ୟୁଜି, ପିଜି ପ୍ରଥମ ବର୍ଷ ଛାତ୍ର-ଛାତ୍ରୀଙ୍କ ପାଇଁ ଆସିଲା ନିର୍ଦେଶାବଳୀ

ନୂଆଦିଲ୍ଲୀ: ୟୁଜିସି ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ଗ୍ରାଜୁଏଟ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି।In view of the #COVID19 Pandemic,…
Read More...

ଶନିବାର ହେବ ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ । ଆସନ୍ତା ଶନିବାର ଦିନ ବିଧାୟକ ମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।…
Read More...

ସୋମବାରଠାରୁ ଦୁଇ ଦିନିଆ ସଟଡାଉନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ତାର ଉଗ୍ରରୂପ ଧାରଣ କରିଛି। ଇତି ମଧ୍ୟରେ ନୟାଗଡ ଜିଲ୍ଲାରେ ଦିନକୁ କରୋନା କାୟାବିସ୍ତାର କରିବାରେ ଲାଗିଛି। ତେବେ ସଂକ୍ରମଣ ରୋକିବାକୁ ନୟାଗଡ଼ ସହର ୨ ଦିନ ସଟଡାଉନ୍ ଘୋଷଣା କରାଯାଇଛି।…
Read More...

ରହିବନି ପ୍ରଶ୍ନକାଳ, ଆସିବେନି ବରିଷ୍ଠ ବିଧାୟକ

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ପରେ ବାଚସ୍ପତିଙ୍କ ପ୍ରତିକ୍ରିୟା । ବିଧି ଅନୁସାରେ ଗୃହ କାର୍ଯ୍ୟ ଚାଲିବ। ପ୍ରଶ୍ନକାଳ ରହିବନି। ସେହି ସମୟରେ କଣ ହେବ ଗୃହରେ ହି ନିଷ୍ପତି ହେବ। ୨୯ ତାରିଖ ଦିନ ୧୧ ଟା ରୁ ଅଧିବେଶନ ଆରମ୍ଭ ହେବ।…
Read More...

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ୍ ଗୀତ ଗାଇଥିବା ଭେଟେରାନ୍ ସିଙ୍ଗର୍ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ…
Read More...

ରାଜ୍ୟରେ ୪୨୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୪୨୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୬୨ ଓ ସ୍ଥାନୀୟ ଅଞ୍ଚଳରୁ ୧୭୪୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨…
Read More...

ଏନସିବି କାର୍ଯ୍ୟାଳୟରେ ରକୁଲ

ମୁମ୍ବାଇ: ସମନ ପାଇବା ପରେ ଜେରା ପାଇଁ ଅଭିନେତ୍ରୀ ରକୁଲ ପ୍ରୀତ ଏନସିବି କାର୍ଯ୍ୟାଳୟ‌ରେ ପହଞ୍ଚିଛନ୍ତି। ଡ୍ରଗ୍ସ ଲିଙ୍କ ସମ୍ପର୍କରେ ଏନସିବି ଟିମ୍ ରକୁଲଙ୍କୁ ପଚରାଉଚରା କରିବ। ଏନସିବି ପାଖରେ ରକୁଲଙ୍କ ଡ୍ରଗ୍ସ ଚାଟ୍…
Read More...

ଆଜି ରାଜ୍ୟରେ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୧୫ ଜୀବନ ନେଇଛି କରୋନା ।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୭ରେ ପହଞ୍ଚି ଯାଇଛି।Regret to…
Read More...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ କରୋନା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ସଙ୍ଗରୋଧରେ ରହିବା ସହିତ ଲକ୍ଷଣ…
Read More...

ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ଗାଇଡଲାଇନ୍ ଜାରି

କୋଲକାତା : ପାଖେଇ ଆସିଲାଣି ପାର୍ବଣ ଋତୁ । ଧରା ଅବତରଣ କରିବେ ଜଗତ ଜନନୀ ମା ଦୁର୍ଗା । ତେବେ ଚଳିତ ବର୍ଷ କରୋନା ସଙ୍କଟ କାରଣରୁ ମହା ଆଡମ୍ବରରେ ହେବନି ଦୁର୍ଗାପୂଜା । ଏହି ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା…
Read More...