Odisha ରଥ ନିର୍ମାଣ ଚୂଡାନ୍ତ : ରଙ୍ଗ ଓ ସିଲାଇ କାମ ଜୋରଦାର OPA Jun 12, 2020 0 ପୁରୀ : ଆଜି ତିନି ରଥର ନିର୍ମାଣ କାର୍ଯ୍ୟ ଏକ ପ୍ରକାର ଚୂଡାନ୍ତ ହୋଇଛି । ରଥର ପୋଟଳ ପଡି ପାରାଭାଡି ଉଠିଥିବାବେଳେ ଏବେ କେବଳ କଳସ ଓ ଓଲଟ ପାରା ଲଗାଯିବ । ଏହାର ରଙ୍ଗକାମ ଦ୍ରୁତି ଗତିରେ ଚାଲିଛି । ରଙ୍ଗ ସରିଲାପରେ ରଥରେ… Read More...
Odisha ରାତି କର୍ଫ୍ୟୁ ଓ ସଟ୍ଡାଉନ ସମୟରେ ଖୋଲା ରହିବ ରାଜପଥ କଡ଼ ଢାବା OPA Jun 12, 2020 0 ଭୁବନେଶ୍ୱର: କରୋନା ଭାଇରସ୍ ପାଇଁ ଲାଗୁ ହୋଇଥିବା ଲକ୍ଡାଉନ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ଜାତୀୟ ରାଜପଥ… Read More...
Odisha କୋଭିଡ ନିୟମ ଉଲଙ୍ଘନ: ୧.୨୫ କୋଟିରୁ ଅଧିକ ଜରିମାନା ଆଦାୟ OPA Jun 12, 2020 0 ଭୁବନେଶ୍ୱର: ଲକଡାଉନ୍ ନିୟମ ଉଲଙ୍ଘନ କରିଥିବା ବ୍ୟକ୍ତିଙ୍କ ଠାରୁ ରାଜ୍ୟ ପୁଲିସ ପକ୍ଷରୁ ଜରିମାନା ଆଦାୟ କରାଯାଇଛି। ଏଯାବତ୍ ମାସ୍କ ବ୍ୟବହାର ଉଲଙ୍ଘନରେ ୧,୨୫,୮୪,୧୮୦ ଟଙ୍କା, ସାମାଜିକ ଦୂରତ୍ୱ ଉଲଙ୍ଘନରେ ୧୧,୭୪,୩୫୦… Read More...
Crime ରାଉରକେଲା ଦିଲସାନ ଖାନ ହତ୍ୟାକାଣ୍ଡ ମାମଲାରେ ୯ ଗିରଫ OPA Jun 12, 2020 0 ରାଉରକେଲା: ଜୁନ ୭ ତାରିଖରେ ରାଉରକେଲା ରେଲୱେ କଲୋନୀରେ ହୋଇଥିବା ଦିଲସାନ ହତ୍ୟାକାଣ୍ଡ ମାମଲାରେ ଆଜି ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଏ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ… Read More...
Odisha ଅନ୍ଲାଇନ୍ରେ ପରୀକ୍ଷା ଦେବେ ବିପିୟୁଟି ଛାତ୍ରଛାତ୍ରୀ OPA Jun 12, 2020 0 ଭୁବନେଶ୍ୱର: ବାତିଲ ହେବନି ଚଳିତବର୍ଷର ବିପିୟୁଟି ଅଷ୍ଟମ ସେମିଷ୍ଟାର ପରୀକ୍ଷା । ଅନ୍ଲାଇନ୍ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏହି ଅଷ୍ଟମ ସେମିଷ୍ଟାର ପରୀକ୍ଷା ଜୁଲାଇ ପ୍ରଥମ ସପ୍ତାହରେ ହେବ। ଏନେଇ ସୂଚନା ଦେଇଛନ୍ତି… Read More...
Odisha ଗଞ୍ଜାମରେ ହେବନି ରଜପର୍ବ OPA Jun 12, 2020 0 ଗଞ୍ଜାମ:ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ପାଳନ ହେବନି ରଜ ପର୍ବ। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜୁନ ୧୬ ତାରିଖ ପର୍ଯ୍ୟନ୍ତ କଡ଼ା କଟକଣା ଜାରି କରିଛନ୍ତି। ରଜ… Read More...
Odisha ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ ହେଲା ସିଲ୍ OPA Jun 12, 2020 0 ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ରଜ ପାଇଁ ମାର୍କେଟରେ ପ୍ରବଳ ଗହଳି ଲାଗିବା ସହ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ନଥିଲା । ସେଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଜୋନାଲ ଡେପୁଟି କମିଶନର । କରୋନା… Read More...
Bignews ଭୁବନେଶ୍ୱରରୁ ଆଉ ଦୁଇ ପଜିଟିଭ୍ ଚିହ୍ନଟ OPA Jun 12, 2020 0 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଦିନକୁ ଦିନ ଏହା ବଢୁଛି ପଛେ ହେଲେ କମିବାର ନାଁ ନେଉନାହିଁ । ଆଜି ବି ଭୁବନେଶ୍ୱରରୁ ଆଉ ଦୁଇ କରୋନା ପଜିଟିଭ୍ଚି ହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କ… Read More...
Odisha ସାମାଜିକ ଦୂରତା ନିୟମକୁ ଉଲଂଘନ: ଭଦ୍ରକରେ ସିଲ୍ ହେଲା ଅନେକ ଦୋକାନ ଓ ମଲ OPA Jun 12, 2020 0 ଭଦ୍ରକ: ଭଦ୍ରକ ସହରରେ କେତେକ ଦୋକାନ ଓ ମଲ୍ ସରକାରୀ ନିୟମକୁ ଉଲଂଘନ କରି ରଜ ବ୍ୟବସାୟ କରୁଥିବା ବେଳେ ୫ଟି ଏନଫୋର୍ସମେଣ୍ଟ ଟିମ୍ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ଦୋକାନ ଓ ମଲ୍ ଭିତରୁ ଗ୍ରାହକଙ୍କୁ… Read More...
Odisha ମହାନଦୀ ମୁହାଣରେ ବୁଡିଗଲା ମାଛଧରା ଡଙ୍ଗା: ୨ ମୃତ OPA Jun 12, 2020 0 ପାରାଦୀପ: ପାରାଦୀପ ନିକଟବର୍ତ୍ତୀ ମହାନଦୀରେ ଏକ ମାଛଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣ ଧୀବରଙ୍କ ମୃତ୍ୟୁ ଘଟିଛି । 'ମା କାଳୀ' ନାମକ ଡଙ୍ଗାରେ ୧୫ଜଣ ଧୀବର ରହିଥିଲେ ।ମିଳିଥିବା ସୂଚନାନୁଯାୟୀ, ମହାନଦୀର ଗଭୀର ସ୍ରୋତରେ… Read More...