Odisha ପୁରୀରୁ ୧୨ କରୋନା ପଜିଟିଭ ଚିହ୍ନଟ OPA Jul 1, 2020 0 ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଗତ ସପ୍ତାହେ ଧରି ଚାଲିଥିବା କୋଭିଡ ଟେଷ୍ଟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମୁଦାୟ ୫୫୬୯ ଜଣଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ… Read More...
Odisha ତିନି ରଥରେ ବିଜେ ହେଲେ ତିନି ଠାକୁର OPA Jul 1, 2020 0 ପୁରୀ: ରଥାରୁଢ ହେଲେ ତିନି ଠାକୁର । ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ପବିତ୍ର ବାହୁଡା ଯାତ୍ରା । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିଥିବା ବିଶ୍ୱ ନୟନ୍ତା… Read More...
Odisha ବାହୁଡାଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ OPA Jul 1, 2020 0 ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ବାହୁଡାଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରଗତି ସହ ମଙ୍ଗଳମୟ ଜୀବନ କାମନା କଲେ ନବୀନ । ଚତୁର୍ଦ୍ଦାମୂର୍ତ୍ତିଙ୍କ କରୁଣାରୁ କଠିନ ସ୍ଥିତି ଦୂର ପାଇଁ କଳେ ବିନତି ।… Read More...
Odisha ଆଜି ପବିତ୍ର ବାହୁଡ଼ା ଯାତ୍ରା OPA Jul 1, 2020 0 ଭୁବନେଶ୍ୱର: ଆଜି ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ବାହୁଡା ଯାତ୍ରା ପାଇଁ ନାକଚଣା ଦ୍ୱାର ନିକଟରେ ତିନି ରଥ ଅପେକ୍ଷା ରତ ରହିଛନ୍ତି । ଏହାସହ… Read More...
Odisha ଜୁଲାଇ ମାସରେ ୫୦% କର୍ମଚାରୀ ଯିବେ ଅଫିସ OPA Jun 30, 2020 0 ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାର ଜୋରଦାର କଟକଣା କରିଛନ୍ତି । ସରକାରୀ କାର୍ଯ୍ୟାଳୟ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଜୁଲାଇ ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ ।… Read More...
Odisha ଇସ୍ପାତ୍ ବ୍ୟବହାରକୁ ବଢାଇବା ପାଇଁ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବା ଦରକାର: ଧର୍ମେନ୍ଦ୍ର ପ୍ରଧାନ OPA Jun 30, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଉଭୟ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଧବାର ଇସ୍ପାତ୍ ମନ୍ତ୍ରଣାଳୟ ପକ୍ଷରୁ… Read More...
Odisha ଅନଲକ ୨.୦ ପାଇଁ ରାଜ୍ୟ ସରକାରଙ୍କ ଜାରି କଲେ ନୂଆ ଗାଇଡଲାଇନ; ଜାଣନ୍ତୁ କ’ଣ ରହିଛି OPA Jun 30, 2020 0 ଭୁବନେଶ୍ୱର: ଏବେ ଦେଶରେ ଆରମ୍ଭ ହୋଇସାରିଛି ଅନଲକ ୨.୦ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ସାଢେ ତିନି ମାସ ହେଲାଣି ଅଦୃଶ୍ୟ ଶତ୍ରୁ ସହ ଲଢେଇ ଚାଲିଛି । ଅନ୍ୟ ରାଜ୍ୟ ତୁଳନାରେ… Read More...
Bignews ଆଜି ୨୪୩ କରୋନା ଆକ୍ରାନ୍ତ ସୁସ୍ଥ OPA Jun 30, 2020 0 ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏକ ଆଶ୍ୱସ୍ତିର ଖବର ମଧ୍ୟ ରହିଛି । ତାହା ହେଲା ରାଜ୍ୟରେ ଆଜି ଆଉ ୨୪୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଜପତି… Read More...
National ଭାରତ ବାୟୋଟେକ୍ ପ୍ରସ୍ତୁତ କଲା ଦେଶର ପ୍ରଥମ କୋଭିଡ୍-୧୯ ପ୍ରତିଷେଧକ ଟୀକା OPA Jun 30, 2020 0 ନୂଆଦିଲ୍ଲୀ: କରୋନା ଭାଇରସ୍ର ମୁକାବିଲା ପାଇଁ ଟିକା ପ୍ରସ୍ତୁତି ଲାଗି ବହୁ ଦେଶ ଅଣ୍ଟା ଭିଡ଼ିଥିବା ବେଳେ ଆମ ଦେଶ ଭାରତ ମଧ୍ୟ ଏହି ଦୌଡ଼ରେ ନିଜକୁ ସାମିଲ୍ କରିଛି। ଶେଷରେ ଆମ ଦେଶ ସ୍ଵକୀୟ ଗବେଷଣା ବଳରେ ପ୍ରଥମ… Read More...
National ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦୀ: ୫ ମାସ ବଢ଼ିଲା ମାଗଣା ରାସନ OPA Jun 30, 2020 0 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା କାଳରେ ଦେଶକୁ ସମ୍ବୋଧିତ କରୁଛନ୍ତି। କୋଭିଡ୍-୧୯ କାରଣରୁ ଦେଶରେ ଉପୁଜିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଷଷ୍ଠ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ… Read More...