Bignews ଆଜି ରାଜ୍ୟରେ ସୁସ୍ଥ ହେଲେ ୬୮୧ କରୋନା ଆକ୍ରାନ୍ତ OPA Aug 2, 2020 0 ଭୁବନେଶ୍ୱର: ରାଜ୍ୟର ୨୭ଟି ଜିଲ୍ଲାରୁ ଆଜି ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ… Read More...
Odisha ଅମିତ ଶାହାଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ OPA Aug 2, 2020 0 ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହସ୍ପିଟାଲରେ… Read More...
Odisha କଟକରୁ ଆଜି ୫୫ କରୋନା ପଜିଟିଭ ଚିହ୍ନଟ OPA Aug 2, 2020 0 କଟକ: ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୪୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିଲା ବେଳେ ୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି… Read More...
National ରାମମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ OPA Aug 2, 2020 0 ନୂଆଦିଲ୍ଲୀ: ଅଗଷ୍ଟ ୫ରେ ପୂରଣ ହେବ ବହୁ ବର୍ଷର ସ୍ୱପ୍ନ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି।… Read More...
Odisha କଟକରେ ବଢ଼ିବ ଶଯ୍ୟା ସଂଖ୍ୟା OPA Aug 2, 2020 0 କଟକ: ସିଲଭର ସିଟିରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଗତ ୫ ଦିନ ମଧ୍ୟରେ କଟକରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଏହାର ମୁକାବିଲା ପାଇଁ କଟକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା… Read More...
Odisha ଏ.ଏନ.ଏମ କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର OPA Aug 2, 2020 0 ବାରିପଦା: ବାରିପଦାର ୧୯ନଂ ୱାର୍ଡ, ବାଘରାରୋଡ଼ ଅଞ୍ଚଳରେ ରହୁଥିବା ଜଣେ ଏ.ଏନ.ଏମ. କର୍ମୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମୃତା ମହିଳାଙ୍କ ଶଶୁର ଘର ପକ୍ଷରୁ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ତାଙ୍କ ବାପଘର ପକ୍ଷରୁ ଏହାକୁ… Read More...
Odisha ଅଗଷ୍ଟ ୩ ରୁ ଆରମ୍ଭ ହେବ ଅନଲାଇନ ସାଟ ଆଡ଼ମିସନ ପରୀକ୍ଷା OPA Aug 2, 2020 0 ଭୁବନେଶ୍ୱର: ସୋମବାର ଠାରୁ ଆରମ୍ଭ ହେବ ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିସନ ଟେଷ୍ଟ (ସାଟ-୨୦୨୦) | ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ଟୁ ବି ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା… Read More...
National ତାମିଲନାଡୁ ରାଜ୍ୟପାଳଙ୍କୁ କରୋନା OPA Aug 2, 2020 0 ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କିନ୍ତୁ କରୋନା ସମ୍ପର୍କିତ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ୍… Read More...
Odisha ୪ ବର୍ଷର ଶିଶୁ ପାଟିରେ ପଶିଲା ଲୁହା ରଡ୍ OPA Aug 2, 2020 0 ବ୍ରହ୍ମପୁର: ୪ ବର୍ଷର ଶିଶୁ ପାଟିରେ ପଶିଗଲା ଲୁହା ରଡ୍ । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା କେଶପୁର ନିକଟ ଖଣ୍ଡଦେଉଳି ଗାଁରେ । ପିଲାଟିର ଅବସ୍ଥା ଗୁରୁତର ରହିଛି । ତାକୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।… Read More...
Odisha ଆଜି ଭୁବନେଶ୍ୱରରୁ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ OPA Aug 2, 2020 0 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୧୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ… Read More...