ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର:  ରବିବାର ରାଜ୍ୟରେ ୧୮୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩୭୨୦କୁ ବୃଦ୍ଧି ପାଇଛି ।ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ…
Read More...

ରଥଯାତ୍ରା ପାଇଁ ସମ୍ବିତ ପାତ୍ର ଦାଖଲ କଲେ ପିଟିସନ୍

ଭୁବନେଶ୍ୱର :ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।ଆସନ୍ତା 23 ଜୁନ 2020 କୁ ଅନୁଷ୍ଠିତ…
Read More...

ଡି.ଏ.ଭି ପବ୍ଲିକ୍ ସ୍କୁଲ ୟୁନିଟ-୮ରେ ଅନ୍ତର୍ଜାତୀୟ ଯୋଗ ଶିବିର

ଭୁବନେଶ୍ୱର: ସାଂପ୍ରତିକ ସର୍ବବ୍ୟାପୀ ମାରାତ୍ମକ କରୋନା ଭୂତାଶୁ ସଂକ୍ରମଣ ଜନିତ କଟକଣାକୁ ଦୃଷ୍ଟିରେ ରଖି ଡି.ଏ.ଭି ପବ୍ଲିକ ସ୍କୁଲ ୟୁନିଟ-୮ରେ ଡିଜିଟାଲ ପ୍ଲାଟଫର୍ମରେ ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।…
Read More...

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବିହାରରୁ ସ୍ପେଶାଲ୍ ଲିଚୁ ନେଇ ଦିଲ୍ଲୀ ଆସିଥିବା…

ନୂଆଦିଲ୍ଲୀ : ବିହାର ମୁଜାଫରପୁରରେ କୃଷି ବିଭାଗର ଜଣେ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉକ୍ତ ଅଧିକାରୀ ଜଣଙ୍କ କିଛି ଦିନ ପୂର୍ବରୁ ସ୍ପେଶାଲ ଲିଚୁ ନେଇ ଦିଲ୍ଲୀ ସ୍ଥିତ ବିହାର ଭବନ ଯାଇଥିଲେ । ଏହି ଲିଚୁ ଉପହାର…
Read More...

ଆଜି ରାଜଧାନୀରୁ ଜଣେ ଓ କଟକରୁ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର/କଟକ : ଗୋଟିଏ ଦିନରେ ରାଜଧାନୀରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ ୭ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହି ନୂତନ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ୭୩ ବର୍ଷ…
Read More...

କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ସଦର ରେଞ୍ଜ୍ ବୁଦ୍ଧିଆପାଟଣାର ଏକ କୂଅ ଭିତରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯିବା ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ସୂଚନା ଅନୁଯାୟୀ, ଆଠଗଡ଼ ସଦର ରେଞ୍ଜ୍ ଅନ୍ତର୍ଗତ…
Read More...

କରୋନା ନେଲା ଆଉ ୨ଜଣଙ୍କ ମୁଣ୍ଡ; ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ସବୁଠୁ ବଡ଼ ଖବର ଆସି ପହଂଚିଛି । ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାି ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଜଣେ ମୃତକ ବରଗଡ଼ ଜିଲ୍ଲାର…
Read More...

ଆଜି ସର୍ବାଧିକ ୩୦୪ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ ୩୦୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା…
Read More...

ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସୋପିଆନ୍ ଜିଲ୍ଲାରେ ରବିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ନ୍ୟୁଜ ଏଜେନ୍ସି ଏଏନଆଇ ରିପୋର୍ଟରୁ ଜଣାପଡିଛି ।…
Read More...

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣାରେ କାଉଡ଼ିଆ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣାରେ କାଉଡ଼ିଆ ଯାତ୍ରା ସ୍ଥଗିତ ରଖାଯାଇଛି । ମହାମାରୀ କରୋନା ଭାଇରସ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏନେଇ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ…
Read More...