଷଦ ପ୍ରସ୍ତାବ । ୪ଟି ରାଜ୍ୟ ଗସ୍ତ ପରେ କମିଟି ଅଧ୍ୟକ୍ଷ ନୃସିଂହ ସାହୁ ଏହି ସୂଚନା ଦେଇଛନ୍ତି । ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର ଓ… Read More...
Bignews ଜଗା – କାଳିଆ ଫେରିବା ନେଇ ହୋଇନି ନିଷ୍ପତ୍ତି,ଆଲୋଚନା ପାଇଁ ଏମ୍ସ ଯିବେ ଡାକ୍ତରୀ ଦଳ OPA Jul 18, 2018 0 ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରୁ ଜଗା କାଳିଆ ଡିସଚାର୍ଜ ହେବା ନେଇ ନିଷ୍ପତ୍ତି ହୋଇନି । ପ୍ରଥମେ ଓଡ଼ିଶାରୁ ଏକ ଡାକ୍ତରୀ ଦଳ ଏମ୍ସ ଡାକ୍ତରଙ୍କ ସହ ଆଲୋଚନା କରିବେ । ଏହା ପରେ ଡିସଚାର୍ଜ ନେଇ ନିଷ୍ପତ୍ତି ନିଆଯିବ ବୋଲି ଏମ୍ସ… Read More...
Odisha ପତ୍ନୀଙ୍କୁ ସାଙ୍ଗରେ ନଆଣିବା ପଡିବ ମହଙ୍ଗା, ରଥ ଭାଙ୍ଗିବେ ଲକ୍ଷ୍ମୀ OPA Jul 18, 2018 0 ପୁରୀ : ହେରା ପଞ୍ଚମୀ । ମହାପ୍ରଭୁଙ୍କ ରଥଯାତ୍ରାର ଏହି ଅନନ୍ୟ ପରମ୍ପରାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମା ଲକ୍ଷ୍ମୀଙ୍କୁ ସାଥିରେ ନଆଣି ଭାଇଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ଆସିଥିବାରୁ ଅଭିମାନ… Read More...
Crime ଥମୁନି ଲଜ୍ଜା : ସାଙ୍ଗ ଗଛ ମୂଳକୁ ଟେକିନେଇ ଜବରଦ ନେଲେ ଯୌନ ସୁଖ OPA Jul 18, 2018 0 ବାରିପଦା : ରାଜ୍ୟରେ ଥମୁନି ଲଜ୍ଜା । ଆଦିବାସୀ ନାବାଳିକାକୁ ଘରୁ ଡାକି ନେଇ ଗଣ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ କରିଛନ୍ତି ପୀଡିତାଙ୍କ ୨ ନାବାଳକ ସାଙ୍ଗ । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଜାମଶୋଳା ଗାଁରୁ… Read More...
Crime ସପ୍ତମ ଶ୍ରେଣୀର ନାବାଳିକାକୁ ୧୮ ଜଣ କାମୁକଙ୍କ ଯୌନ ନିର୍ଯାତନା,କଣ ହେଲା ପୀଡିତାଙ୍କ ଅବସ୍ଥା ? OPA Jul 17, 2018 0 ଚେନ୍ନାଇ : ୧୧ ବର୍ଷୀୟା ନାବାଳିକାକୁ ଗଣ ଦୁଷ୍କର୍ମ । ଦୁଇ ତିନି ଜଣ ନୁହନ୍ତି ୧୮ ଜଣ କାମୁକ କୁନି ଝିଅଟିକୁ ମାସ ମାସ ଧରି ଏପରି ଯୌନ ନିର୍ଯାତନା ଦେଇଛନ୍ତି । ଏହି ବିଭତ୍ସ ଏବଂ ବେଦନା ଦାୟକ ଘଟଣାଟି ଘଟିଛି ଦେଶର ଅନ୍ୟତମ… Read More...
Odisha ୫ ମିନିଟରେ ଆଖି ଅପରେସନ : ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସପିଟାଲ ବିରଳ ରେକର୍ଡ OPA Jul 17, 2018 0 ଭୁବନେଶ୍ବର : ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କ୍ୟାପିଟାଲ ହସପିଟାଲ ବିରଳ ରେକର୍ଡ କରିଛି । ଶହେ ବର୍ଷରୁ ଅଧିକ ଜଣେ ବୃଦ୍ଧଙ୍କ ଚକ୍ଷୁରେ ସଫଳତାର ସହ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ପୁରୀ ଜିଲ୍ଲା ସତ୍ୟବାଦୀ… Read More...
Politics ଆଉ ଏକ କୋଣାର୍କ ରାଜନୀତି ବିବାଦ : ଦାମ- ବିଶ୍ବ ଭୂଷଣ ମୁହାଁ ମୁହିଁ OPA Jul 17, 2018 0 ଭୁବନେଶ୍ବର : ଦିତୀୟ କୋଣାର୍କ ନିର୍ମଣାକୁ ନେଇ ଦିନକୁ ଦିନ ରାଜନୈତିକ ବିବାଦ ବଢିବାରେ ଲାଗିଛି । ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଆଉ ଏକ କୋଣାର୍କ ମନ୍ଦିର ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ… Read More...
Crime ଗ୍ୟାଙ୍ଗଷ୍ଟର ନା ସେଲେବ୍ରିଟି : ଟିଟୋକୁ ଦେଖିବାକୁ କାହିଁକି ଲାଗୁଛି ଭିଡ OPA Jul 17, 2018 0 କେନ୍ଦ୍ରାପଡା : ସତେ ଯେମିତି ସେ ଗ୍ୟାଙ୍ଗଷ୍ଟର ନୁହେଁ ଜଣେ ସେଲେବ୍ରିଟି । ଟିଟୋକୁ ଦେଖିବା ପାଇଁ କେନ୍ଦ୍ରାପଡା କୋର୍ଟରେ ଜମୁଥିବା ଭିଡକୁ ଦେଖିଲେ ଏମିତି କିଛି ଲାଗିବ । ଟିଟୋର ହାଜିରା ଆଗରୁ ଲୋକାରଣ୍ୟ ହୋଇ ଉଠେ କୋର୍ଟ… Read More...