୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର:ରାଜ୍ୟରେ ୧୨ ଅଗ୍ନିଶମ କର୍ମଚାରୀଙ୍କୁ କରୋନା । ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ନେଇ ଅଗ୍ନିଶମ ଡିଜି ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ୧୨ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ବାତ୍ୟା…
Read More...

ରାଜ୍ୟ ସଂଗୀତକୁ ନେଇ ସ୍ୟାଣ୍ଡ ଆନିମେସନ

ଭୁବନେଶ୍ୱର: ଉତ୍କଳ ଜନନୀ ରାଜ୍ୟ ସଂଗୀତର ମାନ୍ୟତା ପାଇବା ପରେ ଏହାକୁ ନେଇ ଏକ ସ୍ୟାଣ୍ଡ ଆନିମେସନ ଭିଡିଓ ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ। ୨ ମିନିଟ ୧୭ ସେକେଣ୍ଡର ଏକ ଭିଡିଓରେ ସେ ବନ୍ଦ…
Read More...

ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି; ଜାଣନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର : କରୋନା ପ୍ରତିହତ ପାଇଁ ଭାରତ ସରକାର ଜାରି କରିଥିବା ସାମାଜିକ ଦୂରତା ନିୟମକୁ କାର୍ଯ୍ୟରତ କର୍ମଚାରୀମାନେ ଠିକ୍‌ ଭାବେ ପାଳନ କରୁନାହାନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଆଜି ବିସ୍ତୃତ…
Read More...

ପୁଣି ୧୪୬ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା…
Read More...

କୋଭିଡ କଟକଣାକୁ ନିୟମିତ ଉଲ୍ଲଙ୍ଘନ କରୁଛନ୍ତି ବିଜେପି ସାଂସଦ: ବିଜେଡି

ଭୁବନେଶ୍ୱର: ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ବିଜେପି ନେତାମାନେ ନିୟମିତ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କୋଭିଡ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରୁଛନ୍ତି । ଆଜି ଫ୍ଲାଇଓଭର ଭୂମିପୂଜନ…
Read More...

ମୋଦି ଓଡିଶାବାସୀଙ୍କ ସହିତ ଚଟାଣ ଭଳି ଠିଆ ହୋଇଛନ୍ତି : ଅମିତ ଶାହା

ଭୁବନେଶ୍ୱର: ଓଡିଶା ପାଇଁ ମୋଦି ସରକାର ଗତ ୬ ବର୍ଷରେ ଯାହା କରିଛନ୍ତି ତାହା କଂଗ୍ରେସ ସରକାର ୭୦ ବର୍ଷରେ କରିପାରି ନଥିଲା । ୧୩ତମ ବିତୀୟ ଆୟୋଗ ସୁପାରିଶ ଅନୁସାରେ କଂଗ୍ରେସ ସରକାର ଓଡିଶାକୁ ୭୯ହଜାର ଟଙ୍କା ପ୍ରଦାନ କରିଥିଲେ…
Read More...

ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଗାନ କରିବା ଅବଧି ୨ମିନିଟ ୧୧ ସେକେଣ୍ଡ

ଭୁବନେଶ୍ୱର : ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ଅବଧିକୁ ନେଇ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ତରଫରୁ ସୂଚନା ଦିଆଯାଇଛି । ୨ମିନିଟ ୧୧ ସେକେଣ୍ଡ ଅବଧି ବିଶିଷ୍ଟ ହେବ ବନ୍ଦେ ଉତ୍କଳ ଜନନୀ । ତେବେ ରାଜ୍ୟ ସଙ୍ଗୀତ ବନ୍ଦେ…
Read More...

ଲକଡାଉନ୍ ନିର୍ଦ୍ଦେଶନାମାରେ ପରିବର୍ତନ: ୩୦ପ୍ରତିଶତ କର୍ମଚାରୀ ସହ ଖୋଲିବ ହୋଟେଲ

ଭୁବନେଶ୍ୱର: କରୋନା ମୁକାବିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଜାରି ଲକଡାଉନ୍ ନିର୍ଦ୍ଦେଶନାମାରେ ଆଜି କେତେକ ପରିବର୍ତନ ହୋଇଛି। ଆଜିଠୁ ଦେଶବ୍ୟାପୀ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ଓଡ଼ିଶାରେ ଲକଡାଉନ୍ ନିୟମକୁ…
Read More...

ଏମ୍‍ଜିଏନ୍‍ଆରଜିଏସ୍‍ ର ଅଧିକରୁ ଅଧିକ କାର୍ଯ୍ୟ ଯୋଗାଣ ଲାଗି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ୨୦କୋଟି କାର୍ଯ୍ୟଦିବସ ଯୋଗାଇ ଦେବାପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨କୋଟି ୩୯ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି ହୋଇଥିବା ଜଣାଯାଇଛି ।…
Read More...

ବଜ୍ରପାତରେ ଗଲା ୭ ଜୀବନ

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୭ ଜଣଙ୍କ ମଧ୍ୟରୁ ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଆନନ୍ଦପୁର କାଠକଟା…
Read More...