ପୁଣି ଦୁଇଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ପୁଣି ଦୁଇଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ଦୁହେଁ ଗଞ୍ଜାମ ଜିଲ୍ଲାର ବୋଲି ଜଣାଯାଇଛି। ଆଜି ଏନେଇ ଗଞ୍ଜାମ ଏସପି ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କର ସୂଚନା ଅନୁଯାୟୀ, ଛତ୍ରପୁର…
Read More...

ଶେଷ ରଜ ପାଇଁ ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲ୍ଲାରେ ସ୍ଥାନୀୟ ଛୁଟି ଘୋଷଣା

ଭୁବନେଶ୍ୱର: ଆସନ୍ତା ମଙ୍ଗଳବାର ଶେଷ ରଜ ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଏବଂ ବାଲେଶ୍ୱର ଜିଲ୍ଲାରେ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି । ଏହି ଦୁଇ ଜିଲ୍ଲାର ସରକାରୀ କର୍ମଚାରୀ ଆସନ୍ତା ୧୬ ତାରିଖ ମଙ୍ଗଳବାରର ଅତିରିକ୍ତ ଛୁଟି…
Read More...

ଫାଶ ପକାଇ ହାତୀ ଛୁଆକୁ ହତ୍ୟା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଫାଶ ପକାଇ ଏକ ହାତୀ ଛୁଆକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ରେଞ୍ଜର ୠତୁକୁପେଡି ସାନଡୋଲାକୁଦୁର ଜଙ୍ଗଲରେ ଏମିତି ଅଭାବନୀୟ ଘଟଣା ଘଟିଥିବା…
Read More...

୧୮ରୁ ଖୋଲିବ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ

ଭୁବନେଶ୍ୱର : ଆସନ୍ତ‌ା ୧୮ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲିବ। ଶିକ୍ଷକ ଓ କର୍ମଚାରୀ ଶିକ୍ଷାନୁଷ୍ଠାନକୁ ଆସି କାର୍ଯ୍ୟ କରିବେ। ହେଲେ ଛାତ୍ରଛାତ୍ରୀ ଆସିବେ ନାହିଁ। ଶିକ୍ଷାନୁଷ୍ଠାନ…
Read More...

ଆଜିଠାରୁ ପୁଣି ୧୧ଜିଲ୍ଲାରେ ସଟ୍‍ଡାଉନ

ଭୁବନେଶ୍ୱର : ପୂର୍ବ ଘୋଷଣା ଅନୁଯାୟୀ କରୋନା ମୁକାବିଲା ପାଇଁ ଗତଥର ଭଳି ଆଜି ଓ ରବିବାର ଦୁଇଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍‍ଡାଉନ ଲାଗୁ ହୋଇଛି।ସଟ୍‍ଡାଉନ ସମୟରେ ଡାକ୍ତରୀ କିମ୍ବା ଅନ୍ୟ କୌଣସି ଜରୁରୀ…
Read More...

ଭାରତର ସର୍ବପୁରାତନ ପ୍ରଥମ‌ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କ ପରଲୋକ

ମୁମ୍ବାଇ: ଶନିବାର ପାହାନ୍ତା ପୂର୍ବରୁ ଭାରତର ସର୍ବପୁରାତନ ପ୍ରଥମ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କର ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି। ୧୦୦ ବର୍ଷ ବୟସରେ ପଦାର୍ପଣ କରିଥିବା ରାଇଜିଙ୍କର…
Read More...

ଆସନ୍ତାକାଲି ଓଡ଼ିଶା ଫେରିବେ ବିଜୟ ମହାନ୍ତି

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଆସନ୍ତା କାଲି ଓଡ଼ିଶା ଫେରିବେ। ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ସନ୍ଧ୍ୟାରୁ ଏକ ଆମ୍ବୁଲାନ୍ସ ଭୁବନେଶ୍ୱରରୁ…
Read More...

ଯୁବକର ଉନ୍ମତ୍ତକାଣ୍ଡ: ଜାଳିଦେଲେ ହାଇଓ୍ଵା ଓ ଟ୍ରକ୍

ଆଳି: ଆଜି ସକାଳ ୬ଟା ସମୟରେ ସଟଡାଉନ ଯୋଗୁଁ ସମସ୍ତ ଦୋକାନ, ବଜାର ବନ୍ଦ ଥିବା ବେଳେ ଜନୈକ ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛି। ଉନ୍ମତ୍ତ ଯୁବକ ଆଳି ବଜାରରେ ଗୋଟିଏ ହାଇଓ୍ଵା (ନମ୍ବର ଓଡି୦୪କେ୪୨୨୯)କୁ ପେଟ୍ରୋଲ ଢାଳି ସମ୍ପୂର୍ଣ୍ଣ…
Read More...

ପୁଣି ୨ କରୋନା ଯୋଦ୍ଧା ହେଲେ କରୋନାର ଶିକାର

ଭୁବନେଶ୍ୱର:ପୁଣି କରୋନା ର ଆଗ ଧାଡ଼ିର ଯୋଦ୍ଧା କରୋନା ଆକ୍ରାନ୍ତ । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨ ଜଣ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କଳାହାଣ୍ଡି ସିଡିଏମ୍‌ଓ ସୂଚନା ଦେଇଛନ୍ତି। ୨ ଜଣ…
Read More...

ଆଜି ୨୨୫ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ସର୍ବାଧିକ ୨୨୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା…
Read More...