Bignews ରାଜ୍ୟରେ ଖୋଲିବ ଅତ୍ୟାଧୁନିକ କ୍ୟାନସର ଚିକିତ୍ସାକେନ୍ଦ୍ର : ଟାଟା ଟ୍ରଷ୍ଟ ସହଏମଓୟୁ କଲେ ସରକାର OPA May 6, 2018 0 ଭୁବନେଶ୍ୱର : ରାଜ୍ୟରେ କ୍ୟାନସର ରୋଗର ଚିକିତ୍ସା ହେବ ସରଳ । ଆଉ ବାହାରକୁ ଯିବାକୁ ପଡିବନି ରୋଗୀଙ୍କୁ । ରାଜ୍ୟ ବାହାରର ବଡ ହସ୍ପିଟାଲରେ ଅଯଥା ଖର୍ଚ୍ଚାନ୍ତ ହେବାରୁ ବଂଚିବେ କ୍ୟାନସର ରୋଗୀ । ଏନେଇ ଆଜି ଟାଟା ମୋମୋରିଆଲ… Read More...
ଲଟେଷ୍ଟ ପରୀକ୍ଷାର୍ଥୀଙ୍କ ଛାତି ଧଡଧଡ : କାଲି ୯ଟାରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ OPA May 6, 2018 0 କଟକ : ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ ।ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟାଳୟ ଅର୍ଥାତ୍ ବୋର୍ଡ କାର୍ଯ୍ୟାଳୟରେ ସକାଳ ୯ଟାରେ ବିଧିବଦ୍ଧ ଭାବେ ଏହା ପ୍ରକାଶ ପାଇବ । ମଧ୍ୟାହ୍ନ ୧୨ଟାରେ ବୋର୍ଡ ଓ୍ବେବ୍ସାଇଟ୍ରୁ… Read More...
Politics ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ : କୃଷି ମନ୍ତ୍ରୀ ମହାରଥୀଙ୍କ ମହାଚାଲ OPA May 6, 2018 0 ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଚାଷୀ ଆତ୍ମହତ୍ୟା । କେତେବେଳେ ଅନାବୃଷ୍ଟି ଯୋଗୁ ଫସଲ ହାନି, ପୁଣି କେବେ ଫସଲ ଉଜାଡୁଛି ରୋଗପୋକ । ଆଉ କେବେ ଋଣ ଯନ୍ତାରୁ ମୁକୁଳି ନପାରି ଚାଷୀ ନେଉଛି ଆତ୍ମହତ୍ୟା ପାଇଁ ଚରମ… Read More...
Odisha କଟକରେ ମଧୁବାବୁଙ୍କ ଜୟନ୍ତୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କଲେ ତାରକସି କାରିଗରଙ୍କ ଦକ୍ଷତା ଓ… OPA Apr 28, 2018 0 କଟକ: ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ନୂତନ ନିଯୁକ୍ତି ସୃଷ୍ଟି ଲାଗି ତାରକସି କାରିଗରଙ୍କ ଲାଗି ଦକ୍ଷତା ଓ ସାଧାରଣ ସୁବିଧା କେନ୍ଦ୍ର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ… Read More...
Odisha ଓମଫେଡର ଭିଟାମିନଯୁକ୍ତ ଟୋନଡ ଦୁଗ୍ଧ ଏବଂ ବିଶୁଦ୍ଧ ଗୋ ଦୁଗ୍ଧ ଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:… OPA Apr 28, 2018 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓମଫେଡର ଭିଟାମିନଯୁକ୍ତ ଟୋନଡ ଦୁଗ୍ଧ ଏବଂ ବିଶୁଦ୍ଧ ଗୋ ଦୁଗ୍ଧ ଯୋଗାଣର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳେ ଭୁବନେଶ୍ୱର ଠାରେ ଦୁଗ୍ଧ ଚାଷୀ ଓ ଖାଉଟିଙ୍କ କଲ୍ୟାଣ… Read More...
National ସୁକମାରେ ୨ ନକ୍ସଲ ନିହତ, ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା OPA Apr 28, 2018 0 ଋାୟପୁର: ଛତିଶଗଡ଼ର ସୁକମା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ୨ଜଣ ନକ୍ସଲପନ୍ଥୀ ନିହତ ହେବା ସହ ୧୫ ଜଣ ନକ୍ସଲ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନକାଉଣ୍ଟରରେ ପୋଲିସକୁ ମିଳିଛି ବଡ଼ ସଫଳତା । ଛତିଶଗଡ଼-ଓଡ଼ିଶା ପୋଲିସର ମିଳିତ କମ୍ବିଂ… Read More...
ଉଡା ଖବର ଲାଲୁଙ୍କ ନୋ ଟେନସନ୍ OPA Mar 25, 2018 0 ଇଣ୍ଡିଆନ ପଲିଟିକ୍ସରେ ଲାଲୁ ଯାଦବ ଏକ ଭିନ୍ନ ଚରିତ୍ର। କିନ୍ତୁ ଆରଜେଡି ମୁଖ୍ୟ ଲାଲୁ ଯାଦବ ଗୋଖାଦ୍ୟ ଦୁର୍ନିତୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଲାଲୁଙ୍କ ନୂଆ ଠିକଣା ପାଲଟିଛି ରାଂଞ୍ଚିର ସେଣ୍ଟ୍ରାଲ ଜେଲ .ନିକଟରେ… Read More...
ଉଡା ଖବର ବିଚରା ଏମ୍ଭିଆଇ OPA Mar 25, 2018 0 ପ୍ରଭାବଶାଳୀ ପ୍ରଶାସକଙ୍କ ଗାଡ଼ିକୁ ଅଟକାଇଲେ ତା’ର ପରିଣତି କେତେ ସାଂଘାତିକ ହୁଏ, ତାହା ଏବେ ଜଣେ ଏମ୍ଭିଆଇ ମର୍ମେ ମର୍ମେ ଅନୁଭବ କରୁଛନ୍ତି। ରାଜ୍ୟର ସବୁଠୁ ପାଓ୍ବାରଫୁଲ୍ ପ୍ରଶାସକ ଭାବେ ପରିଚିତ ଅଫିସ୍ର ଜଣକ ଗତ ୩/୪ଦିନ… Read More...
ଉଡା ଖବର ମନ୍ରୀଙ୍କ ପିଏସ୍ଙ୍କ ସମ୍ପତ୍ତ OPA Mar 25, 2018 0 ରାଜ୍ୟର ଜଣେ ରାଷ୍ଟ୍ରମନ୍ରୀଙ୍କ ବ୍ୟକ୍ତିଗତ ସଚିବ(ପିଏସ୍) ଭାବେ କାର୍ଯ୍ୟରତ ଜଣେ ବରିଷ୍ଠ ଓଏଏସ୍ ଅଫିସ୍ରଙ୍କ ସµତିରେ ଆଖôଦୃଶିଆ ବୃଦ୍ଧିକୁ ନେଇ ଏବେ ଚଚ୍ର୍ଚା। ଏହି ଅଫିସର ଜଣକ ନିକଟରେ ଭୁବନେଶ୍ବରର ରସୁଲଗଡ଼ ଛକ ଠାରେ ପ୍ରାୟ… Read More...
ଉଡା ଖବର ମିନିଷ୍ଟ୍ରି ଚେଞ୍ଜ୍ ହେବନି OPA Mar 25, 2018 0 ରାଜ୍ୟ ମନ୍ରିମଣ୍ଡଳକୁ ପୁଣିଥରେ ଫେରିବା ପାଇଁ ଉଦ୍ୟମ କରୁଥିବା ୪ ଯୁବନେତା ଏବେ ‘କ୍ଷମତାକେନ୍ଦ୍ର’ଙ୍କ ଉପରେ କ୍ଷୁବ୍ଧ। ଶୁଣିବାକୁ ମିଳୁଛି ଏହି ୪ ନେତା କୁଆଡ଼େ ପୁଣିଥରେ ମନ୍ରିମଣ୍ଡଳକୁ ଫେରିବା ପାଇଁ କ୍ଷମତାକେନ୍ଦ୍ରକୁ… Read More...