ବିଶ୍ୱର ପ୍ରଥମ କରୋନା ଭ୍ୟାକସିନ ବାହାର କଲା ଋଷିଆ

ମୋସ୍କୋ:କରୋନା ଭ୍ୟାକସିନର ସମସ୍ତ ପରୀକ୍ଷଣ ସଫଳ ହୋଇଛି। ଋଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ ଦାବି କରିଛି ଯେ କରୋନା ଭାଇରସର ଭ୍ୟାକସିନ ପ୍ରସ୍ତୁତି ଶେଷ ହୋଇଛି। ଯଦି ଏହି ଦାବି ସତ ହେବ, ତା’ହେଲେ କରୋନା ଭ୍ୟାକସିନ…
Read More...

ଆଜି ସୁସ୍ଥ ହେଲେ ୩୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୦୬ ଜଣ ଥିବାବେଳେ କଟକର ୭୧ ଜଣ, ମୟୁରଭଞ୍ଜର ୩୮ ଜଣ, ସୁନ୍ଦରଗଡ଼ର ୩୮ ଜଣ,…
Read More...

କଟକ ସହରରେ କରୋନା ସ୍ଥିତିକୁ ନେଇ ମତ ରଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ତେବେ ସିଲଭରସିଟି କଟକରେ କରୋନା ସ୍ଥିତି ନେଇ ଆଜି ରାଜ୍ୟ ସରକାର ବିସ୍ତୃତ ସୂଚନା ଦେଇଛନ୍ତି । ଆଜି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ…
Read More...

କଟକରୁ ଆଉ ୯ଟି କରୋନା ପଜିଟିଭ ଚିହ୍ନଟ

କଟକ : ଆଜି ସିଏମସିରୁ ଆଉ ୯ଟି କରୋନା ପଜିଟିଭ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୮ଟି ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ଗୋଟିଏ କେସ୍ ହୋମ୍ କ୍ୱାରେଣ୍ଟାଇନ ବୋଲି ଜଣାପଡ଼ିଛି । ଏବେ ସୁଦ୍ଧା କଟକ ସିଏମସି ଅଞ୍ଚଳରେ ମୋଟ…
Read More...

ୟୁଭିସି ରୋବୋ ୱାରିୟର୍‌ ବ୍ରହ୍ମପୁର ଆଇଟିଆଇର ଆଉ ଏକ ନୂଆ ପ୍ରୟାସ

ବ୍ରହ୍ମପୁର:  ବ୍ରହ୍ମପୁର ଶିଳ୍ପ ତାଲିମ୍‌ ଅନୁଷ୍ଠାନ (ଆଇଟିଆଇ) ପକ୍ଷରୁ କୋଭିଡ୍‌-୧୯ ମୁକାବିଲା ପାଇଁ ପୁଣି ଏକ ଅତ୍ୟାବଶ୍ୟକ ଉପକରଣ ଭାବେ ୟୁଭିସି ରୋବୋ ୱାରିୟର ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ…
Read More...

ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବଦଳିବେ !

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟ କଂଗ୍ରେସର ମଙ୍ଗୁଆଳ ବଦଳିପାରନ୍ତି । ଏଥିପାଇଁ ରେସରେ ୧୩ ଜଣ ବରିଷ୍ଠ ନେତା ଅଛନ୍ତି ବୋଲି ଆଜି ଭବିଷ୍ୟବାଣୀ କରିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ ରାଉତରାୟ ।ସୁର କହିଛନ୍ତି,…
Read More...

ରାଜଧାନୀରେ ପୁଣି ୬୪ କରୋନା ସଂକ୍ରମିତ, ୧୩ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଇଛି କରୋନା । ଲାଗୁନି ବ୍ରେକ୍‌, ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଅଧିକ ଚିନ୍ତା ବଢ଼ାଇଛି ସ୍ଥାନୀୟ ସଂକ୍ରମଣ । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୪ କରୋନା ପଜିଟିଭ…
Read More...

ରେଖାଙ୍କ ସୁରକ୍ଷାକର୍ମୀ କରୋନା ପଜିଟିଭ୍‌; ସିଲ୍‌ ହେଲା ବଙ୍ଗଳା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରେଖାଙ୍କ ବାନ୍ଦ୍ରାସ୍ଥିତ ବଙ୍ଗଳାର କିଛି ସ୍ଥାନ ସିଲ୍‌ ହୋଇଛି। ଗତ ମଙ୍ଗଳବାର ରେଖାଙ୍କ ସୁରକ୍ଷାକର୍ମୀଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କର ପୂରା ବଙ୍ଗଳାକୁ ସିଲ କରାଯାଇ…
Read More...

ପ୍ରଥମ ଥର ପାଇଁ ଟ୍ରମ୍ପ ପିନ୍ଧିଲେ ମାସ୍କ

ୱାଶିଂଟନ: କରୋନା ମହାମାରୀ ଭିତରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାସ୍କ ପିନ୍ଧିଥିବା ନଜରକୁ ଆସିଛି। ଶନିବାର ଏକ ସେନା ହସ୍ପିଟାଲକୁ ବୁଲିବାକୁ ଯାଇଥିବା ବେଳେ ଟ୍ରମ୍ପ ମାସ୍କ ପିନ୍ଧିଥିଲେ। ଆହତ…
Read More...

୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ଦୁଇ ଜଣ କ୍ୟାଡର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଲାକେ ପୁନମ (ମହିଳା) ଓ କାନ୍ନା ମାଢ଼ି (ପୁରୁଷ)।ସେମାନେ ଆନ୍ଧ୍ର ଓଡ଼ିଶା ଡିଭିଜନ୍‌ କମିଟି ମିଲିଟାରୀ…
Read More...