Odisha ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ OPA Jun 2, 2020 0 ଭୁବନେଶ୍ୱର:ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଲାଇଭ କମନ୍ ଫିଡ୍ ବ୍ୟବସ୍ଥାରେ ସବୁ… Read More...
Odisha ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ବିବାହ ଉତ୍ସବ OPA Jun 2, 2020 0 ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଛି ପବିତ୍ର ରୁକ୍ମଣୀ ହରଣ ଏକାଦଶୀ ଓ ମହାପ୍ରଭୁଙ୍କ ବିବାହ ଉତ୍ସବ। ମହାପ୍ରଭୁଙ୍କ ବିବାହ ଉତ୍ସବ ଅବସରରେ ଶ୍ରୀମନ୍ଦିର ଚାରିଦ୍ୱାରରେ ତେଲିଙ୍ଗି ବାଜା ବାଜୁଛି । ଜଗତ… Read More...
National ଦେଶର କ୍ଷମତା, ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଉପରେ ଭରସା ଅଛି, ଭାରତ ପୁଣି ଆର୍ଥିକ ଅଭିବୃଦ୍ଧି ପଥକୁ ଫେରିବ OPA Jun 2, 2020 0 ନୂଆଦିଲ୍ଲୀ : ମହାମାରୀ କରୋନା ସଙ୍କଟ ମଧ୍ୟରେ ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଛି । କେନ୍ଦ୍ର ସରକାର ଦେଶର ଅର୍ଥ ବ୍ୟବସ୍ଥାକୁ ସଜାଡିବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଭାରତୀୟମାନଙ୍କ କ୍ଷମତା,… Read More...
National ବାତ୍ୟା ନିସର୍ଗ ମହାରାଷ୍ଟ୍ର-ଗୁଜରାଟ ମୁହାଁ OPA Jun 2, 2020 0 ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ଲଘୁଚାପ ଏବେ ଗଭୀର ଅବପାତ ହୋଇ ରହିଛି । ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ଆକାରରେ ସ୍ଥଳ ଭାଗ ଆଡକୁ ମୁହାଁଇବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସାମୁଦ୍ରିକ ଝଡ ନିସର୍ଗ… Read More...
Odisha ପାଣିଟାଙ୍କିରୁ ମିଳିଲା ଶିଶୁ କନ୍ୟାର ମୃତଦେହ OPA Jun 2, 2020 0 ଭଦ୍ରକ: ପାଣିଟାଙ୍କିରୁ ମିଳିଲା ୯ମାସର ଶିଶୁ କନ୍ୟାର ମୃତଦେହ । ସନ୍ଦେହରେ ଜେଜେମାଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ଚାନ୍ଦବାଲିର ପୋତାପୋଖରୀ ଗାଁର ରାଜେନ୍ଦ୍ର ବେହେରାଙ୍କ ୯ମାସର ଶିଶୁକନ୍ୟାର ମୃତଦେହ ଘର ଉପରେ ଥିବା… Read More...
Bignews ପୁଣି ୧୪୧ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି OPA Jun 2, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।… Read More...
More News ଅସଲି କୋରୋନା ଯୋଦ୍ଧା. ଡାକ୍ତର ସୁନୀଲ ଆଚାର୍ଯ୍ୟଙ୍କୁ ପ୍ରଶଂସାର ସୁଅ OPA Jun 2, 2020 0 ବରଗଡ଼ : ବରଗଡ଼ ଜିଲ୍ଲା ରେ COVID -19 ର ମୁକାବିଲା ପାଇଁ ବିବେଚିତ ହୋଇଥିବା ୫ ଟି ନର୍ସିଂହୋମ ରୁ ନବଜୀବନ ଚିକିତ୍ସାଲୟ, ଭଟଲି ହେଉଛି ଅନ୍ୟତମ । ଭାରତରେ ପ୍ରଥମ ଲକଡାଉନ- ୧.୦ ଚାଲିଥିବା ସମୟରୁ ବରଗଡ଼ ଜିଲ୍ଲାପାଲ ଙ୍କ… Read More...
Odisha ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ OPA Jun 2, 2020 0 ଭୁବନେଶ୍ୱର: ସ୍ନାନ ଯାତ୍ରା ସହିତ ମହାପ୍ରଭୁମାନଙ୍କର ଘୋଷଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଅଧିକାରୀମାନଙ୍କ ସହିତ ବୈଠକ… Read More...
Odisha କ୍ଵାରାଣ୍ଟିନ ନିୟମରେ ପରିବର୍ତ୍ତନ କଲେ ରାଜ୍ୟ ସରକାର OPA Jun 1, 2020 0 ଭୁବନେଶ୍ୱର: ଅନଲକ-୧କୁ ନେଇ ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକାରେ କ୍ଵାରାଣ୍ଟିନ ନିୟମରେ ପରିବର୍ତ୍ତନ କରିଛନ୍ତି । ରାଜ୍ୟକୁ ଆସି ଯଦି କେହି ୭୨ ଘଣ୍ଟା ବା ତିନି ଦିନ ଭିତରେ ଫେରିଯିବେ ସେମାନଙ୍କୁ… Read More...
National ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢିଲା OPA Jun 1, 2020 0 ନୂଆଦିଲ୍ଲୀ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢିଲା । ସଂକଟଜନକ ସମୟ ଦେଇ ଗତିକରୁଥିବା ଚାଷୀମାନଙ୍କୁ ସହାୟତା କରିବାକୁ କେନ୍ଦ୍ର ସରକାର ଆଜି ୧୪ଟି ଖରିଫ ଫସଲର ଏମଏସପି ବା ସର୍ବନିମ୍ନ ସହାୟକ ଦର ୫୦ରୁ ୮୩ ପ୍ରତିଶତ… Read More...