ପୁଣି ନାଗ ଉଦ୍ଦାର : କେନ୍ଦ୍ରାପଡା ନରିଲୋରୁ ୨୦ ନାଗ ଛୁଆ, ଭଦ୍ରକ ନଳାଙ୍ଗରୁ ୧୧ ନାଗ ଧରିଲା ସ୍ନେକ୍ ହେଲ୍ପ ଲାଇନ୍

ଭଦ୍ରକ/ କେନ୍ଦ୍ରାପଡା : ଭଦ୍ରକ ଧାମନଗର ପରେ କେନ୍ଦ୍ରାପଡା ଜିଲ୍ଲାରୁ ନାଗ ସାପ ଛୁଆ ଉଦ୍ଧାର । ଜିଲ୍ଲାର ନରିଲୋ ଗାଁରୁ ୨୦ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି । ରଞ୍ଜିତ ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ସାପ ଗୁଡିକୁ…
Read More...

ମଧ୍ୟପ୍ରେଦଶ ମହାବଳ ପ୍ରେମରେ ପଡିଛି ଓଡିଶା ବାଘୁଣୀ, ସାତକୋଶିଆରେ କାଟୁଛି ଚକ୍କର

ଭୁବନେଶ୍ବର : ପୁଣି ଏକ ଲଭ୍ ଷ୍ଟୋରୀ । ପୁଣି ଏକ କାହାଣୀ । ଏ ପ୍ରେମ କୌଣସି ଫିଲ୍ମରେ ନୁହେଁ । ଆରମ୍ଭ ହୋଇଛି ସାତକୋଶିଆ ଜଙ୍ଗଲରେ । କାରଣ ମଧ୍ୟପ୍ରଦେଶର ମହାବଳ ବାଘର ପ୍ରେମରେ ପଡିଛି ଓଡ଼ିଶାର ବାଘୁଣୀ । ମଧ୍ୟପ୍ରଦେଶ…
Read More...

କେନ୍ଦ୍ରକ୍ୟାବିନେଟର ନିଷ୍ପତ୍ତି ,ଚଣ୍ଡିଖୋଲରେ ହେବ ପେଟ୍ରୋଲିୟମ ଡିପୋ

ଭୁବନେଶ୍ବର : ଓଡିଶାର ଚଣ୍ଡିଖୋଲ ଠାରେ ହେବ ପେଟ୍ରୋଲିୟମ ରିଜର୍ଭ ଡିପୋ । କେନ୍ଦ୍ରକ୍ୟାବିନେଟ ଆଜି ଏହି ପ୍ରସ୍ତବକୁ ମଞ୍ଜୁରୀ ଦେଇଛି । ଏହି ଟିପୋର କ୍ଷମତା ୪ ମିଲିୟନ ମେଟ୍ରିକଟନ ହେବ । ପୂର୍ବରୁ ଏହି ଡିପୋ ପ୍ରତିଷ୍ଠା ନେଇ…
Read More...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ଲାଗି ସହାୟତା ରାଶି ବଢାଲା

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ମହିଳାଙ୍କ ଲାଗି ସହାୟତା ରାଶି ୫ ଲକ୍ଷରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆଜି…
Read More...

ପ୍ରେମ ପାଇଁ ହତ୍ୟାକାରୀ ସାଜିବା ଘଟଣା : ଫେସବୁକ ପ୍ରେମ ହେଲା କାଳ

ନୂଆଦିଲ୍ଲୀ : ଫେସ୍ବୁକରେ ଯୁବତୀଙ୍କ ଫଟୋ ଦେଖି ମେଜର୍ ନିଖିଲ୍ ରାୟ ହଣ୍ଡା ହୋଇଥିଲେ ଦିୱାନା । ମେଜର ହଣ୍ଡାଙ୍କ ଏହି ଦିୱାନପନ୍ ହିଁ ତାଙ୍କୁ ଶେଷରେ ବନାଇ ଦେଇଛି ହତ୍ୟାକାରୀ । ମେଜର୍ ଅମିତ ଦ୍ୱିବେଦୀଙ୍କ ମଡେଲ୍ ପତ୍ନୀ…
Read More...

ଝାରସୁଗୁଡ଼ା ନୂଆ ବିମାନବନ୍ଦର ଲୋକାର୍ପିତ କରିବେ ମୋଦି

ଭୁବନେଶ୍ୱର  : ଓଡ଼ିଶା ଗସ୍ତରେ ଆସନ୍ତା ମାସରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଝାରସୁଗୁଡ଼ା ବିମାନବନ୍ଦରକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ଏହାସହ ଓଡ଼ିଶାରେ ଉଡ଼ାନ୍ ଯୋଜନାର ସେ  …
Read More...

ପିସିର ପୂର୍ବ-କର୍ମକର୍ତା ମାନଙ୍କର ବୈଠକ: ବୁଥ କମିଟି ଓ ଜୋନାଲ କମିଟି ଗଠନ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଦେଶ କଂଗ୍ରେସ କର୍ମକର୍ତାମାନଙ୍କର ଏକ ବୈଠକ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିଖିଳ…
Read More...

ବନ୍ଦେ ଉକ୍ରଳ ଜନନୀ ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମତକୁ ଆମେ ଓଡିଆ ସଙ୍ଗଠନର ନିନ୍ଦା, ରାସ୍ତାରେ ପ୍ରତିବାଦ

ଭୁବନେଶ୍ୱର : ବନ୍ଦେ ଉକ୍ରଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେବା ପ୍ରସଙ୍ଗରେ ଶ୍ରମମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ,ମନ୍ତ୍ରୀ  ଦେଇଥିବା ମନ୍ତବ୍ୟ ବିଚ୍ଚିନ୍ନତାବାଦୀ ମାନସିକତାକୁ ଓଡ଼ିଶାବାସୀ କେବେ ହେଲେ ଗ୍ରହଣ…
Read More...

କ୍ଷମତାର ଲୋଭ ଆଶାରେ ଲକ୍ଷାଧିକ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳୀ  ଦେଇଥିଲା କଂଗ୍ରେସ: ସ୍ମୃତି ଇରାନୀ

ଭୁବନେଶ୍ୱର : ବିଜେପିର ଦେଶବ୍ୟାପୀ କଳା ଦିବସ ପାଳନ । ଆଉ ଏହି ଦିନ ଓଡିଶାରେ  କେନ୍ଦ୍ରମନ୍ତ୍ରୀ  ସ୍ମୃତି ଇରାନୀ ଦେଶର ଜରୁରି କାଳିନ ସ୍ଥିତିର ଇତିହାସ ବଖାଣିବା   ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଆଉ ରାଜ୍ୟ…
Read More...