ଉମରକୋଟର ଦୁଇଟି ଗାଁ’କୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା

ନବରଙ୍ଗପୁର : ଉମରକୋଟର ଦୁଇଟି ଗାଁ'କୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ର କାରଗାଁ'ମାଝିସାହି ଓ ଭଣ୍ଡାରୀଗୁଡ଼ା ଟିଏମ୍‌ସିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।…
Read More...

୧୮ ହଜାର ଫୁଟ ଉଚ୍ଚସ୍ଥାନରେ ଯୋଗମୁଦ୍ରାରେ ଯବାନ

ନୂଆଦିଲ୍ଲୀ :ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଯୋଗ କରିଛନ୍ତି ଭାରତୀୟ ଯବାନ । ସୀମାକୁ ସୁରକ୍ଷା ଦାୟିତ୍ବରେ ମୁତୟନ ଯବାନମାନେ ଯୋଗମୁଦ୍ରାରେ ନଜର ଆସିଛନ୍ତି । ଲଦଖ ଓ ଜମ୍ମୁ କାଶ୍ମୀର ସୀମାରେ ଇଣ୍ଡୋ-ତିବେତାନ୍ ବୋର୍ଡର ପୋଲିସ…
Read More...

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା । ଯୋଗ ଦିବସ ଏକ୍‌ଜୁଟ୍ ହେବା ଦିନ । ବିଶ୍ୱ ଭାତୃତ୍ୱର ଦିନ । ଆଜିର ଦିନକୁ ଭାବାତ୍ମକ ଦିନ କହିଲେ ଭୂଲ୍ ହେବନି…
Read More...

ଆଜି ସୂର୍ଯ୍ୟୋପରାଗ: ଓଡ଼ିଶାରେ ଆଂଶିକ ଦୃଶ୍ୟମାନ

ଭୁବନେଶ୍ୱର : ଆଜି ଦୃଶ୍ୟମାନ ହେବ ବିରଳ ସୂର୍ଯ୍ୟୋପରାଗ ହେବ । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟମାନ ହେବ । ଗ୍ରହଣର ସ୍ଥିତିକାଳ ଓଡ଼ିଶାରେ ୩ ଘଣ୍ଟା ୩୧ ମିନିଟ୍‌ଠାରୁ ୩ ଘଣ୍ଟା ୩୩ ମିନିଟ୍‌ ରହିବ । ଏଥିନିମନ୍ତେ ଗ୍ରହଣ ସ୍ପର୍ଶର…
Read More...

ଆଜି ବିଶ୍ୱ ପିତୃ ଦିବସ

ଭୁବନେଶ୍ୱର: 'ବାପା' ଶଦ୍ଦଟି ସନ୍ତାନ ପାଇଁ ମହାନ । ସନ୍ତାନ ଯଦି ମା'ଙ୍କ ଠାରୁ ସଂସ୍କାର ଶିଖେ ତେବେ ବାପାଠାରୁ କିଭଳି ଦୁନିଆରେ ନିଜକୁ ସଫଳ କରାଇବ ତାର ଉପଯୁକ୍ତ ଜ୍ଞାନ ପାଇବା ପାଇଁ ଆବଶ୍ୟକ କରିଥାଏ । ପିତା ହିଁ ଗୋଟିଏ…
Read More...

ପୁଣି ଗଞ୍ଜାମରୁ ୧୦ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ରାଜ୍ୟରେ ଗତ କିଛି ଦିନ ହେବ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ପୁଲିସ୍ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭଳି କରୋନା ଯୋଦ୍ଧାମାନଙ୍କଠାରେ ସଂକ୍ରମଣ ଦେଖିବାକୁ ମିଳିଛି।  ପୁଣି ଗଞ୍ଜାମ ଜିଲ୍ଲାର ୧୦ଜଣ କରୋନା ଯୋଦ୍ଧା…
Read More...

ପୁଣି କଟକରୁ ୧୫ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି କଟକ ଜିଲ୍ଲାରେ ପୁଣି ୧୫ ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଡମପଡ଼ାରେ ୩ ଜଣ, ତିଗିରିଆରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ପରିଚାଳନା ବୈଠକର ନିଷ୍ପତ୍ତି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ଦୁଇ ଦୁଇଟି ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ବିଶ୍ୱପ୍ରସିଦ୍ଧ…
Read More...

ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ : ନରେନ୍ଦ୍ର ସିଂହ ତୋମାର

ଭୁବନେଶ୍ୱର: କୃଷି ଭାରତୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ । ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର କୃଷକଙ୍କ କଲ୍ୟାଣ ପାଇଁ ସର୍ବଦା ଚେଷ୍ଟିତ । ଆଗାମୀ ଦିନରେ ସମଗ୍ର ଭାରତବର୍ଷର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଯୋଜନା…
Read More...

ପୁଲିସ ଡିଜିଙ୍କ ସ୍ୱାଭିମାନ ଅଂଚଳ ଗସ୍ତ

ମାଲକାନଗିରି: ସ୍ୱାଭିମାନ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ିି କରାଯାଉଛି। ମାଲକାନଗିରିରେ ମାଓବାଦୀ ପଛଘୁଂଚା ଦେଇଛନ୍ତି। ଗତ ୬ ମାସ ମଧ୍ୟରେ ୩ଟି ବଡ଼ ଧରଣର ସୁରକ୍ଷା ବ୍ୟବସ୍ଥା ଏହି ଅଂଚଳରେ କରାଯାଇଛି ବୋଲି କହିଛନ୍ତି…
Read More...