ଓଡିଶାକୁ ଘାରିଲା ପଙ୍ଗପାଳ ଭୟ

ଭୁବନେଶ୍ୱର:ପୁଣି ଥରେ ଓଡିଶାକୁ ଘାରିଛି ପଙ୍ଗପାଳ ଭୟ । ମଧ୍ୟପ୍ରଦେଶ ଚାଲିଯାଇଥିବା ପଙ୍ଗପାଳ ଏବେ ପୁଣି ଥରେ ଛତିଶଗଡ ଫେରିଥିବା ନେଇ ସୂଚନା ମିଳିଛି । ତେବେ ପଙ୍ଗଳପାଳ ପାଇଁ ଆମେ ସତର୍କ ତଥା ପ୍ରସ୍ତୁତ ଅଛୁ ବୋଲି…
Read More...

ରଥଯାତ୍ରାକୁ ନେଇ ପୁଣିଥରେ ସୁପ୍ରିମକୋର୍ଟରେ ପିଟିସନ

ଭୁବନେଶ୍ୱର: ଏବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି। ହେଲେ ଏହାକୁ ସାମାନ୍ୟ ପରିବର୍ତ୍ତନ କରିବାକୁ ଶୁକ୍ରବାର ମୋଡିଫିକେସନ୍‌ ପିଟିସନ ଦାୟର ହୋଇଛି। ପକ୍ଷଭୁକ୍ତ ଆବେଦନକାରୀ ଅଫତାବ୍‌…
Read More...

ଭୁବନେଶ୍ୱରରେ ଆଉ ୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରତ୍ୟେକ ଦିନ ରାଜଧାନୀର ବିଭିନ୍ନ ବସ୍ତି ଓ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ଭୁବନେଶ୍ୱରରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ…
Read More...

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ସତ୍ୟନ୍ଦ୍ର ଜୈନଙ୍କର ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ଜଣାପଡିଛି । ଏହି କାରଣରୁ ବର୍ତ୍ତମାନ…
Read More...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ପାଳନ କରାଯିବ: ଗଜପତି ମହାରାଜ

ପୁରୀ: ଆଜି ପୁରୀର ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ସମିତିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ଶ୍ରୀକ୍ଷେତ୍ରରେ ରଥଯାତ୍ରା…
Read More...

ଜନ୍ମମାଟିରେ ପଞ୍ଚଭୂତରେ ଲୀନ ହେଲେ ସହିଦ ନନ୍ଦୁରାମ ସୋରେନ

ରାଇରଙ୍ଗପୁର: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ-ଚୀନ ଲଢ଼େଇରେ ଗତ ସୋମବାର-ମଙ୍ଗଳବାର ରାତି ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ସହିଦ ନନ୍ଦୁରାମ ସୋରେନ ପଞ୍ଚଭୂତରେ ଲୀନ…
Read More...

୧୯ଟି ରାଜ୍ୟସଭା ଆସନ ପାଇଁ ଆଜି ୮ଟି ରାଜ୍ୟରେ ନିର୍ବାଚନ

ନୂଆଦିଲ୍ଲୀ: ଆଜି ସକାଳ ୯ଟାରେ ୧୯ଟି ରାଜ୍ୟସଭା ଆସନ ନିମନ୍ତେ ଆଜି ୮ଟି ରାଜ୍ୟରେ ନିର୍ବାଚନ କରାଯିବ। ଏହି ୧୯ଟି ରାଜ୍ୟସଭା ଆସନରୁ ଆନ୍ଧ୍ରପ୍ରଦେଶ ଏବଂ ଗୁଜରାଟରୁ ୪ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରୁ ୩ଟି…
Read More...

ରଥଯାତ୍ରା ବନ୍ଦ ପ୍ରତିବାଦରେ ଆଜି ପୁରୀ ବନ୍ଦ

ପୁରୀ: ଚଳିତ ବର୍ଷ ହେବନି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ଆଜି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ…
Read More...

ଗୁପ୍ତଧନ ପାଇବା ପାଇଁ ଚାଲିଥିଲା ଗୁପ୍ତ ପୂଜାର୍ଚ୍ଚନା; ଗ୍ରାମବାସୀ ହାତରେ ଧରାପଡ଼ି ଖାଇଲେ ମାଡ

ବୌଦ୍ଧ: ଗୁପ୍ତଧନ ପାଇବା ଆଶାରେ ଚାଲିଥିବା ଗୁପ୍ତ ପୂଜାର୍ଚ୍ଚନା ମହଙ୍ଗା ପଡ଼ିଲା। ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ନିର୍ଧୂମ ଛେଚା ଖାଇଲେ କର୍ତ୍ତା ଓ ପୂଜକ ଗୋଷ୍ଠି। ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା…
Read More...

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ସଙ୍କଟରେ ମଧ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଏବଂ ଡିଜେଲ ଦର। ଲଗାତର ୧୩ ଦିନ ପାଇଁ ବଢିଲା ତୈଳ ଦର । ଆଜି ପେଟ୍ରୋଲ ୫୬ ଓ ଡିଜେଲ ୩୬ ପଇସା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦର ପରେ…
Read More...