Odisha ୩ କ୍ୱିଣ୍ଟାଲ୍ ମୂଲ୍ୟବାନ ରତ୍ନ ପଥର ଜବତ OPA Jul 13, 2020 0 ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଞ୍ଚଳର ପଲାସ ଗାଁରୁ ମୂଲ୍ୟବାନ ରତ୍ନ ପଥର ଜବତ କରାଯାଇଛି। ଜଣଙ୍କ ଘରୁ ୩ କ୍ୱିଣ୍ଟାଲ ଓଜନର ରତ୍ନପଥର ଜବତ ହୋଇଛି। ଏସ୍ଟିଏଫ୍ ଓ ଜୁନାଗଡ଼ ପୁଲିସ୍ର ମିଳିତ ଚଢ଼ଉ ବେଳେ ଏହି… Read More...
Odisha କଟକରୁ ୧୪ କରୋନା ପଜିଟିଭ ଚିହ୍ନଟ OPA Jul 13, 2020 0 କଟକ : ଆଜି କଟକ ସହରରୁ ନୂଆ୧୬ଟି ପଜିଟିଭ କେସ ଚିହ୍ନଟ ହୋଇଛି । ଆଜିର ୧୬ଟି କେସ୍ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ , ୨ଜଣ ହୋମ୍ କ୍ୱାରେଣ୍ଟାଇନ ଓ ଅନ୍ୟ ୮ଟି କେସ୍ ଲୋକାଲ ବୋଲି ଜଣାପଡ଼ିଛି । ଆଜିର… Read More...
Odisha ଭୁବନେଶ୍ୱରରୁ ପୁଣି ବାହାରିଲେ ୧୪ ଜଣ କରୋନା ଆକ୍ରାନ୍ତ ; ୨୯ ସୁସ୍ଥ OPA Jul 13, 2020 0 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୧୪ ଜଣ କରୋନା ପଜେଟିଭ ଟିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଟି କ୍ୱାରେଣ୍ଟିନ କେସ ରହିଥିବା ବେଳେ ୧୦ଟି ଲୋକାଲ କଣ୍ଟାକ୍ଟ କେସ ରହିଛି । ୧୦ ଲୋକାଲ କଣ୍ଟାକ୍ଟ କେସ ମଧ୍ୟରେ… Read More...
Odisha ଜୁଲାଇ ୨୦ ଯାଏଁ ବନ୍ଦ ରହିବ ସମ୍ବଲପୁର ବିଶ୍ଵବିଦ୍ୟାଳୟ OPA Jul 13, 2020 0 ସମ୍ବଲପୁର: ସମ୍ବଲପୁର ଓ ବୁର୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ଆଉ ସପ୍ତାହେ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏନେଇ… Read More...
Odisha କଟକ ମହାନଗର ନିଗମ ଅଞ୍ଚଳରୁ ହଟିଲା ସଟଡାଉନ୍ OPA Jul 13, 2020 0 କଟକ :କଟକ ମହାନଗର ନିଗମ ଅଞ୍ଚଳରୁ ହଟିଲା ସଟଡାଉନ୍ . ସଟଡାଉନ୍ ହଟିବା ନେଇ ଗତ ରବିବାର ସିଏମ୍ସି ପକ୍ଷରୁ ଘୋଷଣା କରାଯିବା ପରେ ସୋମବାର କଟକ ସହରରୁ ସଟଡାଉନ୍ ହଟି ଯାଇଛି । ଦ୍ରୁତଗତିରେ କରୋନା ସଂକ୍ରମଣକୁ ବୃଦ୍ଧି… Read More...
National ପଶ୍ଚିମବଙ୍ଗ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ OPA Jul 13, 2020 0 କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲ୍ଲାର ବନ୍ଦୋଲରେ ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକ ହତ୍ୟା ଅଭିଯୋଗ… Read More...
Odisha ୩୧ ଭିତରେ ମ୍ୟାଟ୍ରିକ୍ ରେଜଲ୍ଟ ପାଇବ ପ୍ରକାଶ OPA Jul 13, 2020 0 ଭୁବନେଶ୍ୱର: ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ଫଳ। ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମ୍ୟାଟ୍ରିକ୍ ଖାତା ଦେଖା ସରିଯାଇଛି। ଏବେ ଟାବୁଲେସନ ଚାଲିଛି।… Read More...
Bignews ଆଜି ପୁଣି କରୋନାରେ ୬ଜଣଙ୍କ ମୃତ୍ୟୁ OPA Jul 13, 2020 0 ଭୁବନେଶ୍ୱର: ରାଜ୍ୟରେ କରୋନା ଆଉ ୬ଟି ମୁଣ୍ଡ ନେଇଛି। ଏହାକୁ ମିଶାଇଲେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । କରୋନାରେ ପ୍ରାଣ ହରାଇଥିବା… Read More...
Odisha ମୟୂରଭଞ୍ଜ ରାଜମାତାଙ୍କ ପରଲୋକ OPA Jul 13, 2020 0 ବାରିପଦା : ମୟୂରଭଞ୍ଜର ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଯାଇଛି। ବାରିପଦାସ୍ଥିତ ବେଲଗଡିଆ ରାଜପ୍ରାସାଦରେ ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶ୍ରୀମତୀ ଭାରତୀ… Read More...
Bignews ଆଜି ରାଜ୍ୟରେ ୬୧୬ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୩,୭୩୭ OPA Jul 13, 2020 0 ଭୁବନେଶ୍ୱର: ଆଜି ରାଜ୍ୟର ୨୩ଟି ଜିଲ୍ଲାରୁ ୬୧୬ଜଣ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ଟି ସ୍ଥାନୀୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ… Read More...