Odisha ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ୱୀକାର କରିବାକୁ ପଡିବ:ସମୀର ମହାନ୍ତି OPA Jun 18, 2020 0 ଭୁବନେଶ୍ୱର: ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ୱୀକାର କରିବାକୁ ପଡିବ ବୋଲି କହିଛନ୍ତି ବିଜେପି… Read More...
Bignews ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭ କରୋନା ଆକ୍ରାନ୍ତ OPA Jun 18, 2020 0 ଭୁବନେଶ୍ୱର: ଗୁରୁବାର ରାଜ୍ୟରେ ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୧୪୪କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି… Read More...
Odisha ମହିଳା ଏସ୍ଆଇଙ୍କୁ କରୋନା OPA Jun 18, 2020 0 ପୁରୀ: ବ୍ରହ୍ମଗିରି ଥାନାର ମହିଳା ଏସ୍ଆଇ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚୋରି ଘଟଣାରେ ଗିରଫ ହୋଇଥିବା ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ଜଣେ ମୁଖ୍ୟ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ତେବେ ଏହି… Read More...
Odisha ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ସଂପନ୍ନ ହେବ ସେ ନେଇ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡାଯିବ : ଗଜପତି ମହାରାଜ OPA Jun 18, 2020 0 ଭୁବନେଶ୍ୱର: ଆଜି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସ୍ଥଗିତ ରଖିବା ଲାଗି ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯେ ଯଦିଓ ସୁପ୍ରିମକୋର୍ଟଙ୍କ ରାୟ ଦେଶର ସମସ୍ତ ନାଗରିକଙ୍କ ଲାଗି… Read More...
Odisha ପୁଣି ଭୁବନେଶ୍ୱରରୁ ୯ କରୋନା ପଜିଟିଭ୍ ଚିହ୍ନଟ OPA Jun 18, 2020 0 ଭୁବନେଶ୍ୱର: ରାଜ୍ୟ ପାଇଁ ପୁଣି ଏକ ଚିନ୍ତାଜନକ ଖବର । ଆଜି ରାଜଧାନୀ ଭୁବନେଶ୍ୱରରୁ ଆୁ ନୂଆ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ହୋମ୍ କ୍ୱାରେଣ୍ଟାଇନକୁ ୪ ଟି କେସ ରହିଥିବା ବେଳେ ୩ ଜଣ କୋଭିଡ… Read More...
Bignews ଏଥର ହେବନି ବିଶ୍ୱପ୍ରସିଦ୍ଧ ରଥଯାତ୍ରା OPA Jun 18, 2020 0 ଭୁବନେଶ୍ୱର: ଚଳିତ ବର୍ଷ ହେବନାହିଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡରେ ଗଡ଼ିବନି ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ । ଦୀର୍ଘଦିନର ବ୍ୟବଧାନ ପରେ ସାଢେ଼ ୪ କୋଟି ଓଡ଼ିଆ ରଥଯାତ୍ରା ଦେଖିବାରୁ ବଂଚିତ ହେବେ । ରଥଯାତ୍ରା… Read More...
National ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହେଲା ଭାରତ OPA Jun 18, 2020 0 ୱାଶିଂଟନ୍: ବୁଧବାର ଦୁଇ ବର୍ଷ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି ଭାରତ। ଜାତିସଂଘ ସାଧାରଣ ପରିଷଦର ୧୯୩ ଜଣ ସଦସ୍ୟଙ୍କ ମଧ୍ୟରୁ ୧୮୪ ରାଷ୍ଟ୍ରର ଭୋଟ୍ ପାଇବା ପରେ ଭାରତ ନିର୍ବାଚିତ… Read More...
Politics ଓଡିଶା ଯୁବ କଂଗ୍ରେସର ଅନ୍ତରୀଣ ଯୁବ ସଭାପତି ଭାବେ ନୂଆ ଦାୟିତ୍ୱ ନେଲେ ସ୍ମୃତି ରଞ୍ଜନ ଲେଙ୍କା OPA Jun 18, 2020 0 ଭୁବନେଶ୍ୱର: ଲୋକନାଥ ମହାରଥୀଙ୍କ ବଦଳରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ (ଓପିଏସି)ର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବେ ସ୍ମୃତି ରଂଜନ ଲେଙ୍କା ଦାୟିତ୍ଵ ଗ୍ରହଣ କରିଛନ୍ତି।ଭାରତୀୟ ଯୁବ କଂଗ୍ରେସ ସଭାପତି ବି ଭି ଶ୍ରୀନିବାସ… Read More...
Odisha ବଣାଇ ବିଧାୟକଙ୍କ ପିଏସଓଙ୍କ ଆତ୍ମହତ୍ୟା OPA Jun 18, 2020 0 ବଣାଇ: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସଓ ଡମ୍ବରୁଧର ସାହୁଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମିଳିଥିବା ସୂଚନା ଅନୁଯାୟୀ ନିଜ ସର୍ଭିସ ରିଭରଭଲରୁ ଗୁଳି କରି ପିଏସଓ ଆତ୍ମହତ୍ୟା… Read More...
Odisha ୨୧ରେ ସୂର୍ଯ୍ୟ ପରାଗ OPA Jun 18, 2020 0 ଭୁବନେଶ୍ୱର : ଆସନ୍ତା ୨୧ ତାରିଖରେ ଭାରତରେ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ଏକ ମିନିଟ… Read More...