Odisha ୨ ଛଦ୍ମବେଶୀ ସେବାୟତ ଗିରଫ OPA Jun 26, 2020 0 ପୁରୀ: ୨ ଛଦ୍ମବେଶୀ ସେବାୟତ ଗିରଫ । ଆଜି ସକାଳେ ସେବାୟତଙ୍କ ପରି ବସ୍ତ୍ର ପିନ୍ଧି ୨ଜଣ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତେବେ ସେବାୟତମାନେ ସେମାନଙ୍କୁ ଚିହ୍ନି ପାରି ପୋଲିସ ଜିମା ଦେଇଥିଲେ ।… Read More...
National ଆଜି ’ଆତ୍ମନିର୍ଭରଶୀଳ ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ OPA Jun 26, 2020 0 ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ’ଆତ୍ମନିର୍ଭରଶୀଳ ଉତ୍ତରପ୍ରଦେଶ ରୋଜଗାର ଅଭିଯାନ’ର ଉଦଘାଟନ କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୧ ଟାରେ ଭିଡିଓ… Read More...
Odisha ୪ ଦିନ ବ୍ରହ୍ମପୁର ସଟ୍ ଡ଼ାଉନ୍ OPA Jun 26, 2020 0 ବ୍ରହ୍ମପୁର: ଗଂଜାମ ଜିଲାରେ ଆଉ ୫୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣ କରୋନା ଯୋଦ୍ଧା ଅଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮ କୁ ବୃଦ୍ଧି ପାଇଛି । ୮… Read More...
Bignews ପୁଣି ୨୧୮ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦କୁ ବୃଦ୍ଧି OPA Jun 26, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୨୧୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା… Read More...
National ସିଟିଇଟି ପରୀକ୍ଷା ବାତିଲ OPA Jun 26, 2020 0 ନୂଆଦିଲ୍ଲୀ: ବାତିଲ ହେଲା ସିଟିଇଟି ପରୀକ୍ଷା । ସିବିଏସ୍ଇ ପକ୍ଷରୁ ଗୁରୁବାର ଦିନ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଆଜି ସିଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିବା ସୂଚନା ମିଳିଛି । କରୋନା ସଂକଟରେ ସାମାନ୍ୟ ସୁଧାର… Read More...
Odisha ପୁଣି ଗଞ୍ଜାମରେ ୫୦ ନୂଆ ପଜିଟିଭି ଚିହ୍ନଟ OPA Jun 26, 2020 0 ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଉ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୮ରେ ପହଞ୍ଚିଛି। ଅବଶ୍ୟ… Read More...
Odisha ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି OPA Jun 26, 2020 0 ପୁରୀ: ଆଜି ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି । ମଧ୍ୟାହ୍ନଧୁପ ସରିବା ପରେ ପଛ ଭୋଗମଣ୍ଡପରେ କରାଯିବ ଏହି ଗୁପ୍ତ ନୀତି । ଏଥିପାଇଁ ଆବଶ୍ୟକ ସାମଗ୍ରୀକୁ ଦତ୍ତ ମହାପାତ୍ର ସେବାୟତଙ୍କୁ ଯୋଗାଇଦିଆଯାଇଛି । ଏମାନେ ୪ ଘଂଟା ଧରି… Read More...
Odisha ରାଜ୍ୟର ଶିଳ୍ପାୟନରେ ଯୁବକଙ୍କ ଆକାଂକ୍ଷାକୁ ପୂରଣ କରୁଛି ମୋଦିଙ୍କ ପୂର୍ବଦୋୟ ନୀତି: ଧର୍ମେନ୍ଦ୍ର ପ୍ରଧାନ OPA Jun 25, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମିଳିତ ଭାବେ ପାରାଦୀପ ଠାରେ ଇଣ୍ଡିଆନ ଅଏଲର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର… Read More...
Odisha ମୋଦି ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କୁ ସ୍ୱାବଲମ୍ବୀ କରିଛି: ଧର୍ମେନ୍ଦ୍ର ପ୍ରଧାନ OPA Jun 25, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କୁ ଆତ୍ମନିର୍ଭର ସହ ସ୍ୱାବଲମ୍ବୀ କରିଛି । ମୋଦି ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ ଅଣାଯାଇଥିବା ନୂତନ… Read More...
Odisha କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ଦିନିକିଆ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ OPA Jun 25, 2020 0 ଭୁବନେଶ୍ୱର: କୋଭିଡ-୧୯ ପରି ଏକ ଅସ୍ୱାଭାବିକ ପରିସ୍ଥିତିରେ ଚାଷ କାର୍ଯ୍ୟକୁ ସଫଳ ଭାବେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଖରିଫ୍ ଚାଷକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଯେପରି ସୁବିଧାରେ… Read More...