Odisha ରଜ ପାଇଁ ଆଜି ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା OPA Jun 12, 2020 0 ଭୁବନେଶ୍ୱର: ଆସୁଛି ଓଡ଼ିଆଙ୍କ ବଡ଼ ପର୍ବ ରଜ । ଦିନକ ପରେ ଅର୍ଥାତ ରବିବାରଠାରୁ ଆରମ୍ଭ ହେବ ରଜ ପର୍ବ । ତେବେ ଏହି ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ସରକାର । ରଜ କେମିତି ପାଳନ କରିବେ ସେଥିପାଇଁ ପରାମର୍ଶ… Read More...
Odisha ରାଜ୍ୟ ବିଜେପିର ନୂଆ ଟିମ୍ ହେଲା ଘୋଷଣା; ଜାଣନ୍ତୁ କେଉଁଥିରେ କିଏ ରହିଲା… OPA Jun 12, 2020 0 ଭୁବନେଶ୍ୱର: ବିଜେପିର ନୂଆ ରାଜ୍ୟ କମିଟି ଆଜି ଘୋଷଣା ହୋଇଛି। ଗତ ଜାନୁଆରି ୧୬ ତାରିଖରେ ସମୀର ମହାନ୍ତି ରାଜ୍ୟ ସଭାପତି ଭାବେ ନିର୍ବାଚିତ ହେଲା ପରେ ଆଜି ତାଙ୍କ ନୂଆ ଟିମ୍ ଗଠନ ହୋଇଛି। ମୋଟ୍ ୩୦୯ ଜଣଙ୍କୁ ବିଭିନ୍ନ… Read More...
Bignews ଅନୁଗୁଳରୁ ୬ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ OPA Jun 11, 2020 0 ଅନୁଗୁଳ/ଝାରସୁଗୁଡ଼ା: ଅନୁଗୁଳ ଜିଲ୍ଲାରୁ ଆଜି ୬ ଜଣ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଝାରସୁଗୁଡ଼ା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହୋଇଥିବା ବେଳେ ଅନୁଗୁଳ… Read More...
Odisha ରାଜ୍ୟ ସରକାର ବୃଦ୍ଧି କଲେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ମାସିକ ପାରିତୋଷିକ OPA Jun 11, 2020 0 ଭୁବନେଶ୍ୱର: କରୋନା ମହାମାରୀ ମଧ୍ୟରେ ରାଜ୍ୟ ସରକାର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ମାସିକ ପାରିତୋଷିକ ବୃଦ୍ଧି କରିଛନ୍ତି। ଏହା ୧୯୦ଟଙ୍କାରୁ ୧୮୮୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହା ପିଛିଲା… Read More...
Odisha ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ୍ : ଦେଶର ଶ୍ରେଷ୍ଠ ୨୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସୋଆ, ଓଡ଼ିଶାରେ ୧ ନମ୍ବର OPA Jun 11, 2020 0 ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମିଲ୍ ହେଲା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) । ଗୁରୁବାର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶାଙ୍କଙ୍କ ଦ୍ୱାରା… Read More...
Odisha ସମସ୍ତ ୟୁଜି ଓ ପିଜି ପରୀକ୍ଷା ବାତିଲ୍ କଲେ ରାଜ୍ୟ ସରକାର OPA Jun 11, 2020 0 ଭୁବନେଶ୍ୱର: କରୋନା ପାଇଁ ସମସ୍ତ ୟୁଜି (+୩ ) ଓ ପିଜି ପରୀକ୍ଷା ବାତିଲ୍ କଲେ ରାଜ୍ୟ ସରକାର। ଶେଷ ବର୍ଷର ବାକି ଥିବା ସମସ୍ତ ଥିଓରି ଓ ପ୍ରାକ୍ଟିକାଲ୍ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ୍ କରିଦେଇଛନ୍ତି।ତେବେ ବିକଳ୍ପ… Read More...
Odisha ଶବ ଶୋଭାଯାତ୍ରାବେଳେ କୋଭିଡ ନିୟମ ଭାଙ୍ଗି ୫୦୦ଜଣଙ୍କ ନାମରେ ମାମଲା ରୁଜୁ OPA Jun 11, 2020 0 ରାଉରକେଲା: କୋଭିଡ-୧୯ର ନିୟମ ଭାଙ୍ଗିବା ପଡିଲା ମହଙ୍ଗା । ରାଉରକେଲାରେ ଶବ ଶୋଭାଯାତ୍ରା ବେଳେ କୋଭିଡ ନିୟମ ଭାଙ୍ଗି ଏକତ୍ର ହୋଇଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ । ପାଖାପାଖି ୫୦୦ ଜଣଙ୍କ… Read More...
Odisha ସାମାଜିକ ଦୂରତ୍ୱ ନିୟମକୁ ପାଳନ କରୁନଥିବାରୁ ‘ଅମ୍ବର’ ଶୋ’ରୁମ୍ ସିଲ୍ OPA Jun 11, 2020 0 ଭୁବନେଶ୍ୱର: ରଜ ପର୍ବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ରାତ୍ରିକାଳୀନ କର୍ଫ୍ୟୁରେ ୩ଘଣ୍ଟା କୋହଳ କରିଥିବାବେଳେ ଭୁବନେଶ୍ୱର ମହାନଗର ନିଗମ କଠୋର ଆଭିମୁଖ୍ୟ ଆପଣାଇଛି। ରଜ ପର୍ବ ପାଇଁ କିଣାକିଣି ନିମନ୍ତେ ଅଧିକ… Read More...
Odisha ରଜ ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଲେ ସୁବ୍ରତ ବାଗଚୀ OPA Jun 11, 2020 0 ଭୁବନେଶ୍ୱର: ଆଗକୁ ଅଛି ଓଡିଆଙ୍କ ସବୁଠାରୁ ବଡ ପର୍ବ ରଜ । ରବିବାର ଠାରୁ ଆରମ୍ଭ ହେବାକୁ ଥିବା ରଜ ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ କୋଭିଡ-୧୯ ମୁଖପାତ୍ର । ସୁବ୍ରତ ବାଗଚୀ କହିଛନ୍ତି, ରଜ ପାଳନ… Read More...
Odisha ରଜ ପାଇଁ କୋହଳ ହେଲା କର୍ଫ୍ୟୁ OPA Jun 11, 2020 0 ଭୁବନେଶ୍ୱର: ରାଜ୍ୟ ସରକାର ରଜ ପର୍ବକୁ ନଜରରେ ରଖି ଶୁକ୍ରବାର ରାତିର କର୍ଫ୍ୟୁକୁ କୋହଳ କରିଛନ୍ତି। ଶୁକ୍ରବାର ସଂଧ୍ୟା ୭ଟାରୁ କର୍ଫ୍ୟୁ ଜାରି ହେବ ନାହିଁ। ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ରବିବାର ପହିଲି ରଜ… Read More...