Bignews ଆଜି ପୁଣି ୧୬୫ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି OPA Jun 19, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୬୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା… Read More...
Odisha ଓଲଟିଲା ବସ୍, ୧୨ ଯାତ୍ରୀ ଆହତ OPA Jun 19, 2020 0 ମୋହନା: ରାୟଗଡାରୁ କଟକ ଯାଉଥିବା ଏକ ଘରୋଇ ବସ୍ ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ… Read More...
National ସେନାର ବଡ଼ ସଫଳତା: ୮ ଆତଙ୍କବାଦୀ ନିପାତ OPA Jun 19, 2020 0 ଶ୍ରୀନଗର : ଦକ୍ଷିଣ କାଶ୍ମୀରରେ ସେନାଙ୍କୁ ବଡ଼ ସଫଳତା ମିଳିଛି । ସେଠାରେ ଏନକାଉଣ୍ଟରରେ ୮ ଆତଙ୍କବାଦୀ ନିପାତ ହୋଇଛନ୍ତି । ୮ ଆତଙ୍କବାଦୀ ମଧ୍ୟରେ ସୋପିଆନରେ ୫ ଓ ପାମ୍ପୋରରେ ୩ ଆତଙ୍କବାଦୀ ଟଳିଛନ୍ତି । ଏଥିସହିତ ସେଠାରେ ଆଉ… Read More...
Bignews ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର OPA Jun 18, 2020 0 ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ଷଷ୍ଠଦଶ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଲଦାଖର ଗଲୱାନ ଉପତ୍ୟକାରେ ସହୀଦ ହୋଇଥିବା ଓଡ଼ିଶାର ୨ଜଣ ଯବାନ ନନ୍ଦୁରାମ ସୋରେନ… Read More...
Odisha ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ OPA Jun 18, 2020 0 ଭୁବନେଶ୍ୱର: ପୂର୍ବ ଲଦ୍ଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ଘୋମାଘୋଟ ଲଢ଼େଇରେ ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍ଙ୍କ ପାର୍ଥିବ ଶରୀରରେ ରାଜ୍ୟପାଲ ପ୍ରଫେସର ଗଣେଶୀ ଲାଲ ଓ… Read More...
Odisha ଭୁବନେଶ୍ୱରରେ ପହଁଚିଲା ସହିିଦ ୨ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର OPA Jun 18, 2020 0 ଭୁବନେଶ୍ୱର: ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଲଢ଼େଇରେ ଗତ ସୋମବାର-ମଙ୍ଗଳବାର ରାତି ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ… Read More...
National ଗରିବ କଲ୍ୟାଣ ଯୋଜନାରେ ୧୧୬ ଜିଲ୍ଲାର ୨୯ ଲକ୍ଷ ଲୋକଙ୍କୁ କାମ ମିଳିବ: କେନ୍ଦ୍ର ଅର୍ଥମନ୍ତ୍ରୀ OPA Jun 18, 2020 0 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଜୁନରେ 'ଗରିବ କଲ୍ୟାଣ ରୋଜଗାର ଅଭିଯାନ'ର ଶୁଭାରମ୍ଭ କରିବେ । ପ୍ରବାସୀଙ୍କ ପାଇଁ ଖୋଲିଲା ରୋଜଗାରର ବାଟ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି… Read More...
Entertainment ଗଙ୍ଗାରେ ବିସର୍ଜନ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି OPA Jun 18, 2020 0 ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କଲେ ପରିବାର ଲୋକେ । ତାଙ୍କ ବାପା କେ କେ ସିଂହ, ଭଉଣୀ ଶ୍ୱେତା ସିଂହ କୀର୍ତ୍ତିଙ୍କ ସମେତ ପରିବାରର ଅନ୍ୟମାନଙ୍କ ଉପସ୍ଥିତିରେ ତାଙ୍କୁ ଏକ ଭାବପୂର୍ଣ୍ଣ ବିଦାୟ… Read More...
National କରୋନା ପରୀକ୍ଷା ପାଇଁ ମୋବାଇଲ୍ ଲ୍ୟାବ ଲଞ୍ଚ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ OPA Jun 18, 2020 0 ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସ୍ୱାବ ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରାଯାଉଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଦେଖି ଗୁରୁବାର ଦିନ କେନ୍ଦ୍ର… Read More...
Crime ନିଜ ସାନ ଭାଇଙ୍କୁ ମାରିଲା ବଡ ଭାଇ OPA Jun 18, 2020 0 ରାୟଗଡ଼ା: ମୋବାଇଲକୁ ନେଇ କାଶୀପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ମୋବାଇଲ ପାଇଁ ଦୁଇ ଭାଇଙ୍କମଧ୍ୟରେ ଝଗଡା ହେଇଥିଲା। ଶେଷରେ କଥା ହତ୍ୟା ପର୍ଯ୍ୟନ୍ତ ପହଞ୍ଚି ବଡ଼ ଭାଇର ଠେଙ୍ଗା ମାଡରେ ସାନ ଭାଇର ଜୀବନ ଚାଲି ଯାଇଥିବା… Read More...