ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ରାଜ୍ୟରେ ଜାରିଥିବା ଲକଡାଉନ୍‌ ପ୍ରତିବନ୍ଧକକୁ ଆଗାମୀ ୩୦ ଜୁନ୍‌ ପର୍ଯ୍ୟନ୍ତ…
Read More...

ଓଡିଶାରେ ପହଁଚିଲେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଫସିରହିଥିବା ୧୮୦ ଜଣ ଓଡ଼ିଆ

ଭୁବନେଶ୍ୱର: ଆଜି ଓଡିଶାରେ ପହଁଚିଲେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଫସିରହିଥିବା ୧୮୦ ଜଣ ଓଡ଼ିଆ | ଆଜି ଏୟାର ଏସିଆ ବିମାନରେ ଆଣ୍ଡାମାନ ଓ ନିକୋବରରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଓଡିଶାରେ ପହଂଚିଛନ୍ତି |…
Read More...

ଓ଼ଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଫଳରେ ଶ୍ରମିକମାନେ ବାହାରକୁ କାମ କରିବାକୁ ଯିବେ ନାହିଁ: ଅମିତ ଶାହା

ଭୁବନେଶ୍ୱର : ଓ଼ଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେବ ଯେପରିକି କୌଣସି ଶ୍ରମିକକୁ କାମ ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ । ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦୀ ସରକାର କାମ କରୁଛନ୍ତି ବୋଲି କହିଛନ୍ତି…
Read More...

ଚାନ୍ଦିପୁରର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ୨ ସେନା କର୍ମଚାରୀ କରୋନା ପଜିଟିଭ

ବାଲେଶ୍ୱର: ଚାନ୍ଦିପୁରରେ ଥିବା ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରର ୨ ଜଣ କର୍ମଚାରୀ କରୋନା ପଜିଟିଭ ବୋଲି ଜଣାପଡିଛି । ଏହି ଦୁଇ ଜଣ ସେନା କର୍ମଚାରୀଙ୍କ ପାଖରେ କରୋନା ଲକ୍ଷଣ ଜଣାପଡିବା ପରେ ଗତ ଶନିବାର ଦିନ ଦୁଇ ଜଣ…
Read More...

ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥିକ ଔଷଧ

ପୁରୀ : ମହାମାରୀ କୋରୋନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିର ସେବାୟତଙ୍କ ମଧ୍ୟରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ ହୋମିଓପାଥିକ ଔଷଓ ପ୍ରଦାନ କରାଯିବ ।…
Read More...

ହସ୍ପିଟାଲରୁ ଡିସଚାର୍ଜ ହେଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: କରୋନା ପଜିଟିଭ୍  ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତି ହୋଇଥିବା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି । କରୋନା ନେଗେଟିଭ ରିପୋର୍ଟ ଆସିବା ପରେ ସେ ହସ୍ପିଟାଲରୁ…
Read More...

୩ ମିନିଟ ଭିତରେ ରହିବ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ

ଭୁବନେଶ୍ୱର: ୩  ମିନିଟ ଭିତରେ ରହିବ ବନ୍ଦେ ଉତ୍କଳ ଜନନୀ ସଂଗୀତ ।  ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏନେଇ ସୂଚନା ଦେଇଛନ୍ତି । ସ୍ୱର,ଲୟ ଓ ତାଳ କଣ ହେବ ଏନେଇ ୩ ଦିନ ହେବ ଆଲୋଚନା ଆରମ୍ଭ ହୋଇଛି । ତେବେ ଖୁବ…
Read More...

ପୁଣି ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୯୯୩ରେ ପହଂଚିଛି । ୯୯ ଜଣ ସୁସ୍ଥଙ୍କ ମଧ୍ୟରୁ ଯାଜପୁରର ୧୬ଜଣ, ଖୋର୍ଦ୍ଧାର ୧୩ଜଣ, କେନ୍ଦ୍ରାପଡାର ୧୧ଜଣ,…
Read More...

୪ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର : ଆସନ୍ତା ୧୧ ଓ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡିଶା ଆସିବାର ସମ୍ଭାବନା ରହିଛି । ଆସନ୍ତା ୪ ଦିନ ଭିତରେ ମୌସୁମୀ ଓଡିଶା ଆସିପାରେ ବୋଲି କହିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ । ବଙ୍ଗୋପସାଗରରେ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ; ଆସନ୍ତାକାଲି କରାଯିବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅସୁସ୍ଥ ହୋଇଯାଇଛନ୍ତି। ଗତକାଲି ତାଙ୍କୁ ସାମାନ୍ୟ ଜ୍ୱର ଓ କାଶ ହେଉଥିବା ବେଳେ ଆଜି ଅବସ୍ଥା ଟିକେ ବିଗିଡ଼ି ଯାଇଛି। ତେଣୁ ତାଙ୍କର ବି କରୋନା ଟେଷ୍ଟ ହେବ ବୋଲି…
Read More...