Bignews ଭୁବନେଶ୍ୱରକୁ ଫେରିଲା କରୋନା, ଆଜି ୪ ଆକ୍ରାନ୍ତ ଚିହ୍ନଟ OPA Jun 4, 2020 0 ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ୪ ଜଣ ଚିହ୍ନଟ ହୋଇଥିବା ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ବିଏମସି ପକ୍ଷରୁ ଟୁଇଟ୍ କରି କୁହାଯାଇଛି,… Read More...
National କେରଳରେ ଅନ୍ତଃସତ୍ଵା ହାତୀର ମୃତ୍ୟୁ ଘଟଣା: ଗ୍ରାମବାସୀଙ୍କୁ ଧରିବାକୁ କେରଳ ଆରମ୍ଭ କଲା ଅଭିଯାନ OPA Jun 4, 2020 0 ତିରୁବନନ୍ତପୁରମ୍: ୧୫ ବର୍ଷୀୟ ଜଙ୍ଗଲୀ ଅନ୍ତଃସତ୍ଵା ହାତୀ ମୃତ୍ୟୁର କାରଣ ହୋଇଥିବା ବ୍ୟକ୍ତିମାନଙ୍କୁ ଧରିବାକୁ କେରଳ ରାଜ୍ୟ ବନ ବିଭାଗ ବିଧିବଦ୍ଧ ଅଭିଯାନ ଆରମ୍ଭ କରିଥିବା କଥା ଗୁରୁବାର ଦିନ କହିଛି।ବୁଧବାର ଦିନ… Read More...
Bignews ପୁଣି ୯୦ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି OPA Jun 4, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୯୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୧୩ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି… Read More...
Odisha ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ OPA Jun 4, 2020 0 ଭୁବନେଶ୍ୱର:ଚଳିତ ବର୍ଷ ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ । ବିହାରରୁ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ସୃଷ୍ଟି ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା । କେରଳରେ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ… Read More...
Odisha ଭାଇର ମୃତ୍ୟୁପରେ ପରିବାରର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମରେ ମା’ ଓ ସାନ ଝିଅଙ୍କର ମୃତ୍ୟୁ OPA Jun 4, 2020 0 ଝାରସୁଗୁଡ଼ା: ସାନ ଭାଇର ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଝାରସୁଗୁଡା ଲହଣ୍ଡାବୁଡ଼ର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଦୁଇଜଣ ହେଲେ ପିଙ୍କି ବିଶ୍ୱାଳ ଓ… Read More...
Odisha ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ OPA Jun 4, 2020 0 ବାଲେଶ୍ୱର : ସଙ୍ଗରୋଧ କେନ୍ଦ୍ରରେ ଯୁବକର ମୃତ୍ୟୁ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଂଚଳରେ । ଖବର ଅନୁସାରେ, ଖଇରା ଥାନା ଅଂଚଳର ଜଣେ ଯୁବକ ମୁମ୍ବାଇରେ ଗତ କିଛି ଦିନ ହେଲା କାମ କରୁଥିଲେ । ଗତ ୨୭… Read More...
Odisha ଆଇପିଏସ୍ ସୌମ୍ୟା ମିଶ୍ର ହେଲେ ଅଗ୍ନିଶମ ଏଡିଜି OPA Jun 4, 2020 0 ଭୁବନେଶ୍ୱର : ଓଡିଶାର ପ୍ରଥମ ମହିଳା ଆଇପିଏସ୍ ଡକ୍ଟର ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଅତିରିକ୍ତ ଡିଜି ଭାବରେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ… Read More...
Odisha କରୋନାର ଶିକାର ହେଲେ କରୋନା ଯୋଦ୍ଧା OPA Jun 4, 2020 0 ଭୁବନେଶ୍ୱର : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ ନର୍ସଙ୍କୁ କରୋନା । ଷ୍ଟାଫ ନର୍ସ କରୋନାରେ ଆକ୍ରାନ୍ତ ନେଇ ସିଡିଏମ୍ଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସଂସ୍ପର୍ଶରେ ଆସିଥିବାରୁ କରୋନା ପଜିଟିଭ୍ ବାହାରିଛି ।… Read More...
National ସପୁରୀରେ ବାଣ ଦେଇ ଗର୍ଭିଣୀ ହାତୀକୁ ହତ୍ୟା OPA Jun 4, 2020 0 ତିରୁଅନନ୍ତପୁରମ୍ : ଏକ ଗର୍ଭିଣୀ ହାତୀକୁ ବାଣ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଭଳି ଏକ ହୃଦୟବିଦାରକ ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ମେ’ ୨୭ ତାରିଖରେ କେରଳରେ ଘଟିଥିବା ଏହି ହାତୀମୃତ୍ୟୁ ଘଟଣା ଆଜି… Read More...
Odisha ସହରାଞ୍ଚଳ ମହିଳାଙ୍କ ରୋଜଗାର ବଢାଇବାପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଗୁରୁତ୍ୱ OPA Jun 3, 2020 0 ଭୁବନେଶ୍ୱର: ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଅଧିକ ସକ୍ରିୟ କରିବା ସହିତ ସେମାନଙ୍କ ରୋଜଗାର ବଢାଇବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଲୋକସେବା ଭବନରେ ଗୃହ ଓ ନଗର… Read More...