Bignews ପୁଣି ୨୮୨ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨କୁ ବୃଦ୍ଧି OPA Jun 24, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୨୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୫୬ ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଆସିଥିବାବେଳେ ୨୬ଟି ସ୍ଥାନୀୟ କେସ ବୋଲି ଜଣାପଡିଛି । ସେହିପରି ଏମାନଙ୍କ… Read More...
National ୧ କୋଟି ଲୋକଙ୍କୁ ଚାକିରୀ ଦେବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ OPA Jun 24, 2020 0 ଲକ୍ଷ୍ନୌ: ବିଶ୍ୱାସ ନ ହେଲେ ବି ସତ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧କୋଟି ଲୋକଙ୍କୁ ଚାକିରି ଦିଆଯିବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତାରେ ଜୁନ ୨୬ରେ ବିଧିବଦ୍ଧ ଭାବେ… Read More...
Entertainment ହସ୍ପିଟାଲରେ ଭର୍ତ୍ତି ହେଲେ ସରୋଜ ଖାନ OPA Jun 24, 2020 0 ମୁମ୍ବାଇ : ଭେଟରାନ କୋରିୟଗ୍ରାଫର ସରୋଜ ଖାନ୍ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭୧ ବର୍ଷୀୟ ସରୋଜ ବାନ୍ଦ୍ରା ସ୍ଥିତ ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି ହେବା… Read More...
Odisha ଆଜି ଗଞ୍ଜାମରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ OPA Jun 24, 2020 0 ଗଞ୍ଜାମ : ରାଜ୍ୟରେ ବିଭିନ୍ନ ଜିଲାରେ କରୋନା ଭୂତାଣୁ ନିଜର କାୟା ବିସ୍ତାର କରୁଥିବା ବେଳେ ଗଞ୍ଜାମରେ ଆଜି ନୂତନ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା କେବଳ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧କୁ… Read More...
Odisha ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି OPA Jun 24, 2020 0 ପୁରୀ: ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ ନୀତି । ଆଜି ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ । ଅପରାହ୍ନ ୨ଟା ସୁଦ୍ଧା ଆଡପ ମଣ୍ଡପ ବିଜେ ନୀତି ସରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି… Read More...
Odisha କରୋନା ସମୟରେ ଉଜ୍ଜଳା ଯୋଜନାର ଶତପ୍ରତିଶତ ସଫଳ କ୍ରିୟାନ୍ୱୟନ: ଧର୍ମେନ୍ଦ୍ର ପ୍ରଧାନ OPA Jun 23, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମହାମାରୀ ସଂକଟ ସମୟରେ ଦେଶରେ ଉଜ୍ଜଳା ଯୋଜନାର ଶତ ପ୍ରତିଶତ ସଫଳ କ୍ରିୟାନ୍ୱୟନ କରାଯାଇଛି ବୋଲି ମଙ୍ଗଳବାର ଜାମ୍ମୁ-କାଶ୍ମିର ଜନସମ୍ବାଦ ରାଲି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ… Read More...
Odisha ପୁରୀରେ ରଥଯାତ୍ରା ପାଇଁ ସାରା ବିଶ୍ୱ ଆନନ୍ଦିତ : ଧର୍ମେନ୍ଦ୍ର ପ୍ରଧାନ OPA Jun 23, 2020 0 ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ହଜଖାସ୍ ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହ ପରିବାର ଲୋକ ମଧ୍ୟ ଯାଇଥିଲେ। ଏହି ଅବସରରେ… Read More...
Odisha ସରିଲା ଗୁଣ୍ଡିଚା ଯାତ୍ରା; ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Jun 23, 2020 0 ଭୁବନେଶ୍ୱର: ଶେଷ ହୋଇଛି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା । ତେବେ ଠିକ ଭାବେ ଏହି ଯାତ୍ରା ସଫଳ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି । ସେ ଟୁଇଟ କରି କହିଛନ୍ତି ଯେ , କରୋନା ମହାମାରୀର କଟକଣା… Read More...
Sports ଟେନିସ ଖେଳାଳି ଜୋକୋଭିଚ କରୋନା ସଂକ୍ରମିତ OPA Jun 23, 2020 0 ବେଲଗ୍ରେଡ: ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୩୩ ବର୍ଷୀୟ ଜୋକୋଭିଚ ମଙ୍ଗଳବାର ଏହା ସ୍ପଷ୍ଟ କରିଛନ୍ତି । ଏକଜିଭିଶନ ଚ୍ୟାରିଟ ମ୍ୟାଚ ଅବସରରେ ସେ କରୋନା… Read More...
Odisha ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ OPA Jun 23, 2020 0 ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ବନ୍ତଳା ନିକଟରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଇନୋଭା ସହ ଅନ୍ୟ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଟିଯାକ କାରକୁ ବଡ଼ କ୍ଷତି ପହଞ୍ଚିଛି। ମାତ୍ର ଏହି… Read More...