ୱେଷ୍ଟ ଟୁ ଏନର୍ଜି ପ୍ଲାଂଟ ଦ୍ୱାରା ଦିଲ୍ଲୀ ବର୍ଯ୍ୟବସ୍ତୁ ସମସ୍ୟାର ହେବ ସମାଧାନ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଇଣ୍ଡିଆନ୍ ଅଏଲ, ଏନଟିପିସି ଲିମିଟେଡ ଏବଂ ସାଉଥ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ମଧ୍ୟରେ ଦିଲ୍ଲୀର ଓଖଲାରେ ୱେଷ୍ଟ ଟୁ ଏନର୍ଜି ପ୍ଲାଂଟ ଉପରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି । ଏହି…
Read More...

ଆଜିଠୁ ଚାରିଧାମ ଯାତ୍ରା ଆରମ୍ଭ

ଉତ୍ତରାଖଣ୍ଡ: ଜୁଲାଇ ୧ରୁ ଚାରିଧାମ ଯାତ୍ରା ଆରମ୍ଭ କରିଛନ୍ତି ଉତ୍ତରାଖଣ୍ଡ ସରକାର। ତେବେ ଏହି ଯାତ୍ରା କେବଳ ଉତ୍ତରପ୍ରଦେଶର ଲୋକଙ୍କ ପାଇଁ ଆରମ୍ଭ ହେଉଛି। ଦ୍ୱିତୀୟ ରାଉଣ୍ଡରେ ଅନ୍ୟ ରାଜ୍ୟମାନଙ୍କ ସହ କଥାବାର୍ତ୍ତା କରି…
Read More...

ଏବର୍ଷ ମୁମ୍ବାଇ ଲାଲବାଗରେ ହେବନି ଗଣେଷ ଉତ୍ସବ

ମୁମ୍ୱାଇ: କରୋନା ମହାମାରୀ ପାଇଁ ଚଳିତବର୍ଷ ଦେଶେ ଫିକା ପଡ଼ିଛି ପର୍ବପର୍ବାଣୀ । ମୁମ୍ବାଇରେ ଏବର୍ଷ ଗଣେଶ ଉତ୍ସବ ବି ମାନ୍ଦା ରହିବ । ଲାଲବାଗରେ ଚଳିତବର୍ଷ ଗଣେଶ ଉତ୍ସବ ପାଳନ କରାଯିବନି । ଆଜି ଏହି ଘୋଷଣା କରିଛି ଲାଲବାଗଚା…
Read More...

ଆରମ୍ଭ ହେଲା ରଥଟଣା

ପୁରୀ : ବାହୁଡ଼ାରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି । ୧୧ଟା ୨୫ରେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ । ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ୯ଦିନ ଧରି ମାଉସୀ ଘରେ ରହିବା ପରେ ମହାପ୍ରଭୁ…
Read More...

ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଗଞ୍ଜାମ ଜିଲ୍ଲାର ୫୨ ବର୍ଷୀୟ ବ୍ୟକ୍ତି ହୋଇଥିବା ବେଳେ ସେ ପୂର୍ବରୁ କ୍ୟାନସରରେ ଆକ୍ରାନ୍ତ ଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…
Read More...

ନବରଙ୍ଗପୁରରେ ସପ୍ତାହକୁ ୨ ଦିନିଆ ସଟଡାଉନ୍

ନବରଙ୍ଗପୁର: ନବରଙ୍ଗପୁରରେ ସପ୍ତାହକୁ ୨ ଦିନିଆ ସଟଡାଉନ ଘୋଷଣା । ଜୁଲାଇ ୩୧ ଯାଏ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ରହିବ । ଜିଲ୍ଲାପାଳ ଏନେଇ ଘୋଷଣା କରିଛନ୍ତି । ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହ ପୂର୍ବ ପରି…
Read More...

ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ମାଝୀ ଚାକିରିରୁ ହେଲେ ବିଦା

ଭୁବନେଶ୍ୱର: ଶେଷରେ ଚାକିରିରୁ ସବୁଦିନ ପାଇଁ ବିଦା ହେଲେ ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଥାନା ଅଧିକାରୀ ଆନନ୍ଦ ମାଝୀ । ଓଡ଼ିଶା ପୁଲିସ୍ ମହାନିର୍ଦେଶକ…
Read More...

ଆଜିଠୁ କାଉଣ୍ଟରରେ ମିଳିବ ମଦ

ଭୁବନେଶ୍ୱର : ଆଜିଠୁ ଅନଲାଇନ ସହ ଅଫଲାଇନରେ ବି ମିଳିବ ମଦ । ସକାଳ ୭ରୁ ସନ୍ଧ୍ୟା ୬ ଯାଏଁ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ଅନୁମତି ମିଳିଛି । ସେହିପରି ମଦ ଦୋକାନୀଙ୍କ ଲାଇସେନ୍ସ ଫି କୁ…
Read More...

ଜମ୍ମୁ କଶ୍ମୀରରେ ସିଆରପିଏଫ୍ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ

ଜମ୍ମୁ-କଶ୍ମୀର: ସପୋରରେ ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଆହତ ହୋଇଛନ୍ତି ଆଉ ତିନି ଜଣ । ଆତଙ୍କବାଦୀ ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ…
Read More...

ଆଜି ୨୫୧ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬କୁ ବୃଦ୍ଧି

ଭୁବନେଶ୍ୱର: ଆଜି ରାଜ୍ୟରେ ୨୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୦୨ ଜଣ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୫୧ ଜଣଙ୍କ ମଧ୍ୟରୁ ୨୦୮ ଜଣ କ୍ଵାରେଣ୍ଟିନ…
Read More...