Crime ଦରମା ଟଙ୍କା ମାଗିବାରୁ ଅଧ୍ୟାପକଙ୍କୁ ଗଛରେ ବାନ୍ଧି ମାଡ ମାରିଲେ କୋଚିଂ ସେଣ୍ଟର ମାଲିକ OPA Jun 30, 2018 0 ନୟାଗଡ : ଦରମା ଟଙ୍କା ମାଗିବାରୁ ଅଧ୍ୟାପକଙ୍କୁ ଗଛରେ ବାନ୍ଧି ମାଡ ମାରିଲେ କୋଚିଂ ସେଣ୍ଟର ମାଲିକ । ମାଡମାରୁଥିବା ସମୟର ଭିଡିଓକୁ ଭାଇରାଲ କରାଯିବା ପରେ ପୀଡିତ ଅଧ୍ୟାପକ ଖଣ୍ଡପଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ… Read More...
Bignews ରାଷ୍ଟ୍ରପତି ଦମ୍ପତିଙ୍କୁ ଶ୍ରୀ ମନ୍ଦିରରେ କୌଣସି ଅସମ୍ମାନ କରାଯାଇନାହିଁ-ରାଷ୍ଟ୍ରପତିଙ୍କ ପ୍ରେସ୍ ସଚିବ OPA Jun 30, 2018 0 ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଇ ନାହିଁ । ଏ ନେଇ ରାଷ୍ଟ୍ରପତି ଭବନରୁ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ଅଭିଯୋଗ ହୋଇ ନଥିଲା। ଏ ନେଇ ଗଣମାଧ୍ୟମରେ ହେଉଥିବା… Read More...
Politics କାଲି ଆସିବେ ଅମିତ ଶାହ : କବାଟ କିଳା ବୈଠକରେ ହେବ ରଣନୀତି OPA Jun 30, 2018 0 ଭୁବନେଶ୍ୱର : ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ କାଲି ଓଡିଶା ଗସ୍ତରେ ଆସୁଛନ୍ତି । ସବୁଥର ଅପେକ୍ଷା ଅମିତ ଶାହଙ୍କ ଏଥର ଓଡିଶା ଗସ୍ତ ଭିନ୍ନ ଗୁରୁତ୍ୱ ରଖୁଛି । ଏଥର ଅମିତ ଓଡିଶାରେ କୈଣସି ସଭା କି ଶୋଭାଯାତ୍ରାରେ… Read More...
Lifestyle ବାସି ରୁଟି ଖାଇଲେ ଭଲ OPA Jun 30, 2018 0 ପ୍ରତିଦିନ ଅନେକ ଖାଦ୍ୟ ନଷ୍ଟ ହାଇଥାଏ । ଏପରି କି ଅନେକ ଖାଦ୍ୟକୁ ଆମେ ନଖାଇ ପାରି ରଖି ତା'ପର ଦିନ ପାଇଁ ରଖି ଦେଇଥାଉ । ୍ୟାହାକି ବାସି ହାଇ୍ୟାଇଥାଏ । ତେବେ ଏହି ବାସି ଖାଦ୍ୟ ଖାଇବା ଉପ୍ୟାଗୀ ନୁହେଁ ବାଲି ଆମେ ବାରବୁଲା… Read More...
Bignews ମହାପ୍ରଭୁଙ୍କୁ ଜ୍ୱର : ଅଣସର ଘରେ ଚାଲିଛି ଗୁପ୍ତଉପଚାର , ୧୩ ରେ ନବଯୌବନ ଦର୍ଶନ OPA Jun 30, 2018 0 ପୁରୀ : ସ୍ନାନ ମଣ୍ଡପରେ ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ ଦିବ୍ୟସ୍ନାନ କରି ଜ୍ୱରରେ ଚତୁର୍ଦ୍ଧା ବିଗ୍ରହ। ରତ୍ନ ସିଂହାସନ ଛାଡ଼ି ଅଣସର ଘରେ ଏବେ ଶ୍ରୀଜିଉ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ୱର ବେଶୀ ମାତ୍ରାରେ ବଢି ଯାଇଥିବାରୁ… Read More...
More News ଅଙ୍ଗନଓ୍ଵାଡ଼ି କେନ୍ଦ୍ରରେ ସପ୍ତାହରେ ପିଲାମାନଙ୍କୁ ୫ଟି, ଗର୍ଭବତୀ ମହିଳାଙ୍କୁ ୧୨ଟି, ବାଳିକାଙ୍କୁ ମାସିକ ମିଳିବ ୧୬ଟି… OPA Jun 29, 2018 0 ଭୁବନେଶ୍ୱର: ଅଙ୍ଗନଓ୍ଵାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସପ୍ତାହରେ ୫ଟି ଅଣ୍ଡା ମିଳିବ। ରାଜ୍ୟ ସରକାର ଶୁକ୍ରବାର ଏହା ଘୋଷଣା କରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ନୂତନ ଖାଦ୍ୟ… Read More...
National ଘଡଘଡି ଯୋଗୁ ଭାଙ୍ଗିଲା ବାହାଘର : ଘଡଘଡି ଶଦ୍ଧରେ ଡରିଲେ ବର, ବାହା ବେଦୀରୁ ଉଠିଗଲେ ମଥାରେ ସିନ୍ଦୁର ପିନ୍ଧିଥିବା ବଧୂ OPA Jun 29, 2018 0 ବିହାର : ବାହାଘର ବେଳେ ଘଡ ଘଡି ଏକ ଅଶୁଭ ସାବ୍ୟସ୍ତ ହୋଇଛି । ଘଡ ଘଡି ଯୋଗୁ ଅଧାରୁ ବାହାଘର ବନ୍ଦ ହୋଇଗଲା । ବେଦୀରୁ ଅଧାବାହା ହୋଇ ଉଠିଗଲେ କନ୍ୟା । ଏଭଳି ଘଟଣା ଘଟିଛି ବିହାରରେ ଏହାକୁ ନେଇ ଏବେ ଗଣମାଧ୍ୟମରେ ଚର୍ଚ୍ଚା ଯୋର… Read More...
Politics ମୋ ଗାଁ, ମୋ ବିକାଶ କାର୍ଯ୍ୟକ୍ରମ କରି ତୃଣମୂଳ ନିର୍ବାଚିତ ପ୍ରତିନିଧିମାନଙ୍କର ସାମ୍ବିଧାନିକ ଅଧିକାରକୁ ଛଡାଇ… OPA Jun 29, 2018 0 ପୂର୍ବତନ ଜଳେଶ୍ୱର ବିଧାୟକ ଓ କଂଗ୍ରେସ ନେତା ଜୟନାରାୟଣ ମହାନ୍ତି ବିଜେପିରେ ସାମିଲ ହେଲେଭୁବନେଶ୍ୱର : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ… Read More...
Crime କାମ ଦେଉନି କଡା ଆଇନ :ପୁଣି ଭାଇରାଲ ହେଲା ଭିଡିଓ, ସାଙ୍ଗ ମେଳରେ ସ୍କୁଟି ଉପରେ କଲେଜ ଛାତ୍ରଙ୍କ ରୋମାନ୍ସ OPA Jun 29, 2018 0 ଭୁବନେଶ୍ୱର : କଡା ଆଇନ, ପୋଲିସର ତାଗିଦ,ଗଣମାଧ୍ୟରେ ସଚେତନତା, କଠୋର କାଯ୍ୟାନୁଷ୍ଠାନ ଯେତେଯାହା କଲେ ବି ଭାଇରାଲ ଭିଡିଓ କମିବାର ନାଁ ନେଇନି । ଏମିତି ଘଟଣା କମିବା ପରିବତେ ଦିନକୁ ଦିନ ବଢିବାରେ ଲାଗିଛି । ସେମିତି ଏକ… Read More...
Politics ଯାଜପୁରବାସୀଙ୍କ ତରଫରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସମ୍ବର୍ଧନା : ଚଣ୍ଡିଖୋଲ ତୈଳ ଭଣ୍ଡାର ଓ… OPA Jun 28, 2018 0 ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଯାଜପୁର ଜିଲ୍ଲାର ଶତାଧିକ ଲୋକ ବିମାନ ବନ୍ଦରରେ ଉଚ୍ଛସିତ ସମ୍ବର୍ଧନା ଜ୍ଞାପନ କରିଛନ୍ତି । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଭୂତଳ ତୈଳ ଭଣ୍ଡାର ଓ ଯାଜପୁର ଠାରେ… Read More...