ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ଧ୍ୱଜା

ଭୁବନେଶ୍ୱର:  ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ଧ୍ୱଜା। ଏହି ଧଳା ରଙ୍ଗର ନେତ ବାତ୍ୟା ଓ ବର୍ଷାର ସୂଚକ ହୋଇଥାଏ ବୋଲି କହିଛନ୍ତି ଚୂନରା ସେବକ ଶରତ ମହାନ୍ତି। ଭକ୍ତମାନେ ନାଲି, ହଳଦିଆ ଓ ଧଳା ରଙ୍ଗର ବାନା ମାନସିକ କରି…
Read More...

ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର: ଗୁରୁତର ଅସୁସ୍ଥ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଗୁରୁତର ଭାବେ କମଳାଙ୍କୁ କୋରାପୁଟ ଜିଲ୍ଲା ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ସ୍ୱତନ୍ତ୍ର କ୍ୟାବିନ ରେ ରଖି ଚିକିତ୍ସା କରାଯାଉଛି। ମିଳିଥିବା…
Read More...

ପୁଣି ସୁସ୍ଥ ହେଲେ ୧୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ…
Read More...

‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା

ଭୁବନେଶ୍ୱର: ଦୀର୍ଘ ୧୧୦ ବର୍ଷର ପ୍ରତୀକ୍ଷା ପରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟର ସରକାରୀ ସଙ୍ଗୀତ ମାନ୍ୟତା ମିଳିଛି। ଆଜି ରାଜ୍ୟ କ୍ୟାବିନେଟ୍ ଏହି ସଙ୍ଗୀତକୁ ‘ସରକାରୀ…
Read More...

ଭୁବନେଶ୍ୱରରୁ ପୁଣି ୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରବିବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏଦୁହେଁ ପଟିଆ ଅଞ୍ଚଳର ଜଣେ ୪୦ ବର୍ଷିୟ ପୁରୁଷ ଓ ୮ ବର୍ଷୀୟ ଝିଅ ବୋଲି ଜଣାଯାଇଛି। ଉଭୟେ ଗୋଟିଏ ପରିବାରର ବୋଲି ବି…
Read More...

ଆସନ୍ତାକାଲି ଠାରୁ ଦିଲ୍ଲୀ ସୀମା ଖୋଲିବ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଦିଲ୍ଲୀ ସୀମା ଖୋଲିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରେସ୍ତୋରାଁ, ମଲ୍ ଏବଂ ଉପାସନାସ୍ଥଳୀ ଖୋଲିବ କିନ୍ତୁ,…
Read More...

ବାଣୀବିହାର ୩ ବିଭାଗ ସିଲ୍

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯାଇଛି । ଦର୍ଶନ ବିଭାଗର ଜଣେ ଅଧ୍ୟାପିକାଙ୍କର ସମ୍ପର୍କୀୟଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏଭଳି…
Read More...

ସୋମବାରରୁ ୨୨ ସହରରେ ଗଡ଼ିବ ସରକାରୀ ବସ୍‌

ଭୁବନେଶ୍ୱର : ଆସନ୍ତା ସୋମବାରରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ବସ୍‌ ଚଳାଚଳ କରିବ। ଏଥିରେ ରାଜ୍ୟର ୨୨ଟି ସହରର ୬୬ଟି ରୁଟ୍‌ରେ ୯୬ଟି ବସ୍‌ ଚାଲିବ ବୋଲି ଓଏସ୍‌ଆରଟିସି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ…
Read More...

ବୃଦ୍ଧଙ୍କୁ ଦଳି ମାରିଦେଲେ ଜଙ୍ଗଲୀ ହାତୀ

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ କୁକୁଡ଼ାଜୁଡ଼ି ଜଙ୍ଗଲରେ ପ୍ରାୟ ୫ଟି ଜଙ୍ଗଲୀ ହାତୀଙ୍କ ଉତ୍ପାତ ଜାରି ରହିଥିବାର ଖବର ମିଳିଛି।  ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରୁ ୫ଟି ଜଙ୍ଗଲୀ ହାତୀ ବାରିପଦା ବନଖଣ୍ଡର…
Read More...

ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଖଲିକୋଟ ବ୍ଲକର ୯ ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଲକର ୯ଟି ଗାଁକୁ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଖଲ୍ଲିକୋଟର ବାଦପଲ୍ଲୀ ପଞ୍ଚାୟତରେ କରୋନା ସଙ୍ଗରୋଧ କେନ୍ଦ୍ରରେ ଥିବା ୧୨ଜଣ ଆକ୍ରାନ୍ତ ଚିହ୍ନଟ ପରେ ଏଭଳି…
Read More...