Bignews ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ OPA Jul 1, 2020 0 ଭୁବନେଶ୍ୱର: ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୫୩୫୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୬୪ଙ୍କ ମଧ୍ୟରୁ ସର୍ବାଧିକ ୪୮ ଜଣ ଗଞ୍ଜାମରୁ ସୁସ୍ଥ… Read More...
English Shrikant Madhav Vaidya takes over as Chairman of Indian Oil Corporation Limited OPA Jul 1, 2020 0 New Delhi: Mr Shrikant Madhav Vaidya has taken over as the Chairman of Indian Oil Corporation Ltd. here today. Concurrently, he will also be Chairman of Chennai Petroleum Corporation… Read More...
Odisha ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ କରୋନା ହେଲେ ଖର୍ଚ୍ଚ ବହନ କରିବେ ଆୟୋଜକ OPA Jul 1, 2020 0 ବ୍ରହ୍ମପୁର: ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଯଦି କୌଣସି ବ୍ୟକ୍ତି କରୋନା ସଂକ୍ରମିତ ହୁଅନ୍ତି ତେବେ ଏଥିଲାଗି କାର୍ଯ୍ୟକ୍ରମ ଆୟୋଜକ ସମ୍ପୂର୍ଣ୍ଣ ଦାୟୀ ରହିବେ। ସଂକ୍ରମିତ ବ୍ୟକ୍ତିଙ୍କ… Read More...
Odisha ପୁଣି କଟକ କ୍ୟାନ୍ସର ହସ୍ପିଟାଲରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ OPA Jul 1, 2020 0 କଟକ: ଆଜି କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ୩୨ ନୂଆ କୋଭିଡ୍-୧୯ ସଂକ୍ରମଣ ମାମଲାରୁ ୭ଟି ପିଜିଟିଭ୍ କଟକ ମହାନଗର ନିଗମ ଅଞ୍ଚଳର ବୋଲି ସିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। କରୋନା ପଜିଟିଭ୍ ଚିହ୍ନଟ… Read More...
Odisha ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧୨ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୭ OPA Jul 1, 2020 0 ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୨ଜଣଙ୍କ ମଧ୍ୟରେ ୪ଜଣ ଘରୋଇ ସଙ୍ଗରୋଧରେ ଥିବାବେଳେ ୮ଜଣ ସ୍ଥାନୀୟ ବୋଲି ଜଣାପଡିଛି। । ଏହାସହ ଆଜି ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ… Read More...
Odisha ପୁଣି ବଢିଲା ବସ୍ ଭଡ଼ା OPA Jul 1, 2020 0 ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିଲା ବସ୍ ଭଡ଼ା । ପୁଣି ୨ ରୁ ୪ ପଇସା କୁ ବୃଦ୍ଧି ହୋଇଛି ବସ୍ ଭଡ଼ା । ଅର୍ଡ଼ିନାରୀ ବସ୍ ଭଡ଼ା କିଲୋମିଟର ପିଛା ୭୦ରୁ ୭୨ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୩ରୁ ୭୫… Read More...
Politics ବିଜେଡି ସୁପ୍ରିମୋ ଗଠନ କଲେ ନୂଆ ଟିମ OPA Jul 1, 2020 0 ଭୁବନେଶ୍ୱର: ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା ନିଯୁକ୍ତ କଲେ ସଭାପତି ନବୀନ ପଟ୍ଟନାୟକ । ୮ ବରିଷ୍ଠ ଉପସଭାପତି, ୯ ଉପସଭାପତି ଓ ଜଣେ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି ।ବରିଷ୍ଠ ଉପସଭାପତି: ଅନଙ୍ଗ ଉଦୟ ସିଂଦେଓ,… Read More...
National ନେଭେଲିରେ ବଏଲର ଫାଟି ୫ ମୃତ, ୧୭ ଆହତ OPA Jul 1, 2020 0 ଚେନ୍ନାଇ: ତାମିଲନାଡୁର କୁଡ୍ଡାଲୋର ଜିଲା ଅନ୍ତର୍ଗତ ନେଭେଲିରେ ଥିବା ନେଭେଲି ଲିଗନାଇଟ କର୍ପୋରେଶନ(ଏନଏଲସି)ରେ ବୁଧବାର ବଏଲର ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୧୭ ଜଣ ଆହତ ହୋଇଥିବାବେଳେ ସେମାନଙ୍କ… Read More...
Odisha +୨ର ଅବଶିଷ୍ଟ ପରୀକ୍ଷା ବାତିଲ OPA Jul 1, 2020 0 ଭୁବନେଶ୍ୱର: ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା । ଆଉ ଦେବାକୁ ପଡିବନି ବଳକା ଥିବା ପରୀକ୍ଷା । ତାଲାବନ୍ଦ ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା । ପରୀକ୍ଷା ବାତିଲ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ… Read More...
Odisha କଟକରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ OPA Jul 1, 2020 0 କଟକ : ଆଜି ରାଜ୍ୟରେ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କୁ ମଧ୍ୟରୁ କଟକ ଜିଲ୍ଲାରୁ ୩୨ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକ ମହାନଗର ନିଗମ ଅଞ୍ଚଳରୁ ୭ଟି ଲୋକାଲ କେସ ବାହାରିଥିବା ଜଣାଯାଇଛି।… Read More...