ସାଇକେଲ ଶିଖାଇଦେବାକୁ ଡାକିନେଇ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା 

ଭୁବନେଶ୍ବର : ପୁଣି ଜଣେ ନାବାଳିକା ଦୁଷ୍କର୍ମ ଓ ହତ୍ୟାର ଶିକାର । ରଜରେ ସାରା ରାଜ୍ୟ ମଉଜ କରୁଥିବା ବେଳେ ପ୍ରାଣ ହରାଇଛି ବେତନଟୀ ଗରୁଡ଼ବସା ଗାଁର ଜଣେ ଆଦିବାସୀ ନାବାଳିକା  ଜଙ୍ଗଲ ଭିତରେ ପଡ଼ିଛି ଜଣେ ନାବାଳିକା ଝିଅର…
Read More...

ସୋସିଆଲ ମିଡିଆରେ ରାଜନୀତି ଯୁଦ୍ଧ : ବିଜେପି-ବିଜେଡି ଓ କଂଗ୍ରେସରେ ବଢୁଛି ସାଇବର ସେନାର ଭୂମିକା

ଭୁବନେଶ୍ବର :  ନିର୍ବାଚନୀ ବୈତରଣୀ  ପାର ପାଇଁ ସୋସିଆଲ ମିଡିଆ ସାଜିବ ପ୍ରମୁଖ ଭୂମିକା। ୨୦୧୯ ସାଧରଣ ନିର୍ବାଚନ  ବେଳେ ରାଜନୈତି ଦଳଗୁଡ଼ିକ ନିଜର ପ୍ରଚାରପ୍ରସାର ପାଇଁ ସୋସିଆଲ ମିଡିଆକୁ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର…
Read More...

ନୀତି ଆୟୋଗ ବୈଠକକୁ ନବୀନଙ୍କ ନା

ଭୁବନେଶ୍ବର : ମମତା ବାନାର୍ଜି ଓ ଚନ୍ଦ୍ରବାବୁ ନାଇଡୁଙ୍କ ପରେ ନୀତି ଆୟୋଗ ବୈଠକକୁ ନବୀନଙ୍କ ନା । ଆସନ୍ତାକାଲି ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ଭିତରେ ଚାଲିଥିବା…
Read More...

ଲଭ୍‌-ସେକ୍ସ-ଧୋକା : ବାହା ହେବାକୁ କହି ଶାରୀରିକ ସଂପର୍କ ରଖିବା ପରେ ପ୍ରେମିକ ଅନ୍ୟତ୍ର ବିବାହ କରୁଥିବା ଜାଣି ଥାନାର…

ବାଲେଶ୍ବର : ଦୋକାନରେ କାମ କରିବାବେଳେ ଗ୍ରାହକ ଭାବେ ହୋଇଥିଲା ପ୍ରଥମ ଦେଖା । ବାସ ତାପରେ ପରିଚୟ,ଦେଖା ଚାହାଁ ଆଉ ପ୍ରେମ । ପ୍ରେମ ଆଗକୁ ବଢି ବିବାହ ଆଡକୁ କଥାଯାଇଥିଲା । ବିଭାହ କରିବାକୁ ପ୍ରେମିକାକୁ ପ୍ରତିଶୃତି ଦେିଥିଲେ…
Read More...

କେନ୍ଦ୍ରାପଡାରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ,ଥାନାରେ ଏତଲା ଦେଲେ ବାପା

ପଟ୍ଟାମୁଣ୍ଡାଇ  : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପେଣ୍ଠରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ହୋଇଛି। ଗତ ଦୁଇ ଦିନ ହେଲା ଏହି ଅଶୀଳ ଭିଡିଓ ଭାଇରାଲ ହୋଇ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ।…
Read More...

ବଢିଲା ଖରା ଛୁଟି , ୨୧ ତାରିଖରେ ସ୍କୁଲ ଖୋଲିବ

ଭୁବନେଶ୍ବର : ବଢିଲା ଖରା ଛୁଟି । ରାଜ୍ୟର ସବୁ ସ୍କୁଲରେ ଆଉ ୩ଦିନ ଖରା ଛୁଟି ବଢିଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧୮ ବଦଳରେ ୨୧ ତାରିଖରେ…
Read More...

ଫିଫା ବିଶ୍ୱକପ:ସ୍ପେନ୍ ଓ ପର୍ତ୍ତୁଗାଲ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଡ୍ର

ଫିଫା ବିଶ୍ୱକପରେ ସ୍ପେନ୍ ଓ ପର୍ତ୍ତୁଗାଲ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଡ୍ର ରହିଛି । ୩-୩ ଗେ।ଲରେ ମ୍ୟାଚ୍ ଟି ଡ୍ର ରହିଥିଲା । ଗ୍ରୁପ ବି’ର ଏହି ଲିଗ୍ ମ୍ୟାଚ୍ ରେ କ୍ରିଷ୍ଟିଆନେ। ରେ।ନାଲ୍ଡେ। ହ୍ୟାଟ୍ରିକ ଗେ।ଲ କରିଥିଲେ ।…
Read More...