ବିଜେପିରୁ ଇସ୍ତଫା ଦେଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ । ରାଜ୍ୟ ବିଜେପି ସଭାପତିଙ୍କୁ ଚିଠି ଲେଖି ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳପାଇଁ ସମୟ ଦେଇପାରୁନଥିବା ଉଲ୍ଲେଖ କରି ପାର୍ଟି ଛାଡ଼ିଲେ ଜଗନ୍ନାଥ । ତେବେ ଗତ ୨୦୧୯…
Read More...

କରୋନା ଚିକିତ୍ସାରେ ରେମଡେସିବିର ଔଷଧ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା କାୟା ବିସ୍ତାର କରଚାଲିଛି । ବିଶ୍ୱରେ ଏହି ଭାଇରସ ୩ ଲକ୍ଷ ୭୭ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ୬୩ଲକ୍ଷରୁ ଅଧିକ ଆକ୍ରାନ୍ତ ଅଛନ୍ତି । ଅନ୍ୟପଟେ କରୋନା ଭ୍ୟାକ୍ସିନ ନେଇ ଅନେକ…
Read More...

୨ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ସାଂଗଠନିକ ଜିଲ୍ଲାର ସଭାପତି ଭାବେ ବାବୁ ସିଂ ଏବଂ କଳାହାଣ୍ଡି ଜିଲ୍ଲାର ସଭାପତି ଭାବେ ଆଡଭୋକେଟ ଦେବେନ୍ଦ୍ର ମହାନ୍ତିଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ନିଯୁକ୍ତି…
Read More...

ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ  ପଙ୍ଗପାଳ ଆକ୍ରମଣର ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି…
Read More...

୨ଦିନ ଓଡିଶାରେ କାଳବୈଶାଖୀ!

ଭୁବନେଶ୍ୱର: ଓଡ଼ିଶାକୁ ସତର୍କ ଘଣ୍ଟି । କରୋନା ଲଢ଼େଇ ଭିତରେ ଆସନ୍ତା ୨ ଦିନ ଯାଏଁ କାଳବୈଶାଖୀ ନେଇ ସତର୍କ କରାଇଲା ଭାରତୀୟ ପାଣିପାଗ ବିଭାଗ । ଏପରିକି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ…
Read More...

ଆଦେଶ ଗୁପ୍ତା ହେଲେ ଦିଲ୍ଲୀ ବିଜେପିର ନୂଆ ମୁଖିଆ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରେ ଏକ ବଡ ପରିବର୍ତ୍ତନ କରାଯାଇଛି । ଦିଲ୍ଲୀ ବିଜେପି ଅଧ୍ୟକ୍ଷ ପଦରୁ ମନୋଜ ତିୱାରୀଙ୍କୁ ହଟାଇଛି ବିଜେପି । ତାଙ୍କ ସ୍ଥାନରେ ଆଦେଶ ଗୁପ୍ତା ହୋଇଛନ୍ତି ଦିଲ୍ଲୀ ବିଜେପିର ନୂଆ ମୁଖିଆ ।…
Read More...

ପୁଣି ସୁସ୍ଥ ହେଲେ ୮୦ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଆଉ ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି । ସୁସ୍ଥ ହୋଇଥିବା ୮୦ଜଣ ଆକ୍ରାନ୍ତଙ୍କ ମଧ୍ୟରେ ପୁରୀରୁ…
Read More...

ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ବେକ୍ଷଣ ସଂସ୍ଥା ସି ଭୋଟର ପକ୍ଷରୁ କରାଯାଇଥିବା ଷ୍ଟେଟ ଅଫ ଦି ନେସନ ୨୦୨୦ –ମେ ସର୍ଭେ ପରେ ଏହି ତଥ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।…
Read More...

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ୧୪୪ ଧାରା ଲାଗୁ

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ ଧାରା । ମାର୍କେଟ ଛକଠାରୁ କାକୁଡିଖାଇ ଛକ ଓ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଲାଗୁ ହେବ । ଆସନ୍ତା ୫ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ଥିବା ବେଳେ ୪ ତାରିଖରୁ…
Read More...

ରାଜଧାନୀରୁ ୧ କୋଟି ଟଙ୍କାର ବ୍ରାଉନ୍ ସୁଗାର୍ ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୧ କୋଟି ଟଙ୍କା ମୂଲ୍ୟର ବ୍ରାଉନ୍ ସୁଗାର୍ ଜବତ ହୋଇଛି ଏବଂ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରାଇମବ୍ରାଂଚ ଏସଟିଏଫ୍ ଡିଆଇଜି ଜୟନାରାୟଣ…
Read More...