ଐଶ୍ୱର୍ଯ୍ୟା-ଆରାଧ୍ୟା କୋରୋନା ପଜିଟିଭ୍

ମୁମ୍ବାଇ: ଅମିତାଭ ବଚ୍ଚନ ଓ ଅଭିଷେକଙ୍କ ପରେ ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି। ଏହା ସହିତ ବଚ୍ଚନ ପରିବାରର ଚାରି ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭଙ୍କ ପତ୍ନୀ ତଥା…
Read More...

ଆସନ୍ତାକାଲିଠାରୁ କଟକରେ ଖୋଲିବ ସପିଂ ମଲ୍

କଟକ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍‌ଡାଉନ୍ ଆସନ୍ତାକାଲିଠୁ ହଟିବ। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି। ସ୍ଥିତିର ସମୀକ୍ଷା କରାଯାଇ ସଟ୍‌ଡାଉନ୍ ହଟିବା ନେଇ…
Read More...

ବିଚାରାଧୀନ କଏଦୀଙ୍କୁ କୋରୋନା

ଯାଜପୁର: ଯାଜପୁର ଜିଲ୍ଲାରେ ଜଣେ ବିଚାରାଧୀନ କଏଦୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯାଜପୁର ଉପକାରାଗାରରେ ଥିବା  ବିଚାରାଧୀନ କଏଦୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କଏଦୀଜଣକ ଅଣ ଓଡିଆ ହୋଇଥିବାବେଳେ ପତ୍ନୀକୁ…
Read More...

ଟିଏମସିରୁ ଜଣେ କରୋନା ଆକ୍ରାନ୍ତ ବିଏସ୍ଏଫ୍ ଯବାନ ଫେରାର

ନବରଙ୍ଗପୁର: ନବରଙ୍ଗପୁର ପଲିଟେକନିକ୍‌ ଟିଏମସିରୁ ଜଣେ କରୋନା ଆକ୍ରାନ୍ତ ବିଏସ୍ଏଫ୍ ଯବାନ ଫେରାର ହୋଇଯାଇଛନ୍ତି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ସୂଚନା ମିଳିଛି।ଗତ ୨୪ ତାରିଖରେ ଯବାନଜଣକ କରୋନା…
Read More...

ଜଲ୍‌ସାକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କଲା ବିଏମସି

ମୁମ୍ବାଇ: କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ମୁମ୍ୱାଇସ୍ଥିତ ବାସଭବନ ‘ଜଲସା’କୁ ବିଶୋଧନ କରିବା ପାଇଁ ପହଞ୍ଚିଛନ୍ତି ମୁମ୍ୱାଇ ମହାନଗର ନିଗମର କର୍ମଚାରୀ। ଗତକାଲି ବିଗ୍ ବି ଏବଂ ତାଙ୍କ ପୁଅ ତଥା…
Read More...

ଅନୁପମ ଖେରଙ୍କ ମାଆ ଓ ଭାଇଙ୍କ ସମେତ ପରିବାରର ଚାରି ଜଣଙ୍କୁ କରୋନା

ମୁମ୍ୱାଇ: ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ପରିବାରରେ କରୋନା । ତାଙ୍କ ମାଆ ଓ ଭାଇଙ୍କ ସମେତ ପରିବାରର ଚାରି ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ବାର୍ତ୍ତାରେ ଏହି ସୂଚନା…
Read More...

ବିଏସଏଫର ୨ ଯବାନଙ୍କୁ କରୋନା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିଏସଏଫ କ୍ୟାମ୍ପରେ ପଶିଲା କରୋନା । ଜଟଣୀ ବିଏସଏଫ କ୍ୟାମ୍ପର ୨ ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସୀତାଂଶୁ ରାଉତ ।କ୍ୟାମ୍ପରୁ ୨୪୫ ଜଣଙ୍କ…
Read More...

ଏକ ସପ୍ତାହ ମାଲକାନଗିରି ମ୍ୟୁନିସିପାଲିଟି ଲକ୍‌ଡାଉନ୍‌

ମାଲକାନଗିରି: ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନଏସି ଅଞ୍ଚଳକୁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆସନ୍ତାକାଲି ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।…
Read More...

ଆଜି ପୁଣି କରୋନାରେ ୩ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ଯୋଗୁ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ୩ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି।Regret to inform the demise…
Read More...

ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଦ୍ୱାରା ଓଡିଶାର ସମ୍ଭାବନା ସୁଯୋଗରେ ପରିଣତ ହୋଇପାରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶା ବୌଦ୍ଧିକ କ୍ଷମତାର ପେଣ୍ଠସ୍ଥଳି । ଏହାକୁ ଧ୍ୟାନରେ ରଖି ଓଡିଆ ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ଉପଯୋଗ କରି କରୋନା ପରବର୍ତୀ ଦୃଶ୍ୟପଟ୍ଟରେ ଓଡିଶା ଓ ଭୁବନେଶ୍ୱରରେ ଥିବା ନୂଆ ସମ୍ଭାବନାକୁ…
Read More...