Corporate ପୁଣି ବଢ଼ିଲା ତେଲ ଦର OPA Jun 22, 2020 0 ଭୁବନେଶ୍ୱର: ପୁଣି ବଢ଼ିଲା ତେଲ ଦର। ଭୁବନେଶ୍ୱର ଓ କଟକରେ ପେଟ୍ରୋଲ ଦର ୮୦ ଟଙ୍କାରେ ପହଞ୍ଚିଛି। ଆଜି ପେଟ୍ରୋଲ ଲିଟର ପିଛା ୩୩ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୫୮ ପଇସା ବୃଦ୍ଧି ପାଇଛି। ତେଲ ଦର ଗତ ୧୬ ଦିନ ହେଲା… Read More...
Odisha ଝାରସୁଗୁଡାରେ ସୁପର ସ୍ପ୍ରେଡର ମହିଳା OPA Jun 22, 2020 0 ଝାରସୁଗୁଡା: ଝାରସୁଗୁଡାରେ ଜଣେ ମହିଳା ପାଲଟିଲେ ସୁପର ସ୍ପ୍ରେଡର। ଗୁରୁଗ୍ରାମରୁ ଆସିଥିବା ଏହି ମହିଳାଙ୍କ ସଂସ୍ପର୍ଶରେ ଆସି ବ୍ରଜରାଜନଗରର ୧୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।ମହିଳାଜଣଙ୍କ ହୋମ୍… Read More...
National ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ରାଜନାଥ ସିଂହ OPA Jun 22, 2020 0 ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ଯାଉଛନ୍ତି । ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଭିତରେ ପ୍ରତିରକ୍ଷା ମନ୍ତ୍ରୀ ଋଷିଆ ଗସ୍ତରେ ଯାଉଛନ୍ତି । ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ସେ ଯୋଗ… Read More...
Odisha ଆଜି ରଥରେ ହେବ ଆଜ୍ଞାମାଳ ବିଜେ ନୀତି OPA Jun 22, 2020 0 ପୁରୀ : ରଥଯାତ୍ରା ହେବ କି ନାହିଁ ସେ ନେଇ ଭକ୍ତମାନଙ୍କ ମଧ୍ୟରେ ଲାଗି ରହିଛି ଦ୍ୱନ୍ଦ୍ୱ । ଏଥର ବଡ଼ଦାଣ୍ଡରେ ରଥ ଗଡ଼ିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ରାୟ ଦେଇଥିଲେ। ମାତ୍ର ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ… Read More...
Odisha ଗଞ୍ଜାମରୁ ପୁଣି ୩୨ କରୋନା ପଜିଟିଭ ଚିହ୍ନଟ OPA Jun 22, 2020 0 ଗଞ୍ଜାମ: ସୋମବାର ଗଞ୍ଜାମ ଜିଲ୍ଲାରୁ ଆଉ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୯୨୫ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୭୦ଜଣ ଆକ୍ରାନ୍ତ ସୁସ୍ଥ… Read More...
Odisha ଗଜପତି ମହାରାଜ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅନୁରୋଧ ଏବଂ ଅପେକ୍ଷାକୁ ପାଳନ କରନ୍ତୁ ରାଜ୍ୟ ସରକାର :ସମୀର ମହାନ୍ତି OPA Jun 21, 2020 0 ଭୁବନେଶ୍ୱର: ରଥଯାତ୍ରା ଓ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିଶେଷ ଭୂମିକା ରହିଛି । ଏ ଦୁଇ ଆସ୍ଥା କେନ୍ଦ୍ର ଯେଉଁ ଅନୁରୋଧ ଓ ଅପେକ୍ଷା ରଖୁଛନ୍ତି ରାଜ୍ୟ ସରକାର… Read More...
Odisha ଦେଶର ସୈନିକଙ୍କ ମନୋବଳକୁ ଦୃଢ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ OPA Jun 21, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଦେଖାଯାଇଥିବା ବେଳେ ଏହି ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବୀର ସୈନିକ ମାନଙ୍କ ମନୋବଳକୁ ଦୃଢ କରିଛନ୍ତି । ଦେଶର ଅଖଣ୍ଡତାକୁ ସୁରକ୍ଷା ଦେବା… Read More...
National ୩ ସେନାକୁ ୫୦୦ କୋଟି ଟଙ୍କାର ଏମେରଜେନ୍ସି ଫଣ୍ଡ OPA Jun 21, 2020 0 ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଉଗ୍ର ହେବାରେ ଲାଗିଛି । ଏହାକୁ ଦେଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ରବିବାର ନେଇଛନ୍ତି । ନରେନ୍ଦ୍ର ମୋଦି ସରକାର ୩ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ଏବଂ ଯୁଦ୍ଧ ପ୍ରସ୍ତୁତି… Read More...
Odisha ୨୩ରୁ ଭୁବନେଶ୍ୱରରୁ ପିପିଲିକୁ ମୋ ବସ୍ ସେବା OPA Jun 21, 2020 0 ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ଅର୍ଥାତ ଜୁନ୍ ୨୩ରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ପିପିଲିକୁ ଗଡ଼ିବ ମୋ ବସ୍ । ଏହି ରୁଟ୍ର ବ୍ୟବଧାନ ୨୪.୮ କି.ମି. । ପୂର୍ବରୁ ପିପିଲିକୁ ସିଟି ବସ ଚଲାଇବା ନିମନ୍ତେ ସ୍ଥାନୀୟ ଲୋକମାନେ ଦାବି… Read More...
National କରୋନାର ନୂତନ ନାମ ରଖିଲେ ଟ୍ରମ୍ପ୍ OPA Jun 21, 2020 0 ୱାସିଂଟନ୍: ଶନିବାର ଦିନ କରୋନାଭାଇରସ୍କୁ ‘କୁଙ୍ଗ୍ ଫ୍ଲୁ’ କହି ବିଶ୍ୱରେ ଏହାର ବିସ୍ତାର ପାଇଁ ପୁଣି ଚୀନ୍ ଉପରେ ଦୋଷାରୋପ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍। କରୋନାଭାଇରସ୍… Read More...