ବାଲେଶ୍ୱରରେ ଚାଞ୍ଚଲ୍ୟ,ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା

ବାଲେଶ୍ୱର: ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ପ୍ରଥମେ ଗୁଳି କରିବା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ସାହାଯ୍ୟରେ ଅତି ନୃଶଂସ ଭାବରେ ହତ୍ୟା କରିଛନ୍ତି। ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟସ୍ଥ ସତ୍‌ସଙ୍ଗ…
Read More...

ବିଜେଡିରୁ ସାଂସଦ ବୈଜୟନ୍ତ ପଣ୍ଡା ସସ୍‌ପେଣ୍ଡ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ବିଜେଡି ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର ବୁଧବାର ସନ୍ଧ୍ୟାରେ…
Read More...

କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ସବୁଠି ନିଆଁ, ସବୁ ଠପ୍

ଭୁବନେଶ୍ୱର: ସାରା ରାଜ୍ୟରେ କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରର ନିଆଁ। କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଯେଉଁ ଆକ୍ରାଶ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି, ତାର ପ୍ରତିଫଳନ ଆଜି ବନ୍ଦ ସମୟରେ…
Read More...

ଶାହାରୁଖଙ୍କୁ କ୍ରିଷ୍ଟାଲ୍‌ ଆୱାର୍ଡ

ନୂଆଦିଲ୍ଲୀ: ସ୍ୱିଜରଲାଣ୍ଡର ଡାଭୋସରେ ଆରମ୍ଭ ହୋଇଥିବା ବିଶ୍ୱ ଅର୍ଥନୀତିକ ମଞ୍ଚରେ ବଲିଉଡ୍ ବାଦଶାହ ଶାହାରୁଖ ଖାନଙ୍କୁ ସମ୍ମାନିତ କରାଯାଇଛି। ସେଠାରେ କିଙ୍ଗ ଖାନଙ୍କୁ ଡବ୍ଲ୍ୟୁ.ଇ.ଏଫର ୨୪ତମ କ୍ରିଷ୍ଟାଲ ଆୱାର୍ଡ ଦିଆଯାଇଛି।…
Read More...

ମହାନଦୀ ଜଳ ବିବାଦ: ୧ ମାସ ମଧ୍ୟରେ ଟ୍ରିବୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମହାନଦୀ ଜଳବିବାଦର ସମାଧାନ ପାଇଁ ଟ୍ରିବୁନାଲ ଗଠନ ପାଇଁ ଆଜି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧ ମାସ ମଧ୍ୟରେ ଏ ନେଇ ବିଜ୍ଞପ୍ତି ଜାରିି କରିବାକୁ ସୁପ୍ରିମକୋର୍ଟରେି…
Read More...

ଫେବ୍ରୁଆରି ୨୪ରେ ବିଜେପୁର ଉପନିର୍ବାଚନ 

ଭୁବନେଶ୍ୱର: ଫେବ୍ରୁଆରି ୨୪ରେ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପନିର୍ବାଚନ ମତଦାନ ।  ଫେବ୍ରୁଆରି ୨୮ରେ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ଘୋଷଣା କରାଯିବ। ଏଥି ପାଇଁ ଫେବ୍ରୁଆରି ୬ରେ ନାମାଙ୍କନ ଦାଖଲର ଶେଷ ତାରିଖ…
Read More...

ତୁଟିବ ପଦ୍ମାବତ ବିବାଦ ! ଫ୍ଲ୍ମିମ ଦେଖିବ କରଣୀ ସେନା

ନୂଆଦିଲ୍ଲୀ : ଇତିହାସ ଉପରେ ନିର୍ମିତ ଫିଲ୍ମ ପଦ୍ମାବତ ରିଲିଜକୁ ନେଇ ଜାରି ବିବାଦର ଅନ୍ତ ଖୁବ୍ ଶୀଘ୍ର ହୋଇପାରେ। କରଣୀ ସେନାର ଅଧ୍ୟକ୍ଷ ଲୋକେନ୍ଦ୍ର ସିଂହ କାଲଭି ସୋମବାର ଫିଲ୍ମ ପଦ୍ମାବତକୁ ନେଇ ବଡ଼ ବୟାନ ଦେଇଛନ୍ତି।…
Read More...

ଆର୍ଦଶ ମୁଖ୍ୟମନ୍ତ୍ରୀ ସମ୍ମାନ : ମୁଖ୍ୟମନ୍ତ୍ରୀଙ୍କୁ ଗ୍ରାଣ୍ଡ ଓ୍ବେଲକମ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କୁ ଗ୍ରାଣ୍ଡ ଓ୍ବେଲକମ । ମୁଖ୍ୟପ୍ରଶାସକ ପରେ ଆର୍ଦଶ ମୁଖ୍ୟମନ୍ତ୍ରୀ ସମ୍ମାନ ମିଳିଥିବାରୁ ବିଜେଡି କରିଛି ଜବରଦସ୍ତ ସେଲିବ୍ରେସନ୍ । ଭୁବନେଶ୍ବର ବିମାନବନ୍ଦରରେ ଛାଇ ଦେଇଥିଲା କର୍ମୀଙ୍କୁ । ଆଉ…
Read More...

ପ୍ରେମର ବିଜୟ: ସାତ ଜନ୍ମର ସାଥୀ ହେଲେ ଦୃଷ୍ଟିହୀନ ଦିଲ୍ଲୀପ ଓ ଅନିତା

ଜଗତସିଂହପୁରରୁ: ପ୍ରେମ ଆଗରେ ହାର ମାନେ ସବୁକିଛି। ପ୍ରେମର ହିଁ ବିଜୟ ହୁଏ ସବୁବେଳେ । ଯାହା ପୁଣି ପ୍ରମାଣିତ କରିଛନ୍ତି ଦୃଷ୍ଟିହୀନ ଦିଲ୍ଲୀପ ଓ ଅନିତା । ସବୁ ବାଧା ବିଘ୍ନକୁ ପଛରେ ପକାଇ ଶେଷରେ ସାତ ଜନ୍ମର ସାଥୀ…
Read More...

ତ୍ମହତ୍ୟା କଲେ କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା

ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୋମବାର ମଧ୍ୟାହ୍ଣରେ ତାଙ୍କର ମୃତଦେହ ଏକ ବନ୍ଦ କୋଠରୀ ଭିତରୁ ମିଳିଥିବା ସୂଚନା ମିଳିଛି। ଏହାପରେ ପୀଡ଼ିତାଙ୍କ ପରିବାର ତାଙ୍କୁ ସ୍ଥାନୀୟ କୁନ୍ଦୁଲି…
Read More...