National ବିଜେପି ସାଂସଦ ପ୍ରଜ୍ଞା ଠାକୁର ଅସୁସ୍ଥ OPA Jun 23, 2020 0 ଭୋପାଳ: ଭୋପାଳର ବିଜେପି ସାଂସଦ ସ୍ଵାଧୀ ପ୍ରଜ୍ଞା ସିଂ ଠାକୁର ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ହଠାତ ସଭା ମଝିରେ ବେହୋସ… Read More...
Odisha ବଡଦାଣ୍ଡରେ ରଥ ଗଡିଲା OPA Jun 23, 2020 0 ପୁରୀ: ବଡଦାଣ୍ଡରେ ଗଡିଲା ରଥ । ପ୍ରଥମେ ବଡ ପ୍ରଭୁ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଛି । ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି। ବିନା ଭକ୍ତରେ ଆଗକୁ ଆଗକୁ… Read More...
Bignews କରୋନା ନେଲା ଆଉ ୩ ଜଣଙ୍କ ମୁଣ୍ଡ OPA Jun 23, 2020 0 ଭୁବନେଶ୍ୱର: ବିଗତ ୪ ଦିନ ହେଲା ରାଜ୍ୟରେ କ୍ରମାଗତ ଭାବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ପରିଲକ୍ଷିତହେଉଛି । ଗତ ୪ଦିନ ମଧ୍ୟରେ କରୋନା ସଂକ୍ରମଣରେ ଜୀବନ ହାରିଲେଣି ୬ ଜଣ ଆକ୍ରାନ୍ତ । ଏଣେ ଆଜି ରାଜ୍ୟରେ ଆଉ ୩ଜଣଙ୍କର… Read More...
Odisha ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ OPA Jun 23, 2020 0 ଭୁବନେଶ୍ୱର: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ 'ରଥଯାତ୍ରା' । ଏହି ଅବସରରେ ସାରା ରାଜ୍ୟରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ ।ଚଳିତ ବର୍ଷ କରୋନା ମହାମାରୀ କଟକଣା… Read More...
Bignews ପୁଣି ୧୬୭ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି OPA Jun 23, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା… Read More...
Odisha ତିନି ରଥରେ ଚାଲିଛି ଛେରା ପହଁରା ନୀତି OPA Jun 23, 2020 0 ପୁରୀ: ଆଜି ରଥଯାତ୍ରା । ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ଭକ୍ତଶୂନ୍ୟ ରଥଯାତ୍ରା । ଚତୁର୍ଦ୍ଦାମୂର୍ତ୍ତିଙ୍କ ଗୋଟିଏ ପରେ ଗୋଟିଏ ନୀତି ଚାଲିଛି । ତିନି ରଥରେ ଚାଲିଛି ଛେରା ପହଁରା ନୀତି । ତେବେ ବର୍ତ୍ତମାନ… Read More...
Odisha ପହଣ୍ଡି ବିଜେ ପରେ ରଥାରୂଢ଼ ୩ ଠାକୁରଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ OPA Jun 23, 2020 0 ପୁରୀ: ପହଣ୍ଡି ବିଜେ ପରେ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଛନ୍ତି। ସେ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଛନ୍ତି। ଆଜି କୋଟି ପ୍ରାଣର ସ୍ପନ୍ଦନ… Read More...
Odisha ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅମିତ ଶାହା OPA Jun 23, 2020 0 ନୂଆଦିଲ୍ଲୀ: ଦେଶବାସୀଙ୍କୁ ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ।ଟୁଇଟ କରି ରାଷ୍ଟ୍ରପତି ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ… Read More...
Odisha ଗଜପତି ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା OPA Jun 23, 2020 0 ପାରଳାଖେମୁଣ୍ଡି: ପୁରୀ ବ୍ୟତୀତ ଆଉ କେଉଁଠାରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଗଜପତି ଜିଲ୍ଲାର ସବୁ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଲାଗୁ କରାଯାଇଛି। ଜିଲ୍ଲାପାଳ ଅନୁପମ ସାହା… Read More...
Odisha ସରିଲା ପହଣ୍ଡି; ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି OPA Jun 23, 2020 0 ପୁରୀ: ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ… Read More...