Odisha ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ OPA Jun 12, 2020 0 ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ୧୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ୨୪୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ୩୦ ଜଣ ଥିବା ବେଳେ… Read More...
Bignews ଲକ୍ଡାଉନ ସମୟରେ ପୋଲିସର ସଂଯମତା ଓ ମାନବିକତାକୁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା OPA Jun 12, 2020 0 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍.ପି ମାନଙ୍କ ସହିତ ଆଲୋଚନା କରିଥିଲେ।… Read More...
Crime ରାଜଧାନୀରେ ରାଜମିସ୍ତ୍ରୀଙ୍କୁ ହତ୍ୟା OPA Jun 12, 2020 0 ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ପଛପଟ ଏକ ବସ୍ତିରେ ଏକ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ଜଣେ ରାଜମିସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘର… Read More...
Odisha ପୋଲିସ ହାବିଲଦାର ହେଲେ କରୋନା ଆକ୍ରାନ୍ତ OPA Jun 12, 2020 0 ମାଲକାନଗିରି : ପୋଲିସ ହାବିଲଦାର ହେଲେ କରୋନା ଆକ୍ରାନ୍ତ । ହାବିଲଦାର ଜଣକ ମୋଟୁ ବର୍ଡ଼ର ଚେକ୍ ପୋଷ୍ଟରେ କାର୍ଯ୍ୟରତ ଥିଲେ । କରୋନାେ ପଜିଟିଭ ଚିହ୍ନଟ ପରେ ମୋଟୁ ଥାନା ଆଇଆଇସିଙ୍କ ସମେତ ଥାନାର ସମସ୍ତ ଷ୍ଟାଫଙ୍କୁ… Read More...
Crime ଭିଜିଲାନ୍ସ ଜାଲରେ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ OPA Jun 12, 2020 0 ବାରିପଦା: ଭିଜିଲାନ୍ସ ଜାଲରେ ପଡ଼ିଲେ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ(CVDO) ଅଭୟ କୁମାର ତ୍ରିପାଠୀ । କାର୍ରେ ବାରିପଦାରୁ ଭୁବନେଶ୍ୱର ଯାଉଥିବା ବେଳେ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ଟିମ୍ ଚଢ଼ାଉ… Read More...
National ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର OPA Jun 12, 2020 0 ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୬ଷ୍ଠ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଆଜି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୫୭ ପଇସା ଓ ୫୯ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ… Read More...
Bignews କରୋନା ନେଲା ଆଉ ଏକ ଜୀବନ; ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି OPA Jun 12, 2020 0 ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ସବୁଠୁ ବଡ଼ ଖବର ଆସି ପହଂଚିଛି । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ହେଲେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି । ମୃତକ ହେଲେ ୫୫ବର୍ଷୀୟ ପୁରୁଷ । ଜିଲ୍ଲାରେ… Read More...
Odisha ନିଆରା ଢଙ୍ଗରେ ରଜ ମନେଇବ ଓଟିଡିସି OPA Jun 12, 2020 0 ଭୁବନେଶ୍ୱର: କରୋନା କଟକଣା ଭିତରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ, ଓଟିଡିସି ଏଥର ନିଆରା ଢଙ୍ଗରେ ରଜ ମହୋତ୍ସବ ଲୋକଙ୍କ ସହ ପାଳିବାକୁ ନିଷ୍ପତି ନେଇଛି । ରଜ ପର୍ବ ଅବସରରେ ଓଟିଡିସିର ପାନ୍ଥ ନିବାସ ଗୁଡିକରେ ପ୍ରସ୍ତୁତ… Read More...
Bignews ପୁଣି ୧୧୨ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି OPA Jun 12, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା… Read More...
National କରୋନା ସଂକ୍ରମିତ ତାଲିକାରେ ୪ର୍ଥ ସ୍ଥାନରେ ଭାରତ OPA Jun 12, 2020 0 ନୂଆଦିଲ୍ଲୀ: ଭାରତ କରୋନା ଭାଇରସ ସଂକ୍ରମିତ ଦୃଷ୍ଟିରୁ ଗୁରୁବାର ଦୁଇ ଦେଶ- ସ୍ପେନ ଓ ବ୍ରିଟେନକୁ ଅତିକ୍ରମ କରିଛି । କରୋନା ଭାଇରସରେ ସର୍ବାଧିକ ସଂକ୍ରମିତ ଦେଶଗୁଡ଼ିକର ତାଲିକାରେ ୪ର୍ଥ ସ୍ଥାନରେ ପହଞ୍ଚିଛି । ଭାରତରେ… Read More...