ଅମିତ ଶାହା ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି-ବିଜେଡି

ଭୁବନେଶ୍ୱର : ମାନ୍ୟବର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହା ଆଜି ଓଡ଼ିଶା ଆସି ଯେଉଁ ଉକ୍ତି ରଖିଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ । ସବୁଠାରୁ ବିଡମ୍ବନାର ବିଷୟ ହେଉଛି, ବର୍ତ୍ତମାନ ସ୍ଥିତିରେ ଭାରତୀୟ ଜନତା…
Read More...

ଶାହଙ୍କ ଟାକ୍ସ : ବୁଥ ଛାଡ ଏଥର ପ୍ରତି ପରିବାରରେ ପହଁଚି  ସଂପର୍କ ଯୋଡ ଓ ଲୋକ ସମର୍ଥନ ନିଅ

ଭୁବନେଶ୍ବର : ବୁଥ ଛାଡ ଏଥର ପ୍ରତି ପରିବାରରେ ପହଁଚି  ସଂପର୍କ ଯୋଡ ଓ ଲୋକ ସମର୍ଥନ ନିଅ । ବିଜେପି ମିଶନ ୧୨୦ ପ୍ଲସକୁ ସଫଳ ରୂପ ଦେବାକୁ ଓଡିଶାରେ ଏମିତି ଗୁରୁ ମନ୍ତ୍ର ଦେଇଛନ୍ତି  ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ।…
Read More...

ରସିକିଆ ରାଶି : ଜାଣନ୍ତୁ କେଉଁ ରାଶିର ସ୍ୱାମୀ ଜଣଙ୍କ ପ୍ରେମରେ ସନ୍ତୁଷ୍ଟ ନୁହଁନ୍ତି ?

ବିବାହ ଦୁଇଟି ମନର ମିଳନ । ଏଥିପାଇଁ ହୋଇଥାଏ ଜାତକ ମିଳନ । ଏହା ଆମର ଏକ ପରମ୍ପରା । ଆଉ ଜାତକ ସୁଝିଲେ ହୁଏ ବିବାହ । ସାତ ଦିଗପାଳଙ୍କୁ ସାକ୍ଷୀ ରଖି ପରସ୍ପରକୁ ବିବାହ କରିଥାଆନ୍ତି ପୁଅ ଓ ଝିଅ । ବେଦିରେ ବାହାଘର ପରେ ଝିଅଟି…
Read More...

ନିଖୋଜ ନାଟକରେ ଜବନିକା : ଠାବ ହଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଭୁବନେଶ୍ୱର : ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ନିଖୋଜ ନାଟକରେ ଜବନିକା ପଡିଛି । ନିଖୋଜ ଅଭିଯୋଗର ମାତ୍ର କେଇଘଣ୍ଟା ପରେ ଠାବ ହୋଇଛନ୍ତି ନବୀନ ।  କୋଲକାତାରୁ ନିଖୋଜ ହେବାର କେଇ ଘଣ୍ଟା ପରେ ସନ୍ଧ୍ୟାରେ ଠାବ ହୋଇଛନ୍ତି।…
Read More...

ଟଙ୍କା ପାଇଁ ଷ୍ଟାମ୍ପ ପେପର ଏଗ୍ରିମେଣ୍ଟ କରି ନିଜ ସ୍ରୀକୁ ବର୍ଷିକିଆଭଡା ଦିଅନ୍ତି ସ୍ୱାମୀ !

ଭୋପାଳ : ସାରାଦେଶରେ ମହିଳା ସଶକ୍ତି କରଣ ନାରା ଦିଆଯାଉଛି । ମହିଳାଙ୍କୁ ସମ୍ମାନ ଦେବା କହି ସମସ୍ତେ ଚିକ୍ରାର କରୁଛନ୍ତି । ହେଲେ ଏବେ ବି ଦେଶରେ ଏମିତି ଗାଁ ଅଛି ଯେଉଁଠି ମହିଳାଙ୍କୁ ସମ୍ମାନ ଓ ନାରୀ ସଶକ୍ତି କରଣର ଛାଇ ବି…
Read More...

ବଢିଲା ହାଣ୍ଡିଶାଳ ଖର୍ଚ୍ଚ : ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ଭୁବନେଶ୍ୱର : ଏଣିକି ହାଣ୍ଡିଶାଳର ଖର୍ଚ୍ଚ ବଢିବ । ରୋଷେଇ ଘର ବଜେଟରେରେ ଅଧିକ ବ୍ୟୟ କରିବାକୁ ହେବ । କାହିଁକିନା  ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୫୦ ଟଙ୍କା ବଢାଇଛନ୍ତି ସରକାର । ଆନ୍ତର୍ଜାତୀୟସ୍ତରରେ ଗ୍ୟାସ ମୂଲ୍ୟ…
Read More...

ବିଶିଷ୍ଟ କବି ରମାକାନ୍ତ ରଥଙ୍କୁ ମିଳିବ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’

ଭୁବନେଶ୍ୱର: ବିଶିଷ୍ଟ କବି ରମାକାନ୍ତ ରଥଙ୍କୁ ଚଳିତ ବର୍ଷ ଲାଗି ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ କରାଯିବ। ଶନିବାର ଏକାଡେମି ପକ୍ଷରୁ ଏହି ଘୋଷଣା…
Read More...

ଓମେନ୍ ଡେଣ୍ଟାଲ୍ କାଉନସିଲ ପକ୍ଷରୁ ଭୁବନେଶ୍ବରରେ ମହିଳା ଡେଣ୍ଟିଷ୍ଟ ସମ୍ମିଳନୀ,ଆତ୍ୟାଧୁନିକ ଚିକିତ୍ସା ସେବା ଉପରେ…

ଭୁବନେଶ୍ବର  : ଓମେନ୍ ଡେଣ୍ଟାଲ୍ କାଉନସିଲ ପକ୍ଷରୁ ଭୁବନେଶ୍ବରେ ମହିଳା ଡେଣ୍ଟିଷ୍ଟ ମାନଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ  ଦନ୍ତ ସଂପର୍କୀତ ଚିକିତ୍ସା ଉପରେ ଆଲୋଚନା କରାଯାଇଥିଲା ଏହାସହ ଦନ୍ତ ଚିକିତ୍ସାରେ…
Read More...

ଗ୍ୟାଙ୍ଗଷ୍ଟର୍ ଟିଟୋକୁ ଏନକାଉଁଟର୍

ଭୁବନେଶ୍ବର : ମାତିଛି ଓଡ଼ିଶା ପୋଲିସ୍ । ଜୋରଦାର୍ କରିଛି ଅପରାଧୀ ଦମନ ଅଭିଯାନ । ଚଣ୍ଡିଖୋଲରେ ଡ୍ରେଡେଡ୍ ଗ୍ୟାଙ୍ଗଷ୍ଟର୍ ଟିଟୋକୁ ଏନକାଉଁଟର୍ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ୍ । ଟିଟୋ ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ…
Read More...

ଜିଲ୍ଲାପାଳ ପାଲଟିଲେ ଶିକ୍ଷକ : ସ୍କୁଲରେ ପିଲାଙ୍କୁ ପଢାଇଲେ ଭୂଗୋଳ

ଗଜପତି : ସ୍କୁଲରେ ପିଲାଙ୍କୁ ଭୂଗୋଳ ପଢ଼ାଇଲେ ଜିଲ୍ଲାପାଳ । ଗଜପତି ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟକୁ ଯାଇ ଭୂଗୋଳ ପଢ଼ାଇଲେ ଜିଲ୍ଲାପାଳ ଅନୁପମ ଶାହା । କଳାପଟାରେ ଭାରତ ମାନଚିତ୍ର ଆଙ୍କି, ଦେଶର ଚତୁର୍ପାଶ୍ବରେ ଥିବା…
Read More...