Odisha ରାଜ୍ୟ ବଜେଟ୍ ୨୦୧୮-୧୯ ଖର୍ଚ୍ଚର ଅଟକଳ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା : କୃଷି, ଶିକ୍ଷା ଓ ସାମାଜିକ ସୁରକ୍ଷା ଉପରେ… OPA Mar 23, 2018 0 ଭୁବନେଶ୍ୱର : ରାଜ୍ୟ ଖର୍ଚ୍ଚର ଅଟକଳ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା । ପ୍ରଥମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। ରାଜସ୍ବ ପ୍ରାପ୍ତିରୁ ୧ ଲକ୍ଷ ୨୦୦ କୋଟି ଏବଂ ଋଣ ଓ ଅନ୍ୟାନ୍ୟ… Read More...
Bignews ରାଜ୍ୟ ବଜେଟ୍ ୨୦୧୮-୧୯ ଖର୍ଚ୍ଚର ଅଟକଳ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା : କୃଷି, ଶିକ୍ଷା ଓ ସାମାଜିକ ସୁରକ୍ଷା ଉପରେ… OPA Mar 23, 2018 0 ଭୁବନେଶ୍ୱର : ରାଜ୍ୟ ଖର୍ଚ୍ଚର ଅଟକଳ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା । ପ୍ରଥମ ଥର ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। ରାଜସ୍ବ ପ୍ରାପ୍ତିରୁ ୧ ଲକ୍ଷ ୨୦୦ କୋଟି ଏବଂ ଋଣ ଓ ଅନ୍ୟାନ୍ୟ… Read More...
National ଲୋକପାଳ ନିଯୁକ୍ତି ଦାବି : ପୁଣି ଦିଲ୍ଲୀ ରାମଲୀଳା ମୈଦାନକୁ ଓହ୍ଲାଇଲେ ଆନ୍ନା ହଜାରେ OPA Mar 23, 2018 0 ଭୁବନେଶ୍ୱର : ଆରମ୍ଭ ହେଲା ଆନ୍ନା ହଜାରେଙ୍କ ଦ୍ବୀତୀୟ ବଡ ଆନ୍ଦୋଳନ । ୨୦୧୧ରେ ଦୁର୍ନୀତି ବିରୋଧି କ୍ରୁସେଡର ଭାବେ ଆନ୍ନା ଦେଶରେ ଯେଉଁ ଆନ୍ଦୋଳନ ଗଢିଥିଲେ ସେଥିରେ ପୁରା ସରକାର ଦୋହଲି ଯାଇଥିଲା । ସାଧାରଣ ଲୋକଙ୍କ ଅଦ୍ଭୁତ… Read More...
Odisha ବିଧାନସଭାରେ ଟମାଟୋ ତାତି : ବାଚସ୍ପତିଙ୍କ ପୋଡିୟମୟ ଉପରେ ଟମାଟୋ ରଖି ଅଭାବି ବିକ୍ରିର ପ୍ରତିବାଦ କଲେ ବିରୋଧି OPA Mar 23, 2018 0 ଭୁବନେଶ୍ୱର : କ୍ଷେତରେ ଫଳିଛି । ଧାର କରଜ କରି ଟମାଟୋ ଉତ୍ପାଦନ କରିଛି ଚାଷୀ । କିନ୍ତୁ ଟମୋଟୋ ଅଭାବି ବିକ୍ରି ଯୋଗୁଁ ଚାଷୀଙ୍କ ମେରୁହାଡ଼ ଭଙଗିଯାଇଛି . । ଏମିତିକି ଟମୋଟୋ ଚାଷରୁ ଲାଭ କଥା ଦୂରରେ ଥାଉ ତୋଳିବାରେ ଖର୍ଚ୍ଚ… Read More...
Crime କଆଖାଇ ହତ୍ୟା ପଛର ରହସ୍ୟ ,ଉନ୍ମେୟଙ୍କ ଭାଇରାଲ ଭିଡ଼ିଓ ! OPA Mar 22, 2018 0 ଭୁବନେଶ୍ବର: କୁଆଖାଇ ନଦୀପଠାରୁ ମିଳିଥିବା ଅଧାପୋଡା ମୃତଦେହକୁ ଚିହ୍ନଟ ପରେ କିଏ କାହିଁକି ତାଙ୍କୁ ହତ୍ୟା କରି ପୋଡିଲା ତାକୁ ନେଇ ଚାଲିଛି ଖୋଳତାଡ଼ । ସାଇଣ୍ଟିଫିକ୍ ଟିମ୍ ସହାୟରେ ଛାନଭିନ୍ ଚଳାଇଛି ମଞ୍ଚେଶ୍ବର ପୋଲିସ… Read More...
National ଫେସବୁକରୁ ତଥ୍ୟ ଚୋରୀ ପ୍ରସଂଗ: ପଡୁଚି ଉଠୁଚି ଦେଶ ରାଜନୀତି, ବିଜେପି-କଂଗ୍ରେସ ବାକ୍ ଯୁଦ୍ଧ OPA Mar 22, 2018 0 ଭୁବନେଶ୍ବର : ଭାରତର ନିର୍ବାଚନରେ ଜନମତକୁ ପ୍ରଭାବିତ କରିବାପାଇଁ ଫେସବୁକରୁ ତଥ୍ୟ ଚୋରି ପ୍ରସଙ୍ଗ ନେଇ ଏବେ ଭାରତୀୟ ରାଜନୀତି ପଡୁଚି ଉଠୁଚି। ନିନ୍ଦିତ ଡାଟା ଫାର୍ମ ସହିତ ସମ୍ପର୍କ ନେଇ ବିଜେପି-କଂଗ୍ରେସ ମଧ୍ୟରେ ବାକ୍… Read More...
ଲଟେଷ୍ଟ ବିଧାନ ସଭାରେ ଚାଷୀ ତାତି : ବିରୋଧିଙ୍କ କଡା ସମାଲୋଚନା କାଉଣ୍ଟର କରିପାରିନି ବିଜେଡି OPA Mar 22, 2018 0 ଭୁବନେଶ୍ବର : ଚାଷୀ ଓ ଚାଷ ସମସ୍ୟାକୁ ନେଇ ସରକାରଙ୍କୁ କଣଠେସା କରିଛନ୍ତି ବିରୋଧୀ । ବିରୋଧିଙ୍କ କଡା ସମାଲୋଚନାକୁ କାଉଣ୍ଟର କରିପାରିନି ଶାସକ ସଦସ୍ୟ ଓ କୃଷିମନ୍ତ୍ରୀଙ୍କ ଉତ୍ତର । ବିଧାନସଭାରେ ଚାଷୀ ସମସ୍ୟା ଉପରେ ମୁଲତବୀ… Read More...
Odisha ରାଜ୍ୟ ଅର୍ଥ ନୈତିକ ସର୍ଭେ ରିପୋର୍ଟର ଚିତ୍ର : ଅଭିବୃଦ୍ଧିରେ ତଳକୁ ଖସୁଛି ଓଡିଶା OPA Mar 22, 2018 0 ଭୁବନେଶ୍ବର : ତଳକୁ ଖସୁଛି ରାଜ୍ୟ ଅର୍ଥନୀତି । ଗତବର୍ଷଠାରୁ ଏଥର ପାଖାପାଖି ୧ ପ୍ରତିଶତ କମିଯାଇଛି ଅଭିବୃଦ୍ଧି ହାର । ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।… Read More...
Odisha ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ଅନ୍ନପୂର୍ଣ୍ଣା ଯୋଜନା ବାବଦକୁ ଚାଉଳ ଓ ପାଣ୍ଠି ଦାବି OPA Mar 20, 2018 0 ଭୁବନେଶ୍ୱର : ଅନ୍ନପୂର୍ଣ୍ଣା ଯୋଜନା ବାବଦକୁ ଖାଦ୍ୟ ଶସ୍ୟ ଓ ପାଣ୍ଠି ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ୨ ବର୍ଷର ଚାଉଳ ଓ ବର୍ଷକର ପାଣ୍ଠି ତୁରନ୍ତ ଯୋଗାଇବାକୁ ଶ୍ରୀ ନବୀନ ପଟ୍ଟନାୟକ ଦାବି କରି ମଙ୍ଗଳବାର… Read More...
National ଦକ୍ଷତା ବିକାଶ ଓ କୃଷି ମତଣାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ବୁଝାମଣା ପତ୍ର ସ୍ବାକ୍ଷର ଦ୍ବାରା ଗ୍ରାମାଂଚଳର… OPA Mar 20, 2018 0 ନୂଆଦିଲ୍ଲୀ: ଗ୍ରାମୀଣ ଯୁବକ ମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ସହିତ ଓ ସେମାନଙ୍କ ମଧ୍ୟରେ ଉପôାଦକତା ବୃଦ୍ଧି କରିବା ପାଇଁ ମଙ୍ଗଳବାର ଦିନ ନୂଆ ଦିଲ୍ଲୀ ଠାରେ କେନ୍ଦ୍ର ଦକ୍ଷତା ବିକାଶ ମବଣାଳୟ ଓ କୃଷି ଓ କୃଷକ କଲ୍ୟାଣ ମବଣାଳୟ… Read More...