National ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା: ୫ ଶ୍ରମିକ ମୃତ OPA Jun 3, 2020 0 ଗାନ୍ଧିନଗର: ଗୁଜୁରାଟର ଦହେଜରେ ଥିବା ରାସାୟନିକ କାରଖାନାରେ ଦିନ ୧୨ଟାରେ ବଡ ଧରଣର ବିସ୍ଫୋରଣ ଘଟିଥିବା ବେଳେ ଏବେ ଏହାର ଶିକାର ହୋଇ ୫ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି ।ଏହା ସହ ୩୨ଜଣ ଏବେ ଗୁରୁତର ଆହତ ହୋଇ ମୃତ୍ୟୁ ସହ… Read More...
Odisha କଳାହାଣ୍ଡିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ OPA Jun 3, 2020 0 କଳାହାଣ୍ଡି :କଳାହାଣ୍ଡି ଜିଲ୍ଲାରେ ଆଜି ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ଜଣ ସୁସ୍ଥ ହୋଇ ଘରକୁ… Read More...
Odisha ଦୂରଦର୍ଶନ କରିବ ପ୍ରସାରଣ ଶ୍ରୀଜିଉଙ୍କ ସ୍ନାନଯାତ୍ରା OPA Jun 3, 2020 0 ଭୁବନେଶ୍ୱର: ଦିନକ ପରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏଥର କିନ୍ତୁ ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ଛିଡ଼ା ହୋଇ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦେଖିପାରିବେ ନାହିଁ। ଲୋକଙ୍କୁ ସ୍ନାନଯାତ୍ରା ଦେଖିବାକୁ ହେଲେ ଘରେ ଟିଭି… Read More...
National ଗୁଜୁରାଟର ରାସାୟନିକ କାରଖାନାରେ ବିସ୍ଫୋରଣ: ୪୦ ଶ୍ରମିକ ଆହତ OPA Jun 3, 2020 0 ଗାନ୍ଧିନଗର: ପ୍ରଥମେ କରୋନା ଭୂତାଣୁ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ପରେ ପରେ ବାତ୍ୟା, ବନ୍ୟା, ପଙ୍ଗପାଳ ଆତଙ୍କ ଓ ଭାଇଜାଗରେ ଗ୍ୟାସ ଲିକ ହେବା ଘଟଣା ଲୋକଙ୍କ ମନବଳକୁ ଭାଙ୍ଗି ଦେଇଥିଲା । ଏବେ ମହାରାଷ୍ଟ୍ରରେ ବାତ୍ୟା… Read More...
Bignews ପୁଣି ସୁସ୍ଥ ହେଲେ ୯୧ କରୋନା ଆକ୍ରାନ୍ତ OPA Jun 3, 2020 0 ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ଆସିଛି। କରୋନା ଭାଇରସରୁ ଆଜି ୯୧ ଜଣ ରୋଗୀ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ଏଥି ସହିତ… Read More...
Odisha ନୂଆ ୧୪୩ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର OPA Jun 3, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୧୪୩ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ… Read More...
Politics ଇସ୍ତଫା ପ୍ରତ୍ୟାହାର କଲେ ଜଗନ୍ନାଥ OPA Jun 3, 2020 0 ଭୁବନେଶ୍ୱର: ଇସ୍ତଫା ପତ୍ର ପ୍ରତ୍ୟାହାର କରିନେଇଛନ୍ତି ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ନିଜ ନିଷ୍ପତ୍ତି ବଦଳାଇ ଇସ୍ତଫା ପତ୍ର ପ୍ରତ୍ୟାହାର କରିଛନ୍ତି । ତେବେ ଭୁବନେଶ୍ୱର… Read More...
Odisha ଓଡିଶା ଠାରୁ ୫୦୦କିମି ଦୂରରେ ପଙ୍ଗପାଳ OPA Jun 3, 2020 0 ଭୁବନେଶ୍ୱର: ଓଡ଼ିଶାଠାରୁ ମାତ୍ର ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତ ଜଙ୍ଗଲରେ ଥିବା ସୂଚନା ମିଳିଛି । ଓଡ଼ିଶା ଆସିବାର ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ଅନୁଧ୍ୟାନ… Read More...
National ଲ୍ୟାଣ୍ଡଫଲ କଲା ବାତ୍ୟା ନିସର୍ଗ: ମୁମ୍ବାଇରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ବହୁଛି ପବନ OPA Jun 3, 2020 0 ମୁମ୍ବାଇ: ମହାରାଷ୍ଟ୍ର ଉପକୂଳ ଅଞ୍ଚଳରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କଲା ନିସର୍ଗ । ମୁମ୍ବାଇର ଅଲିବାଗରେ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍ । ପାଣିପାଗ ବିଭାଗ ସୂଚନା ଅନୁସାରେ ୧୨୦ କିମି ବେଗରେ ପ୍ରତି ଉପକଳ ଛୁଇଁଛି ବାତ୍ୟା ।… Read More...
Bignews ପୁଣି ୧୪୩ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି OPA Jun 3, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୨ ଜଣ କ୍ଵାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୧ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ… Read More...