ଗଲଓ୍ଵାନ ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଲେ ସେନାମୁଖ୍ୟ

ଲେହ : ଭାରତର ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ଵାଣେ ଆଜି ଦୁଇଦିନିଆ ଲେହ ଗସ୍ତରେ ଯାଇ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଆର୍ମି ହସପିଟାଲ ପରିଦର୍ଶନରେ ଯାଇ ଗତ ୧୫…
Read More...

ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ରଥ

ପୁରୀ: ଅପରାହ୍ନ ୫ ଟା ୧୫ ସୁଦ୍ଧା ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିଛନ୍ତି । ପ୍ରଥମେ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ପରେ ସୁଭାଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଥିଲେ, ପରେ ସେବାୟତମାନେ…
Read More...

ଗୁଣ୍ଡିଚା ଯାତ୍ରା ଠିକ ସମୟରେ ଶେଷ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଆଜି ଶୃଙ୍ଖଳା ର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ  ବିଶେଷ କରି ସେବାୟତ , ପୁରୀ ଜିଲ୍ଲା ପଶାସନ ଶ୍ରୀ ମନ୍ଦିର ପଶାସନ, …
Read More...

ହୀରାକୁଦ ବନ୍ଧରୁ ୨୫ରେ ଛଡ଼ାଯିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ହୀରାକୁଦ ବନ୍ଧରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଏ ନେଇ ବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ଜାରି କରିଛନ୍ତି। ଚଳିତବର୍ଷ ସଠିକ ସମୟରେ ମୌସୁମୀ ଆସି ଭଲ ବର୍ଷା…
Read More...

ବ୍ୟର୍ଥ ଯିବନି ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଏ ବଳିଦାନ :ସମୀର ମହାନ୍ତି

ଭୁବନେଶ୍ୱର: ଆଜି ସ୍ୱର୍ଗତଃ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୬୭ତମ ପୂଣ୍ୟତିଥୀ । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ବିଜେପି ନେତୃବୃନ୍ଦ ସତ୍‌ସଙ୍ଗ ବିହାରସ୍ଥିତ ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କରେ…
Read More...

ସୁସ୍ଥ ହେଲେ ଆଉ ୧୨୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୫ କରୋନା ଆକ୍ରାନ୍ତ । ଏହାସହ ମୋଟ ସୁସ୍ଥ ସଂଖ୍ୟା ୩୯୮୮ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।ଆଜି…
Read More...

ଗୁଣ୍ଡିଚା ମନ୍ଦିରରେ ପହଂଚିଲା ତାଳଧ୍ୱଜ ରଥ

ପୁରୀ: ଆଜି ବଡ ଠାକୁରଙ୍କ ବଡଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଲେ ବଡଠାକୁର ପ୍ରଭୁ ବଳଭଦ୍ର । ଗୁଣ୍ଡିଚା ମନ୍ଦିରରେ ଲାଗିଲା ବଡଠାକୁରଙ୍କ ତଳଧ୍ୱଜ ରଥ । ଅପରାହ୍ନ ୩ଟା ୫୨ରେ ରଥ ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ…
Read More...

ଭୁବନେଶ୍ୱରରୁ ୨ ଓ କଟକରୁ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବା ରେ ଲାଗିଛି  । ଏବେ ତ ରାଜଧାନୀକୁ ବି କରୋନା ଫେରିଛି । ପ୍ରତ୍ୟେକ ଦିନ ରାଜଧାନୀରୁ କିଛି ନା କିଛି କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଏହି…
Read More...

ଲୋକସେବା ଭବନରେ ରଥଯାତ୍ରା ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ଘୋଷଯାତ୍ରା । ବଡ଼ଦାଣ୍ଡରେ ମାଉସୀ ମା ମନ୍ଦିର ଅଭିମୁଖେ ଗଡ଼ୁଛି ତିନି ରଥ । କଟକଣା ଓ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । କେବଳ ସେବାୟତ ଓ ପୋଲିସ କର୍ମଚାରୀ ରଥ ଟାଣିଛନ୍ତି । ତେବେ…
Read More...

କୋଭିଡ୍‌-୧୯ ଔଷଧ ବାହାର କରିଛନ୍ତି ବୋଲି ଦାବି କଲେ ବାବା ରାମଦେବ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଦାବି କରିଛନ୍ତି ଯେ କୋଭିଡ୍‌-୧୯ ବିରୋଧରେ ସେ ପ୍ରଥମ ଔଷଧ ବାହାର କରିଛନ୍ତି। ସେହି ଔଷଧ ଖାଇଲେ ୭ ଦିନ ମଧ୍ୟରେ କରୋନା ପରି ଭାଇରସ୍‌ରୁ ଆରୋଗ୍ୟ ଲାଭ କରିହେବ। ଏହି ବିଷୟରେ ଆହୁରି…
Read More...