ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସୃଷ୍ଟିହେବ ଗ୍ରାମ୍ୟ ଜଙ୍ଗଲ: ବ୍ୟୟ କରାଯିବ ୧୪ କୋଟି

ଭୁବନେଶ୍ୱର: ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯିବ । ଏ ନେଇ ଆଜି ପଂଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ…
Read More...

ଜୁଲାଇ ୨୪ରେ ରିଲିଜ୍‌ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ “ଦିଲ୍‌ ବେଚାରା”

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ତାଙ୍କ କ୍ୟାରିୟରକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ। କିନ୍ତୁ ତାଙ୍କ ଆତ୍ମହତ୍ୟା ଘଟଣା ଏ ସବୁଥିରେ ପୁର୍ଣ୍ଣଚ୍ଛେଦ ପକାଇଛି। ଏଥିସହ ଅଭିନେତାଙ୍କୁ ପ୍ରଶଂସକଙ୍କଠାରୁ ଦୂରେଇ…
Read More...

‘ଫେୟାର ଆଣ୍ଡ ଲଭଲି’ରୁ ହଟିବ ‘ଫେୟାର’

ନୂଆଦିଲ୍ଲୀ: ବଡ କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ନିଜ ବ୍ରାଣ୍ଡ ଫେୟାର ଆଣ୍ଡ ଲଭଲୀର ନାଁକୁ ପରିବର୍ତ୍ତନ କରିବାକୁ ଯାଉଛି । ଫେୟାର ଆଣ୍ଡ ଲଭଲୀରୁ ଫେୟାର ଶବ୍ଦଟିକୁ ହଟାଇବାର ଆଲୋଚନା ଚାଲିଥିବା କମ୍ପାନୀ ପକ୍ଷରୁ…
Read More...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ଗୁରୁବାର ରାଜ୍ୟରେ ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ମୋଟ ୪୨୯୧ଜଣ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି ।ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର…
Read More...

ଗଞ୍ଜାମରେ ଓଡ଼ିଆ ପ୍ରବାସୀଙ୍କୁ ପିଟି ପିଟି ହତ୍ୟା ଘଟଣା: ୧୪ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ହାତୀଗଡ଼ା ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବାସୀ ଫେରନ୍ତା ଓଡ଼ିଆ ଯୁବକ ଅରୁଣ ଗୌଡ଼ଙ୍କୁ ଗାଁ ଦାଣ୍ଡରେ ଠେଙ୍ଗାରେ ପିଟି ପିଟି ହତ୍ୟା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ…
Read More...

ଲାଞ୍ଚ ନେଇ ଧରାପଡିଲେ ଏସଆଇ

ଭୁବନେଶ୍ୱର: ଚାକିରୀ ଆରମ୍ଭ କରୁ କରୁ ଲାଞ୍ଚ ନେଇ ଧରାପଡିଲେ ପୋଲିସ ବାବୁ । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ପ୍ରୋବେସନରେ ଥିବା ଏସଆଇ । ଗଂଜାମ ଜଗନ୍ନାଥପ୍ରସାଦ ଥାନା ପ୍ରୋବେସନ ଏସଆଇ ସିଦ୍ଧାର୍ଥ ଗୌଡ…
Read More...

ବିହାର ପୁଲିସ୍ କଂଗ୍ରେସ ନେତା ସିଦ୍ଧୁଙ୍କ ବାସଭବନ ସମ୍ମୁଖରେ ଲଗେଇଲା ନୋଟିସ୍‌

ଅମୃତସର: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ବିହାର ପୁଲିସ ଠାରୁ ଏକ ନୋଟିସ୍‌କୁ ଗ୍ରହଣ କରିବା ପାଇଁ ଦୀର୍ଘ ସପ୍ତାହେ କାଳ ଧରି ଚକ୍‌ମା ଦେଖାଇବା ପରେ ଶେଷରେ ବିହାର ପୁଲିସ୍‌ ଅନୋନ୍ୟପାୟ ତାଙ୍କ ଘର ବାହାରେ ନୋଟିସ୍‌…
Read More...

ବ୍ୟାଙ୍କ ମ୍ୟାନେଜରଙ୍କୁ କରୋନା, ସିଲ ହେଲା ବ୍ୟାଙ୍କ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ଏସବିଆଇ ମୁଖ୍ୟ ଶାଖାର ମ୍ୟାନେଜର କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି ।ମ୍ୟାନେଜରଙ୍କ କରୋନା ପଜିଟଭ ରିପୋର୍ଟ ଆସିବା ପରେ ସେ କାର୍ଯ୍ୟ କରୁଥିବା ବ୍ୟାଙ୍କକୁ ଜିଲ୍ଲା ପ୍ରଶାସନ ଦ୍ୱାରା…
Read More...

ବାତିଲ୍ ହେଲା ସିବିଏସଇ ଦଶମ, ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ବୁଧବାର ଦିନ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ…
Read More...