ସିଲ୍ ହେଲା ଗଜପତି କୋଚିଂ ସେଣ୍ଟର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗରର ଗଜପତି ନଗରରେ ଥିବା ଏକ କୋଚିଂ ସେଣ୍ଟରକୁ ଆଜି ସିଲ୍ କରାଯାଇଥିବା ଜଣାଯାଇଛି। କୋଭିଡ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ଜିଲ୍ଲା ପ୍ରଶାସନ ଏହାକୁ ସିଲ୍ କରିଥିବାର ଖବର ମିଳିଛି।…
Read More...

ଆଜି ଭୁବନେଶ୍ୱରରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗୁରୁବାର ଏକାଥରକେ ୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୫ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୩ଟି ସ୍ଥାନୀୟ ମାମଲା ରହିଥିବା ନେଇ ଭୁବନେଶ୍ୱର…
Read More...

ଜୁଲାଇ ୩୧ ପରେ ସ୍କୁଲ ଖୋଲିବାକୁ ନେଇ ନିଷ୍ପତ୍ତି

ଭୁବନେଶ୍ୱର : ଜୁଲାଇ ୩୧ତାରିଖ ପରେ ସ୍କୁଲ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ । ଯୁକ୍ତ ୨ ର ବାକି ଥିବା ପରୀକ୍ଷା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ରାଜ୍ୟରେ ୬୦ ଲକ୍ଷ ପିଲା ଥିବା ବେଳେ ମାତ୍ର ୨୨…
Read More...

ଲାଲବାହିନୀଙ୍କ ଲାଲ ଆତଙ୍କ; ପୋଡ଼ିଦେଲେ ୬ ଗାଡ଼ି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ଗତକାଲି ରାତିରେ ନକ୍ସଲ ଉତ୍ପାତ ମଚାଇଥିବାର ସୂଚନା ମିଳିଛି। ରାସ୍ତା କାମ ଚାଲିଥିବା ବେଳେ ସଶସ୍ତ୍ର ନକ୍ସଲ ପହଞ୍ଚି ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି…
Read More...

ଅନ୍‌ଲାଇନ୍ ପାଠପଢ଼ା ନେଇ ଗଢ଼ାଯାଇଛି ୪ଟି କମିଟି

ଭୁବନେଶ୍ୱର: ଅନ୍‌ଲାଇନ୍ ପାଠପଢ଼ା ନେଇ ଅଣ୍ଟା ଭିଡ଼ିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଅନ୍‌ଲାଇନ୍ ପାଠପଢ଼ା ସହିତ ଡିଜିଟାଲ୍ ପାଠ୍ୟସାମଗ୍ରୀ ପ୍ରସ୍ତୁତ କରିବାକୁ ୪ଟି କମିଟି ଗଢ଼ାଯାଇଛି । ଏକାଦଶ ଏବଂ ଦ୍ୱାଦଶ…
Read More...

ପାରାଦୀପ ଆଇଓସିଏଲରେ ପିଏଡିସି ଉଦ୍‌ଘାଟିତ

ଭୁବନେଶ୍ୱର : ଓଡିଶା ଏବଂ ପୂର୍ବ ଭାରତରେ ପଲିମର ଶିଳ୍ପର ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପାରାଦୀପଠାରେ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପ୍ରଡକ୍ଟ ଆପ୍ଲିକେଶନ ଆଣ୍ଡ ଡେଭେଲପମେଣ୍ଟ…
Read More...

୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର୍‌ ଠାରେ ଗୁରୁବାର ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳିବିନିମୟରେ ନିହତ ହୋଇଛନ୍ତି ଦୁଇଜଣ ଆତଙ୍କବାଦୀ।ଜମ୍ମୁ ଓ କଶ୍ମୀର ପୁଲିସ,…
Read More...

ଜୁଲାଇ ୩୧ ଯାଏଁ ଲକ୍‌ଡାଉନ ଅବଧି ବଢ଼ାଇଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ବଢ଼ିଲା ଲକ୍‌ଡାଉନ। ଜୁଲାଇ ୩୧ ଯାଏଁ ଲକ୍‌ଡାଉନ ବୃଦ୍ଧି କରିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ସୁବେରେ ଲଗାତର ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି…
Read More...

ଆଜିଠୁ ମାଷ୍ଟର କ୍ୟାଣ୍ଟିନରୁ ପିପିଲି ଯାଏଁ ଗଡ଼ିଲା ମୋ ବସ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ପିପିଲି ପର୍ଯ୍ୟନ୍ତ ଆରମ୍ଭ ହେଲା ବିଧିବଦ୍ଦଭାବେ ମୋ ବସ ସେବା । ପ୍ରତିଦିନ ସକାଳ ୭ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ସେବା ଲୋକେ ପାଇପାରିବେ । ପ୍ରତି ୪୦…
Read More...

ପୁଣିଥରେ ମିଜୋରାମରେ ଭୂକମ୍ପ ଝଟକା

ମିଜୋରାମ: ମିଜୋରାମରେ ବୁଧବାର ରାତିରେ ପୁଣି ଥରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୫ ରହିଛି । ବୁଧବାର ବିଳମ୍ବିତ ରାତି ପ୍ରାୟ ୧ଟା ୧୪ମିନିଟ୍ ସମୟରେ ମିଜୋରାମର ପୁଣି ଥରେ…
Read More...