କେରଳରେ ଅନ୍ତଃସତ୍ଵା ହାତୀର ମୃତ୍ୟୁ ଘଟଣା : ହତ୍ୟାକାରୀଙ୍କୁ ଧରାଇ ଦେଲେ ମିଳିବ ୧ଲକ୍ଷ ଟଙ୍କାର ପୁରସ୍କାର

ତିରୁବନନ୍ତପୁରମ୍‌: ଜଙ୍ଗଲୀ ଅନ୍ତଃସତ୍ଵା ହାତୀ ମୃତ୍ୟୁର କାରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବାକୁ କେରଳ ରାଜ୍ୟ ବନ ବିଭାଗ ବିଧିବଦ୍ଧ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଏଥିସହିତ ଓ୍ଵାଇଲ୍ଡ ଲାଇଫ୍‌ ଏସ୍‌ଓଏସ୍‌ ‌ ହତ୍ୟାରେ…
Read More...

୧୦ବର୍ଷ ପର୍ଯ୍ୟନ୍ତ ଭାରତକୁ ଆସିପାରିବେନି ତବଲିଗି ଜମାତରେ ସାମିଲ ହୋଇଥିବା ବିଦେଶୀ ନାଗରିକ

ନୂଆଦିଲ୍ଲୀ:ପର୍ଯ୍ୟଟକ ଭିସାରେ ଭାରତକୁ ଆସି ନିଜାମୁଦ୍ଦିନ ମର୍କାଜ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୯୬୦ବିଦେଶୀ ନାଗରିକଙ୍କ ଆସନ୍ତା ୧୦ବର୍ଷ ପର୍ଯ୍ୟନ୍ତ ଭାରତକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ସୂତ୍ରରୁ…
Read More...

ଶନିବାର ଓ ରବିବାର ସଟ୍‌ଡାଉନ୍‌ ସମୟରେ ଚାଲିବ ବସ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜୁନ୍‌ ମାସଟି କରୋନା ମହାମାରୀକୁ ରୋକିବା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଥିବାରୁ…
Read More...

କଟକ ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି ସନ୍ଧ୍ୟାରେ କଟକ ଜିଲ୍ଲାରୁ ପୁଣି ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ନରସିଂହପୁର ବ୍ଲକରୁ ୯ ଜଣ, ବଡମ୍ବା ବ୍ଲକରୁ ୨ ଜଣ…
Read More...

ମଧ୍ୟରାତ୍ରୀରେ ଶ୍ରୀଜୀଉଙ୍କ ପହଣ୍ଡି; ରାତି ୧୦ଟାରୁ ଲାଗୁ ହେବ ୧୪୪ ଧାରା

ପୁରୀ: ସ୍ନାନଯାତ୍ରା ଅବ୍ୟବହିତ ପୂର୍ବରୁ ଶ୍ରୀମନ୍ଦିରରେ ଆଜି ତ୍ରୟୋଦାଶୀ ତିଥିରେ ସେନାପଟା ଲାଗି ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ…
Read More...

ଲାଞ୍ଚୁଆ କିରାଣୀଙ୍କୁ ଭିଜିଲାନ୍ସ ହାତରେ ଧରାଇଲେ କିରାଣୀ

ବଲାଙ୍ଗୀର: ଜଣେ ଲାଞ୍ଚୁଆ କିରାଣୀଙ୍କୁ ଭିଜିଲାନ୍ସ ହାତରେ ଧରାଇଲେ କିରାଣୀ। ଏପରି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଳା ଆଗଲପୁର ତହସିଲ ଅଫିସରେ। ଲୋଇସିଂହା କୋର୍ଟରେ କିରାଣୀ ଥିବା ବୁଦୁଲା ଗାଁର ସନ୍ତୋଷ ନାଗଙ୍କ ଠାରୁ ୬ ହଜାର…
Read More...

୯ ତାରିଖ ଯାଏଁ ରାଜ୍ୟରେ ବର୍ଷା !

ଭୁବନେଶ୍ୱର: ଆସନ୍ତାକାଲିଠୁ ୯ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା । ଏନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ । ଏପରିକି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ବଜ୍ରପାତ ଓ ପ୍ରବଳ…
Read More...

ପୋଖରୀରେ ବୁଡି ଗଲେ ଦୁଇ ଯାଆଁଳା ଭାଇ

କେନ୍ଦୁଝର: ଜିଲ୍ଲାର  ତୁରୁମୁଙ୍ଗା ଥାନା ନୂଆଖମଣ ଗାଁର ବାଙ୍କ ସାହିରେ ଖେଳୁ ଖେଳୁ ଘର ନିକଟ ପୋଖରୀରେ ପଡ଼ି ଯାଇଥିଲେ ୬ ବର୍ଷର ଦୁଇ ଜାଆଁଳା ଭାଇ । ଏହା ଦେଖି ଘର ଓ ପଡୋଶୀ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।  ଅଗ୍ନିଶମ…
Read More...

ପ୍ରଖ୍ୟାତ ସିନେ-ନିର୍ମାତା ଓ ନିର୍ଦ୍ଦେଶକ ବାସୁ ଚାଟର୍ଜୀଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟାତ ସିନେ-ନିର୍ଦ୍ଦେଶକ ଓ ଚିତ୍ରନାଟ୍ୟ ରଚୟିତା ବାସୁ ଚାଟର୍ଜୀଙ୍କର  ଗୁରୁବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ବାସୁ ଚାଟାର୍ଜୀଙ୍କୁ ୯୩ବର୍ଷ ବୟସ ହୋଇଥିଲା। ଇଣ୍ଡିୟାନ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌…
Read More...

ପୁଣି ସୁସ୍ଥ ହେଲେ ୬୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ଭିତରୁ ଗଞ୍ଜାମରୁ ୧୪, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଲେଖାଏଁ, ଭଦ୍ରକରୁ ୮, କେନ୍ଦୁଝରରୁ ୭, ବଲାଙ୍ଗିରରୁ ୬, ଖୋର୍ଦ୍ଧାରୁ ୩,…
Read More...