Bignews ଆଜି ରାଜ୍ୟରେ ୫୯୫ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ଡେଇଁଲା OPA Jul 12, 2020 0 ଭୁବନେଶ୍ୱର: ରାଜ୍ୟର ୨୧ ଜିଲ୍ଲାର ଚିହ୍ନଟ ହୋଇଛନ୍ତି ନୂଆ ୫୯୫ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ୨୦୧ ହେଉଛି ଲୋକାଲ କେସ୍। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ… Read More...
Odisha ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା! OPA Jul 12, 2020 0 ଭୁବନେଶ୍ୱର : ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷକରି ରବିବାର ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା… Read More...
Bignews ଅମିତାଭ ଓ ଅଭିଷେକ କରୋନା ଆକ୍ରାନ୍ତ OPA Jul 12, 2020 0 ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ଶନିବାର ସଂଧ୍ୟାରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ସେ ତାଙ୍କର ଟ୍ୱିଟର… Read More...
Odisha ଗରିବ ସେବକଙ୍କୁ ମିଳିବ ଜମି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ OPA Jul 12, 2020 0 ପୁରୀ : କରୋନା ସଂକ୍ରମଣ ସଙ୍କଟ ଯୋଗୁଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ହୋଇ ରହିଥିବାରୁ ସେବାୟତମାନଙ୍କ ଜୀବିକା ପ୍ରଭାବିତ ହୋଇଛି । ତେଣୁ ସେମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।… Read More...
English cannabis seized 2 arrested in Mohana at Gjapati District Odisha OPA Jul 11, 2020 0 Mohana: Cannabis was being transported from Raigad to West Bengal during the shot-down . However, he was arrested by police. Mohana police seized Rs 2.5 lakh worth of cannabis and… Read More...
Corporate ପାରାଦୀପ ବନ୍ଦରର ପିଆଇସିଟୀ ବର୍ଥରେ ପୁଣି କଣ୍ଟେନର ଯୋଗେ ପଣ୍ୟ କାରବାର ଆରମ୍ଭ OPA Jul 11, 2020 0 ପାରାଦୀପ : ବିଳମ୍ବ ରେ ହେଲେ ମଧ୍ୟ ଆଜି ପୁଣି ଏକ ସଫଳତାର ସ୍ବାଦ ଚାଖି ଛି ପାରାଦୀପ ବନ୍ଦର। ବହୁ ଆଗରୁ କଣ୍ଟେନର ଯୋଗେ ପଣ୍ୟ ରପ୍ତାନୀ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ ସମସ୍ୟା ନେଇ ତାହା ବନ୍ଦ ହୋଇ ଯାଇଥିଲା। କିନ୍ତୁ… Read More...
Politics ସଂଗଠନ, ସେବା, ସଂଘର୍ଷ ଓ ସମ୍ବାଦକୁ ଆଧାର କରି ଆଗକୁ ବଢ଼ିବା ପାଇଁ ଋଣନୀତି ପ୍ରସ୍ତୁତ ହେଉ : ଧର୍ମେନ୍ଦ୍ର ପ୍ରଧାନ OPA Jul 11, 2020 0 ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ବିଜେପିର ଲକ୍ଷ୍ୟ : ସମୀର ମହାନ୍ତିଭୁବନେଶ୍ୱର: ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ବିଜେପି ପଦାଧିକାରୀଙ୍କ ପ୍ରଥମ ଭର୍ଚୁଆଲ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଥିବା ବେଳେ ବୈଠକରେ… Read More...
Odisha ରାଜ୍ୟରେ ସୁସ୍ଥ ହେଲେ ୩୮୮ କରୋନା ଆକ୍ରାନ୍ତ OPA Jul 11, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ୧୬ଟି ଜିଲ୍ଲାରୁ ୩୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮ ହଜାର ଟପିଛି । ବର୍ତ୍ତମାନ ସୁଦ୍ଧା ୮୩୬୦ଜଣ କରୋନା… Read More...
National ମୁମ୍ୱାଇରୁ ବିକାଶ ଦୁବେର ସହଯୋଗୀ ଗିରଫ OPA Jul 11, 2020 0 ମୁମ୍ୱାଇ: କୁଖ୍ୟାତ ଅପରାଧୀ ବିକାଶ ଦୁବେ ଗ୍ୟାଙ୍ଗର ସଦସ୍ୟ ଜଣଙ୍କ ପରେ ଜଣେ ଗିରଫ ହେଉଛନ୍ତି। କାନପୁରରେ ପୁଲିସ ଉପରକୁ ଗୁଳି ଚଳାଇବା ମାମଲାରେ ସଂପୃକ୍ତି ଥିବା ବିକାଶର ସହଯୋଗୀ ଗୁଡନ ତ୍ରିବେଦୀକୁ ମହାରାଷ୍ଟ୍ର ପୁଲିସ… Read More...
Odisha ଗଞ୍ଜାମରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରି ଚାଲିଛି କଳସ ଶୋଭଯାତ୍ରା OPA Jul 11, 2020 0 ଗଞ୍ଜାମ: ଗଞ୍ଜାମରେ କରୋନାରେ ସ୍ଥିତି ସଙ୍ଗୀନ । ୩୬ ଜଣଙ୍କ ମୃତ୍ୟୁ ଏବଂ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗଂଜାମ ଜିଲ୍ଲାରୁ । ହଟ୍ସ୍ପଟ ଜିଲ୍ଲାରେ ପରିଣତ ହୋଇଛି ଗଂଜାମ ଜିଲ୍ଲା । ତେବେ ଏତେ ଆକ୍ରାନ୍ତ… Read More...