ରାଜ୍ୟରେ ଆଜି ୩୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୭୭୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୬୧୦୪୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
Read More...

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ୍ ଆବେଦନ ଶୁଣାଣି ସେପ୍ଟେମ୍ବର ୨୯କୁ ଘୁଞ୍ଚିଲା

ମୁମ୍ବାଇ:ଡ୍ରଗ୍ସ କାରବାରରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର ସଂପୃକ୍ତି ଥିବା ଜଣାପଡିବା ପରେ ସେପ୍ଟେମ୍ବର ୮ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା । ଡ୍ରଗ୍ସ ଲି୍‌ଙ୍କ୍ ମାମଲାରେ ଗିରଫ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ…
Read More...

ସୁସ୍ଥତା ତାଲିକାରେ ଅଷ୍ଟମ ସ୍ଥାନରେ ଓଡିଶା

ଭୁବନେଶ୍ୱର: ପ୍ରତିଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ତାଳ ଦେଇ ବଢୁଛି ସୁସ୍ଥତା ହାର । ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ସୁସ୍ଥତା ହାର ରେକର୍ଡ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର…
Read More...

ଦେଶରେ ଗ୍ୟାସ ଭିତିଭୂମିକୁ ବିକଶିତ କରିବା ପାଇଁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶରେ ଗ୍ୟାସ ଭିତିଭୂମିକୁ…
Read More...

ହୃଦଘାତରେ ପୂର୍ବତନ କ୍ରିକେଟ ଖେଳାଳିଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଡିନ ଜୋନ୍ସ ଗୁରୁବାର ହୃଦଘାତରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବୟସ ହୋଇଥିଲା । ଡିନ୍ ଜୋନ୍ସ ଆଇପିଏଲ୍ ପାଇଁ ଷ୍ଟାର୍ ସ୍ପୋର୍ଟସ ଭାଷ୍ୟକାର ଦଳର ଅଂଶ ଥିଲେ।…
Read More...

ଡ୍ରଗ୍ସ ଲିଙ୍କ: ଏବେ ଏନ୍‌ସିବି ସ୍କାନରରେ ଟେଲି କଳାକାର

ମୁମ୍ବାଇ: ବଲିଉଡ ପରେ ଏବେ ପାଳି ଟେଲିଭିଜନ ଦୁନିଆର । ଏନ୍‌ସିବି ସ୍କାନରେ ଟେଲି କଳାକାର । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିବା ପରେ ପୁରାପୁରି ଆକ୍ସନ ମୋଡରେ ରହିଛି ନାର୍କୋଟିକ୍ସ…
Read More...

ହୋମ୍‌ ଆଇସୋଲେସନ୍‌ରେ ରହିପାରିବେ ଜଟିଳ ରୋଗ ଥିବା କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦୀର୍ଘ ୭ ଦନ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦକ ସମ୍ମିଳନୀର ଆଜି ଥିଲା ଅନ୍ତିମ ଦିବସ। ଏହି ସମ୍ମିଳନୀରେ ମହାମାରୀ କରୋନା ପକ୍ଷରୁ ନିଜକୁ ବଞ୍ଚାଇବା ପାଇଁ ହୋମ୍‌ ଆଇସୋଲେସନ୍‌ କେତେ…
Read More...

ଆଜି ଭୁବନେଶ୍ୱରରୁ ୩୪୯ ପଜିଟିଭ୍ ଚିହ୍ନଟ, ୩୭୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୨୦ଜଣ ଓ ସ୍ଥାନୀୟ ଅଂଚଳରୁ ୨୨୯ଜଣ ଆକ୍ରାନ୍ତ ଚିହ୍ନଟ…
Read More...

ଦ୍ବିତୀୟ ବନାରସ ବଲାଙ୍ଗୀରକୁ ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ ପାଇଁ ସଂସଦରେ ଦାବି ରଖିଲେ ସାଂସଦ ସଙ୍ଗୀତା ସିଂହଦେଓ

ଭୁବନେଶ୍ବର : ଦେଶର ଦ୍ବିତୀୟ ବନାରସ ଭାବେ ଜଣାଶୁଣା ବାଲାଙ୍ଗୀର ଓ ସୋନପୁରକୁ କେନ୍ଦ୍ରସରକାର ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ କରିବାକୁ ସଂସଦରେ ଦୃଢ ଦାବି ଉପସ୍ଥାପନ କରିଛନ୍ତି ବଲାଙ୍ଗୀର ବିଜେପି ସାଂସଦ ସଙ୍ଗୀତା କୁମାରୀ…
Read More...

କରୋନା ନେଲା କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ ଜୀବନ

ନୂଆଦିଲ୍ଲୀ : କରୋନାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ ଜୀବନ ଯାଇଛି । କରୋନାରେ କୌଣସି କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ ହେବା ଏହା ପ୍ରଥମ ଘଟଣା । ମୃତୁ୍ୟ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।…
Read More...