Crime ଗଞ୍ଜେଇ ଚାଲାଣକାରୀଙ୍କ ମାଡ଼ରେ ହୋମଗାର୍ଡ ମୃତ OPA Sep 6, 2020 0 ମାଲକାନଗିରି: ମାଫିିଆଙ୍କ ମାଡ଼ରେ ହୋମଗାର୍ଡ ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ୱାଭିମାନ ଅଞ୍ଚଳ ମାଲକାନଗିରିରେ । ହୋମଗାର୍ଡଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ… Read More...
Bignews ରାଜ୍ୟରେ ପୁଣି ୮ ଜୀବନ ନେଲା କରୋନା OPA Sep 6, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୫୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।… Read More...
Bignews ଆଜି ରାଜ୍ୟରେ ୩୮୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ OPA Sep 6, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ୩୮୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୮୬ ଓ ସ୍ଥାନୀୟ ଅଞ୍ଚଳରୁ ୧୫୨୪ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧… Read More...
National ଅଭିନନ୍ଦନ ଭାରତବାସୀ, ପୁଅ ପରେ ମୋ ଝିଅ ବି ଗିରଫ ହେବ: ରିୟାଙ୍କ ବାପା OPA Sep 6, 2020 0 ମୁମ୍ବାଇ: ସୁଶାନ୍ତ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ଚାଲିଛନ୍ତି ଚକ୍ରବର୍ତ୍ତୀ ପରିବାର। ଗୋଟିଏ ପରେ ଗୋଟିଏ ସତ ପଦାକୁ ଆସୁଥିବା ବେଳେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରିୟାଙ୍କ ପିତା।ପୁଅ ସୌଭିକ୍ ଗିରଫ ହେବା ପରେ… Read More...
Politics ଜାତୀୟ ଶିକ୍ଷାନୀତି -୨୦୨୦ ଭାରତର ଭାଗ୍ୟ ବଦଳାଇଦେବ: ଜେ.ପି.ନଡ୍ଡା OPA Sep 5, 2020 0 ଭୁବନେଶ୍ୱର: ଓଡିଶାରେ ଦୀର୍ଘ ସମୟ ରାଜନୈତିକ ଲଢେଇ ପରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି । ଗତ ୨୦୧୯ ଲୋକସଭା ନିର୍ବାଚନରେ ପାଖାପାଖି ୧ କୋଟି ଭୋଟ ବିଜେପି ସପକ୍ଷରେ ପଡିଛି । ୩୩ ଟି ଅନୁସୂଚିତ ଜାତି… Read More...
Politics ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ନୂଆ ଓ ଆତ୍ମନିର୍ଭର ଓଡ଼ିଶା ପାଇଁ ଆସନ୍ତୁ ଅକ୍ଳାନ୍ତ ପରିଶ୍ରମ କରିବା: ଧର୍ମେନ୍ଦ୍ର… OPA Sep 5, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଥିବା ଭର୍ଚୁଆଲ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ… Read More...
Politics ଓଡିଶାର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି କେବଳ ବିଜେପି ହିଁ କରିପାରିବ : ସମୀର ମହାନ୍ତି OPA Sep 5, 2020 0 ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଓ ରାଷ୍ଟୀୟ ଅଧ୍ୟକ୍ଷଙ୍କ ଆହ୍ୱାନ କ୍ରମେ ବିଶ୍ୱ କରୋନା ସଙ୍କଟରେ ପଂଚସୂତ୍ରୀ କାର୍ଯ୍ୟକ୍ରମକୁ ରାଜ୍ୟରେ ବିଜେପି କାର୍ଯ୍ୟକର୍ତମାନେ ସଠିକ୍ ଢଙ୍ଗରେ ପାଳନ କରିଛନ୍ତି । ଗତ ୬ ବର୍ଷ ମୋଦି… Read More...
Bignews ଆଜି ରାଜ୍ୟରେ ସୁସ୍ଥ ହେଲେ ୩୪୪୩ଜଣ କରୋନା ଆକ୍ରାନ୍ତ OPA Sep 5, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ୩୪୪୩ କରୋନା ଆକ୍ରାନ୍ତ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।Another 3443 #COVID19 patients have recovered and are being… Read More...
Odisha ଆଜି କଟକରୁ ୧୮୪ କରୋନା ଆକ୍ରାନ୍ତ ଚିହ୍ନଟ OPA Sep 5, 2020 0 କଟକ: ଆଜି କଟକ ସହରରୁ ୧୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦୭ ଜଣ ସଂଗରୋଧରୁ ରହିଥିବା ବେଳେ ବାକି ୭୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା… Read More...
National ସେପ୍ଟେମ୍ବର ୧୨ରୁ ଗଡିବ ଆଉ ୮୦ ପାସେଞ୍ଜର ଟ୍ରେନ୍ OPA Sep 5, 2020 0 ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ରୁ ଗଡିବ ଆଉ ନୂଆ ୮୦ଟି ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ରେଳ ବିଭାଗ ଶନିବାର ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧୨ରେ ଏହି ୮୦ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବାକୁ ଥିବା ବେଳେ ଏଥିପାଇଁ ଯାତ୍ରୀ ୧୦… Read More...