୬୦ ବର୍ଷରୁ କମ ବ୍ୟକ୍ତିଙ୍କ ପାଇଁ ଭୁବନେଶ୍ୱରରେ ପାର୍କ ମନା

ଭୁବନେଶ୍ୱର: ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ପାର୍କ ପାଇଁ ନିୟମ ବଦଳିଛି । ରାଜ୍ୟ ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଅନୁସରଣ କରି ବିଏମସି ପକ୍ଷରୁ ପାର୍କ ସମୟରେ ପରିବର୍ତନ କରାଯାଇଛି ।…
Read More...

ମଦ କିଣି ଠାକମିର ଶିକାର ହେଲେ ଭୁବନେଶ୍ୱରର ଯୁବକ

ଭୁବନେଶ୍ୱର: ମଦ କିଣି ଠାକମିର ଶିକାର ହେଲେ ଭୁବନେଶ୍ୱରର ଯୁବକ । ଚନ୍ଦ୍ରଶେଖରପୁର ଅଂଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ସୋସିଆଲ ମିଡିଆରେ ଏକ ବିଜ୍ଞାପନକୁ ଦେଖି ଯୁବକ ମଦ କିଣିବାକୁ ପ୍ରୟାସ କରିଥିଲେ । ତେବେ ମଦ କିଣିବା…
Read More...

ଅସ୍ତରଙ୍ଗର ଦେବୀ ମୁହାଁଣରେ ହଜାର ହଜାର ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ

ଅସ୍ତରଙ୍ଗ: ମହାମାରୀ ସମୟରେ ସମୁଦ୍ରକୂଳ ଶୁନଶାନ । ଆଉ ଏହି ସମୟରେ ଅସ୍ତରଙ୍ଗରେ ଦେବୀ ମୁହାଁଣ ଅବବାହିକାରେ ବନବିଭାଗର ଅସ୍ଥାୟୀ ହାଚେରୀରୁ ହଜାର ହଜାର ସଂଖ୍ୟାରେ ଅଲିଭ ରିଡଲେ ଶିଶୁଶାବକ ଜନ୍ମନେଇ ସମୁଦ୍ରମୁହାଁ ହୋଇଛନ୍ତି ।…
Read More...

ଓଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,: ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ଅଦଳ ବଦଳ କରିଛନ୍ତି। ଶ୍ରମ ଓ ଇଏସ୍‌ଆଇ ବିଭାଗରେ ଅତିରିକ୍ତ ଶାସନ ସଚିବ ସୁଧାକର ବର୍ଗୀଙ୍କୁ ଓମ୍‌ବାଡ୍‌ସିର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ଓରେଡ଼ାର…
Read More...

ଭାଇର ମୃତ୍ୟୁପରେ ପରିବାରର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମରେ ବଡ଼ଭାଇର ମୃତ୍ୟୁ

ଝାରସୁଗୁଡା: ସାନ ଭାଇର ମୃତ୍ୟୁରେ ଭାଙ୍ଗିପଡି ଆତ୍ମହତ୍ୟା ଉଦ୍ୟମ କରିଥିବା ଝାରସୁଗୁଡା ଲହଣ୍ଡାବୁଡ଼ର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ଜଣକ ଶ୍ରୀକାନ୍ତ ବିଶ୍ୱାଳ ହୋଇଥିବାବେଳେ ସେ ପରିବାରର ବଡ…
Read More...

ଆଜି ଅପରାହ୍ଣରେ ଲ୍ୟାଣ୍ଡଫଲ କରିବ ବାତ୍ୟା ନିସର୍ଗ

ନୂଆଦିଲ୍ଲୀ: ଘଂଟା ପ୍ରତି ୧୩ କିଲୋମିଟର ବେଗରେ ସାମୁଦ୍ରିକ ବାତ୍ୟା ‘ନିସର୍ଗ’ ଉତର ମହାରାଷ୍ଟ୍ର ଉପକୂଳ ଆଡ଼କୁ ମୁହାଁଉଥିବା କଥା ଆଜି ଭାରତୀୟ ପାଣିପାଗ ବିଭାଗ କହିଛି। ସମ୍ପ୍ରତି ଏହି ସାମୁଦ୍ରିକ ବାତ୍ୟା ଆଲିବାଗର…
Read More...

ଉପସାଗରୀୟ ଦେଶ ସମୂହ, ଇଂଲଣ୍ଡ ଏବଂ ଶ୍ରୀଲଙ୍କାରେ ଫସି ରହିଥିବା ଓଡ଼ିଆମାନଙ୍କୁ ସିଧା ଭୁବନେଶ୍ୱର ଆଣିବା ପାଇଁ ଅନୁରୋଧ…

ନୂଆଦିଲ୍ଲୀ/ ଭୁବନେଶ୍ୱର: ବିଭିନ୍ନ ଦେଶରେ ଫସି ରହିଥିବା ଓଡ଼ିଆମାନଙ୍କୁ ସେ ଦେଶରୁ ସିଧା ସିଧା ଭୁବନେଶ୍ୱରକୁ ଆଣିବା ପାଇଁ ବିଦେଶ ମନ୍ତ୍ରୀ ଡା. ଏସ.ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରିଙ୍କୁ ଚିଠି…
Read More...

ଲକ୍ ଡାଉନ୍ ୫.୦ ଗାଇଡଲାଇନ୍ ରେ ସଂଶୋଧନ କଲେ ରାଜ୍ୟ ସରକାର; ଜାଣନ୍ତୁ କେଉଁ ନିୟମ ହେଲା କୋହଳ

ଭୁବନେଶ୍ୱର: କରୋନା ଲକଡାଉନର ୫.୦ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କି କି କଟକଣା ରହିବ ଓ କ’ଣ କୋହଳ ହେବ, ସେ ନେଇ ସ୍ୱତନ୍ତ୍ର ରିଲିଫ୍ କମିସନ୍ ଗାଇଡଲାଇନ୍ ଜାରି କରିଥିଲେ। ଗତକାଲି ସେହି…
Read More...

ବାତ୍ୟା ନିସର୍ଗ ପ୍ରଭାବ: ମୁମ୍ବାଇ ବିମାନ ବନ୍ଦରରେ ୧୯ଟି ବିମାନ କରିବ ଚଳାଚଳ

ମୁମ୍ବାଇ: ସାମୁଦ୍ରିକ ବାତ୍ୟା ‘ନିସର୍ଗ’ଜନିତ ଅନିଶ୍ଚିତ ପାଗ ‌ଯୋଗୁଁ ଆଜି ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦର ମାତ୍ର ୧୯ଟି ବିମାନ ଚଳାଚଳ କରାଇବ। ବିମାନବନ୍ଦରରୁ ୧୧ଟି ବିମାନ ଯାତ୍ରା କରିବ ଏବଂ ୮ଟି ବିମାନ ଅବତରଣ…
Read More...

ଲକଡାଉନ ୫.୦ ନିୟମରେ ସାମାନ୍ୟ ସଂଶୋଧନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଲକଡାଉନ ୫.୦ ନିୟମ ନେଇ ରାଜ୍ୟ ସରକାର ସାମାନ୍ୟ ସଂଶୋଧନ କରିଛନ୍ତି । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରଗୁଡ଼ିକ ବନ୍ଦ ରହିଲେ ବି ପରୀକ୍ଷା ହୋଇପାରିବ ବୋଲି ସରକାର କହିଛନ୍ତି ।…
Read More...