ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଖାଦ୍ୟ ଭତ୍ତା

ଭୁବନେଶ୍ୱର: ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଖାଦ୍ୟ ଭତ୍ତା।  ସରକାରୀ କୋଭିଡ୍ କେୟାର ସେଣ୍ଟର, କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ପାରାମେଡିକାଲ…
Read More...

୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ସଙ୍କଟ ସମୟରେ ବିଜେଡି ନିଜର ସଂଗଠନକୁ ସୁଦୃଢ଼ କରୁଛି । ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ରାଜ୍ୟ ମହିଳା କମିଟିର ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ୧୮…
Read More...

ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଓ ସମ୍‌ ହସ୍‌ପିଟାଲ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଓଡ଼ିଶା ତା’ର ସଂଗ୍ରାମକୁ ଆହୁରି ସଶକ୍ତ କରିଛି ।ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଓ ସମ୍‌ ହସ୍‌ପିଟାଲ୍‌ ମଧ୍ୟରେ ଏକ ବୁଝାମଣାପତ୍ର…
Read More...

ଆଜି ରାଜ୍ୟରେ ସୁସ୍ଥ ହେଲେ ୫୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୦ଟି ଜିଲ୍ଲାରୁ ୫୦୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥଙ୍କୁ  ମିଶାଇ ଆଜି ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୯ହଜାର ଟପିଛି । ୯୨୫୫ରେ ପହଞ୍ଚିଛି ମୋଟ ସୁସ୍ଥ ସଂଖ୍ୟା ।…
Read More...

ସ୍ୱାସ୍ଥ୍ୟ ବିଭାଗ ମାର୍ଗଦର୍ଶିକା ଅନୁସାରେ ପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ୍‌-୧୯ ପରିଚାଳନାକୁ ଅଧିକ ବ୍ୟାପକ ଓ ଦୃଢ଼ୀଭୂତ କରିବା ସହ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସମସ୍ତ ଚିକିତ୍ସା ବ୍ୟବସ୍ଥାର ସର୍ବାଧିକ ବ୍ୟବହାର କରିବା ନିମନ୍ତେ ରାଜ୍ୟ ସରକାର ଆଜି କୋଭିଡ୍‌ କେୟାର…
Read More...

ନିଯୁକ୍ତିକୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ନିଯୁକ୍ତି ପ୍ରସଙ୍ଗ ନେଇ ସେ ଏହି ଚିଠି ଲେଖିଛନ୍ତି । ଆଗାମୀ ୨ ବର୍ଷ ଯାଏଁ ନିଯୁକ୍ତ ବନ୍ଦ ନିଷ୍ପତ୍ତିର ପୁର୍ନବିଜାର…
Read More...

କରୋନା ପଜିଟିଭ୍‌ ଏଣିକି ଘରେ ରହି ହେବେ ଚିକିତ୍ସିତ

ଭୁବନେଶ୍ୱର: ଦିନକୁ ଦିନ ସାଂଘାତିକ୍‌ ରୂପ ନେଉଛି କୋଭିଡ୍‌ ୧୯। ରାଜ୍ୟରେ କରୋନା ମହାମାରୀର ପ୍ରକୋ ବଢ଼ୁଥିବା ବେଳେ ସ୍ଥିତି ଅଣାୟତ୍ତ ହୋଇପଡ଼ିଲାଣି। ଏଯାଏଁ ରାଜ୍ୟର ୧୩,୭୩୭ ଜଣ ଆକ୍ରାନ୍ତ ହେଲେଣି। ତେବେ ପରିସ୍ଥିତି ଗମ୍ଭୀର…
Read More...

ଗୁଗୁଲ ଭାରତରେ ନିବେଶ କରିବ ୭୫ ହଜାର କୋଟି

ନୂଆଦିଲ୍ଲୀ: ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଗୁଗୁଲ ଭାରତରେ ୧୦ ବିଲିୟନ ଡଲାର ଅର୍ଥାତ ୭୫ ହଜାର କୋଟି ଟଙ୍କାର ନିବେଶ କରିବ ବୋଲି ସୋମବାର ଘୋଷଣା କରିଛି । ଗୁଗୁଲ ସିଇଓ ସୁନ୍ଦର ପିଚାଇ ଆଜି ଗୁଗୁଲ ଫର୍ ଇଣ୍ଡିଆ ଡିଜିଟାଇଜେସନ…
Read More...

ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କୁ ଜାମିନ

ଭୁବନେଶ୍ୱର: ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀଙ୍କୁ ଜାମିନ ମିଳିଛି । ୧୦ହଜାର ଟଙ୍କା ଓ ଦୁଇ ମୁଚାଲିକାଙ୍କ ପ୍ରତି ବଦଳରେ ତାଙ୍କୁ ଜାମିନ ମିଳିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ…
Read More...

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। cbseresults.nic.in ପିଲାମାନେ ନିଜର ରେଜଲ୍ଟ ଦେଖିପାରିବେ।…
Read More...