Odisha ଆଜିଠୁ ୪ ଦିନ ପାଇଁ ବୁର୍ଲା ଭିସୁଟ୍ ବନ୍ଦ OPA Sep 26, 2020 0 ସମ୍ବଲପୁର: ଆଜିଠୁ ୪ ଦିନ ପାଇଁ ବନ୍ଦ ରହିବ ସମ୍ବଲପୁର ଭିସୁଟ୍ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଭିସୁଟ୍କୁ ଆଜିଠୁ ମଙ୍ଗଳବାର ଯାଏଁ ବନ୍ଦ ପାଇଁ ଘୋଷଣା କରାଯାଇଛି । ଆଜିଠୁ ଅର୍ଥାତ ଶନିବାର ଓ ରବିବାରକୁ… Read More...
Odisha ସମ୍ ଅଲ୍ଟିମେଟ ମେଡିକେୟାରରେ ୨ଟି ସଫଳ କିଡନୀ ପ୍ରତ୍ୟାରୋପଣ OPA Sep 25, 2020 0 ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇ ଆସୁଛି ସମ୍ ଅଲ୍ଟିମେଟ୍ ମେଡିକେୟାର। ଏହି ଜଟିଳ ପରିସ୍ଥିତରେ ନିକଟରେ ସମ୍ମମ୍ରେ ଦୁଇଟି କିଡ୍ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି ।ଉଭୟ… Read More...
Bignews ଆଜି ରାଜ୍ୟରେ ସର୍ବାଧିକ ୪୩୮୮ କରୋନା ଆକ୍ରାନ୍ତ ସୁସ୍ଥ OPA Sep 25, 2020 0 ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ସର୍ବାଧିକ ୪ ହଜାର ୩୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ… Read More...
Odisha ଓଡ଼ିଶୀକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି OPA Sep 25, 2020 0 ଭୁବନେଶ୍ୱର: ଓଡ଼ିଶୀ ସଂଗୀତ ୨ ହଜାର ବର୍ଷର ପୁରୁଣା । ଏହା ଶାସ୍ତ୍ର ଆଧାରିତ ହୋଇଥିବାବେଳେ ନିଜସ୍ୱ ରାଗ ରହିଛି । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ଦେବା ପାଇଁ ଓଡ଼ିଶାର କଳା ଓ ସଂଗୀତ ପ୍ରେମୀମାନେ ଦାବି କରି… Read More...
Odisha ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ ଗଡିବ ମୋ ବସ୍ OPA Sep 25, 2020 0 ଭୁୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ବନ୍ଦ କରାଯାଇଥିଲା। ଏବେ ପୁଣିଥରେ ଯାତାୟତ ସେବା ଆରମ୍ଭ କରାଯାଇଛି। ସେପ୍ଟେମ୍ବର ୨୭ରୁ ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ପୁଣି ଆରମ୍ଭ ହେବାକୁ… Read More...
Odisha ଆଜି ଭୁବନେଶ୍ୱରରେ ୩୨୬ ପିଜିଟିଭ ଚିହ୍ନଟ; ସୁସ୍ଥ ହେଲେ ୩୯୨ ଜଣ OPA Sep 25, 2020 0 ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଛି । ରାଜଧାନୀରୁ ଆଜି ୩୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ… Read More...
Odisha ୭ ଦିନ ପାଇଁ ଝାରସୁଗୁଡା ଜିଲ୍ଲାରେ ସଟଡାଉନ୍ OPA Sep 25, 2020 0 ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ମହାମାରୀ କରୋନାର ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି। ଏହାକୁ ରୋକ ଲଗାଇବା ପାଇଁ ଆଗାମୀ ୭ ଦିନ ପାଇଁ ଝାରସୁଗୁଡା ଜିଲ୍ଲାରେ ସଟଡାଉନ୍ ଘୋଷଣା କରିଛି ଜିଲା ବାଣିଜ୍ୟ ସଂଘ।ସକାଳ ୭ଟାରୁ… Read More...
Odisha କରୋନା ମୁକାବିଲା ପାଇଁ ରାଜଧାନୀରେ ହେଲା ଆଉ ୬୦ ଆଇସିୟୁ ବେଡ୍ର ବ୍ୟବସ୍ଥା OPA Sep 25, 2020 0 ଭୁବନେଶ୍ୱର : ରାଜଧାନୀରେ ୩ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ୭୫ ପ୍ରତିଶତ ଘରେ ସଙ୍ଗରୋଧରେ ଅଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର… Read More...
Odisha କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କରୋନା OPA Sep 25, 2020 0 ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି । ଏଥି ସହିତ ସେ କହିଛନ୍ତି, ବିଗତ ୭… Read More...
National ଘୋଷଣା ହେଲା ବିହାର ନିର୍ବାଚନ ତାରିଖ OPA Sep 25, 2020 0 ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ବିହାରରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ ତାରିଖରେ ମତଦାତା ମତଦାନ କରିବେ। ଏହା… Read More...