ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର  : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଏବଂ ଦାନ ସୂତ୍ରରେ ପାଇଥିବା ଅଳଙ୍କାରର ଦୂରୁପଯୋଗ କରିବା ଆଦି ଅଭିଯୋଗ କରି ଗତ ବୁଧବାର ଦିନ ବିଜେପି ତରଫରୁ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀଦଳ ସିଂହଦ୍ୱାର ଥାନାରେ ଏତଲା…
Read More...

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ୍ତ କୁମାର ମହାପାତ୍ର

ପୁରୀ: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ଅଫିସର ପ୍ରଦୀପ୍ତ କୁମାର ମହାପାତ୍ର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କ ସ୍ଥାନ ପୂରଣ କରିଛନ୍ତି ପ୍ରଦୀପ୍ତ…
Read More...

ଝାରସୁଗୁଡା ବିମାନବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର  : ଝାରସୁଗୁଡା ବିମାନବନ୍ଦର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି।…
Read More...

ରସିକିଆ ମନ୍ତ୍ରୀ ! ସାମ୍ବାଦିକାଙ୍କୁ ସାଙ୍ଗରେ ନେଇ ଜିଲ୍ଲା ଗସ୍ତ

ରାଜ୍ୟର ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା । ଆଉ ଏହି ଚର୍ଚ୍ଚାକୁ ମନ୍ତ୍ରୀଙ୍କ ଅଫିସ୍ କୁଆଡ଼େ ଅଧିକ ପ୍ରଚାର ପ୍ରସାର କରୁଛି । ଶୁଣିବାକୁ ମିଳୁଛି, ରାଜ୍ୟର ଜଣେ…
Read More...

ପିସିସି ସଭାପତିଙ୍କ ତାଗିଦ, ଦଳରେ ବିଶୃଙ୍ଖଳା ବରଦାସ୍ତ କରାଯିବନି-ନିରଞ୍ଜନ

ଭୁବନେଶ୍ୱର : ଦଳ ଭିତରେ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । କେହି ମନଇଛ୍ା ମିଡିଆରେ ବି କିଛି କହିପାରିବେନି । ସମସ୍ତେ ଦଳୀୟ ଶୃଙ୍ଖଳାରେ ରହିବେ । ଜିଲ୍ଲା ସଭାପତି,ଦଳୀୟ ନେତା ଓ କର୍ମୀମାନଙ୍କୁ ଏମିତି ଶୃଙ୍ଖଳାର…
Read More...

ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ: “ମୁଖ୍ୟମନ୍ତ୍ରୀଙ୍କ ନିରବତା କଳାପାହାଡ଼ ମାନସିକତା ସୃଷ୍ଟି…

ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା କଳାପାହାଡ଼ ମାନସିକତାର ପରିଚୟ ବୋଲି…
Read More...

ଶ୍ରୀମନ୍ଦିର ପରିଚାଳନା ନେଇ ଏକ୍ସପର୍ଟ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଶ୍ରୀମନ୍ଦିର ପରିଚାଳନା ନେଇ ଏକ୍ସପର୍ଟ କମିଟି ଗଠନ କଲେ ରାଜ୍ୟ ସରକାର । ସୁରେଶ ଚନ୍ଦ୍ର ମହାପାତ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ମହିମୋହନ ତ୍ରିପାଠୀଙ୍କୁ ନେଇ କମିଟି ଗଠନ କରାଯାଇଛି । ଏହି କମିଟି ଦେଶର ଅନ୍ୟ…
Read More...

କେନ୍ଦ୍ରର ଆୟୂଷ୍ମାନ୍ ଯୋଜନାକୁ ରାଜ୍ୟର ନା

ଭୁବନେଶ୍ବର : କେନ୍ଦ୍ରର ଆୟୂଷ୍ମାନ୍ ଯୋଜନା ବନାମ ରାଜ୍ୟର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଆୟୂଷ୍ମାନ୍ ଯୋଜନାକୁ ନା କରି ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେବା ପରେ ଦେଖା ଦେଇଛି ବିବାଦ…
Read More...

ଚାବି ମିଳିବା ମହାପ୍ରଭୁଙ୍କ ଚମତ୍କାର, ଜଗନ୍ନାଥଙ୍କ ପାଖରେ ହାତ ଟେକିଦେଇଥିଲି,ତଦନ୍ତକୁ ପ୍ରସ୍ତୁତ-ପୁରୀ ଜିଲ୍ଲାପାଳ

ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଓ ଚାବି ମିଳିବା ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିବା ପରେ ଆଜି ମୁହଁ ଖୋଲିଛନ୍ତି ପୁରୀ ଜିଲ୍ଲାପାଳ । ମହାପ୍ରଭୁଙ୍କ ଚମତ୍କାରିତା ଯୋଗୁ ରତ୍ନ…
Read More...

ଗଠନ ହେଲା ବିଜୁ ଜନତା ଦଳ ଅନୁସୂଚିତ ଜନଜାତି ସାମ୍ମୁଖ୍ୟ

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ଅନୁସୂଚିତ ଜନଜାତି ସାମ୍ମୁଖ୍ୟ ଗଠନ କରିଛନ୍ତି । ସାମ୍ମୁଖ୍ୟର ରାଜ୍ୟ ଆବାହକ ଭାବେ ବାଙ୍ଗିରିପୋଷୀ ବିଧାୟକ ଶ୍ରୀ ସୁଦାମ…
Read More...